ହୋଲି ଖେଳ ହେଲା କାଳ

ସମୟ ଲାଇଭ,୧୧/୩(ରାଜ ଗୁପ୍ତା): ହୋଲି ଖେଳି ସାରି ଗାଧୋଉଥିବା ବେଳେ ସୁଅରେ ଭାସିଯାଇ ଯୁବକ ମୃତ। ମୃତକ ବାରିପଦା ସହରର କାଳିମନ୍ଦିର ସାହିର ଶିବୁନ୍ ମହାନ୍ତି। ଆଜି ଦିନ ପ୍ରାୟ ସାଢେ ୧୨ଟା ବେଳେ ହୋଲିଖେଳ ସାରି ନିଜର ଜଣେ ବନ୍ଧୁଙ୍କ ସହ ବାରିପଦା ସହର ଠାରୁ ୧୭ କି.ମି. ଦୂର ଜମ୍ଭୀରା ଡ୍ୟାମ୍ ରେ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ସମୟରେ ୨ ବନ୍ଧୁ ଭାସି ସୁଅରେ ଯାଇଥିଲେ। କିଛି ସମୟ ପରେ ୨ ବନ୍ଧୁଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପାଣିରୁ ଉଦ୍ଧାର କରିଥିଲେ ସ୍ଥାନୀୟ ବାସିନ୍ଦା। ତେବେ ବହୁ ଚେଷ୍ଟା କରିବା ପରେ ରବିଙ୍କର ଚେତା ଫେରିଥିବା ବେଳେ ଶିପୁନ୍ ଙ୍କର ଚେତା ଫେରି ନଥିଲା। ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କୁ ଅଣା ଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଛନ୍ତି। ତେବେ ଏ ଘଟଣାକୁ ନେଇ ମେଡ଼ିକାଲ ପରିସରରେ ଶୋକାକୁଳ

Launching Ceremony of “AYUSHMAN BHARAT

Comments are closed.