ଗଞ୍ଜେଇ ଚୋରା କାରବାରରେ ଜଣେ ଗିରଫ

ତରଭା: ସେପ୍‌ଟମ୍ବର ୨୧: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧିନ କମଶରା ଫାଣ୍ଡି ବନ୍ଦକେଡାରେ ରବିବାର ପୋଲିସ ଗେଞ୍ଜେଇ ଜବତ କରିବା ସହ ଏହି କରବାରରେ ବ୍ୟବହୃତ ବାଇକ୍‌ କୁ ଜବତ କରିଛି । କମଶରା ପୋଲିସ ସୂତ୍ରରୁ ପ୍ରକାଶ ଗତ ରବିବାର ଦିବା ୧ଟା୩୦ ସମୟରେ ଫାଣ୍ଡି ପୋଲିସ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ଜିଲ୍ଲାର ମଶନାଗୁରା ଗ୍ରାମର ସୁନାଶିର ମୁନା ତାର ଏଚ ଏଫ ଡିଲକ୍ସ ମଟରସାଇକେଲ ଓଡି ୨୭ବି ୪୮୨୨ ରେ ଗଞ୍ଜେଇ ନେଇ ଆସୁଥିବା ବେଳେ ପୋଲିସ ତାକୁ ଗିରଫ କରିଥିଲା । ପୋଲିସ ସୁନାଶିର ମୁନା ନାରେ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

Launching Ceremony of “AYUSHMAN BHARAT

Comments are closed.