ଇଣ୍ଡୋନେସିଆରେ ଭୂକମ୍ପ,ସତର୍କ ସୂଚନା ଜାରୀ

ସମୟ ଲାଇଭ,୧୫/୧୧:ଇଣ୍ଡୋନେସିଆର ଉତ୍ତର ମାଲୁକୁ ଉପକୂଳ ଅଞ୍ଚଳରେ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଗୁରୁବାରରାତି ୧ଟାରେ ଭୂକମ୍ପ ସୃଷ୍ଟି ହୋଇଥିଲା । ସମୁଦ୍ର ଭିତରେ ୪୫ କିଲୋମିଟର ଗଭୀରରେ ହୋଇଛି ଏବଂ ଉପକୂଳଠାରୁ ୧୪୦ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଜଣାପଡିଛି। ତେବେ ଭୂକମ୍ପ ପ୍ରଭାବରେ ସୂନାମୀ ଆସିବା ଆଶଙ୍କା କମ ବୋଲି ଆମେରିକା ସୁନାମୀ ସୂଚନା କେନ୍ଦ୍ର ତରଫରୁ ଜଣାପଡିଛି।

Govt

Comments are closed.