ଆଜି ହୀରାକୁଦର ୬୬ତମ ପ୍ରତିଷ୍ଠା ଦିବସ

ହୀର।କୁଦ: ଜାନୁଆରୀ ୧୩: ହୀର।କୁଦ ବହୁମୁଖୀ ନଦୀ ବନ୍ଧ ଯେ।ଜନ।ର ଶିଳ।ନ୍ୟ।ସ ହେ।ଇଥିଲ। ୧୯୪୬ ମସିହ। ମ।ର୍ଚ୍ଚ ୧୫ରେ। ୧୯୪୮ ଏପ୍ରିଲ୍ ୧୨ ତ।ରିଖରେ ଭ।ରତର ପ୍ରଥମ ପ୍ରଧ।ନ ମନ୍ତ୍ରୀ ଜବ।ହ।ରଲ।ଲ୍ ନେହରୁ କ˚କ୍ରିଟ୍ କ।ମର ଶୁଭ କରିଥିଲେ। ୧୯୫୭ ମସିହ। ଜାନୁଆରୀ ୧୩ରେ ଉଦ୍ଘ।ଟିତ ହେ।ଇଥିଲ। ପୃଥିବୀର ଦୀର୍ଘତମ ମ।ଟିବନ୍ଧ । ହୀର।କୁଦ ବନ୍ଧ ପ୍ରତିଷ୍ଠ।କୁ ଇତି ମଧ୍ୟରେ ୬୫ ବର୍ଷ ପୂରିଛି । ତେବେ ଆଜି ଏହ।ର ୬୬ତମ ପ୍ରତିଷ୍ଠ। ଦିବସ ଉପଲକ୍ଷେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସୂଚନା ରହିଛି ଯେ ଏହି ବନ୍ଧ ନିର୍ମ।ଣ ଓ ଜଳଭଣ୍ଡ।ରର ବିସ୍ତ।ର କ।ରଣରୁ ୨୧୮ ଗ।ଁ ପ।ଣିରେ ବୁଡ଼ିଥିଲ।ବେଳେ ୨୨ ହଜ।ର ପରିବ।ର ବିସ୍ତାପିତ ହେ।ଇଥିଲେ। ତେବେ ଏ ସବୁ ଭିତରେ ୬୫ ବର୍ଷ ବିତିଯାଇଥିଲେ ମଧ୍ୟ ବିସ୍ତାପିତଙ୍କ ସମସ୍ୟା ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇନି ବୋଲି ଅଭିଯୋଗ ହେଉଛି। ତେବେ ଏହି ପରିବାରର ଦୁଃଖ ଦୁର କରିବା ପାଇଁ ସରକାର ଅନେକ ଘୋଷଣା କରିଥିବାବେଳେ ଏହା କେବଳ କାଗଜ କଲମରେ ରହିଥିବା ଅଭଇଯୋଗ କରିଛନ୍ତି ବିସ୍ତାପିତ।

Govt

Comments are closed.