ରାଜଧାନୀରେ ଅଗ୍ନିକାଣ୍ଡ: ଜଳିଗଲା ୨୩ଟି ଫଳ ଦୋକାନ

ଭୁବନେଶ୍ୱର,୨୪/୧: ରାଜଧାନୀରେ ଭୟାଭୟ ଅଗ୍ନିକାଣ୍ଡ। ଭୁବନେଶ୍ୱରସ୍ତିତ କଳ୍ପନା ଖଚ ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସେଠାରେ ଥିବା ଫଳ ଦୋକାନରେ କୌଣସି କାରଣବଶତଃ ନିଆଁ ଲାଗିଯାଇଛି। ଯାହାଫଳରେ ୨୩ଟି ଫଳ ଦୋକାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତକ ରାତିରେ ନିଆଁ ଲାଗିଯାଇଥିଲା। ଦୀର୍ଘ ସମୟ ପରେ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଏପର୍ଯ୍ୟନ୍ତ ନିଆଁର କାରଣ ଜଣାପଡିନାହିଁ।

Launching Ceremony of “AYUSHMAN BHARAT

Comments are closed.