ଇଣ୍ଡୋନେସିଆ : ମସଜିଦ ରେ ଭୟଙ୍କର ଅଗ୍ନିକାଣ୍ଡ,ଭୁଶୁଡିପଡିଲା ବିଶାଳ ଗମ୍ବୁଜ

ଇଣ୍ଡୋନେସିଆ : ଇଣ୍ଡୋନେସିଆର ଜାକର୍ତ୍ତାସ୍ଥିତ ଏକ ମସଜିଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏକ ବିଶାଳ ଗମ୍ବୁଜ ଭୁଶୁଡି ପଡିଛି I ସୋସିଆଲ ମିଡିଆରେ ଦେଖାଯାଉଥିବା ଦୃଶ୍ୟରେ ଏହି ଗମ୍ବୁଜ ର ଉପରିଭାଗ ହୁତୁ ହୁତୁ ହୋଇ ଜାଳୁଥିବାର ଦେଖା ଯାଉଥିଲା ଇ ତେବେ ସ୍ଥାନୀୟ ଗଲ୍ଫ ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ମସଜିଦ ର ମରାମତି କାର୍ଯ୍ୟ ଚାଲିଥିବା ବେଳେ ଗମ୍ବୁଜର ନିଆଁ ଲାଗିଥିବାର କୁହାଯାଉଛି। ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ ପୁରାଗମ୍ବୁଜରୀ ତାସ ଘର ଭଳି ଭୁଶୁଡି ପଡିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅତି କମରେ ଦଶଟି ଅଗ୍ନିଶମ ବାହିନୀ ନିୟୋଜିତ କରାଯାଇଥିଲା।

Launching Ceremony of “AYUSHMAN BHARAT

Comments are closed.