କେବିସିରେ ନଜର ଆସିବେ ସାସଂଦ ଡ଼ଃ ଅଚ୍ୟୁତ ସାମନ୍ତ

ସମୟ ଲାଇଭ,୧୩/୧୧: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ବହୁ ଲୋକପ୍ରୟ ରିୟାଲଟିି ‘ସୋ’ରେ ନଜର ଆସିଛିନ୍ତି କିଟ୍‍ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାସଂଦ ଡ଼ଃ ଅଚ୍ୟୁତ ସାମନ୍ତ। ଏହି ଶୋ’ର ହଟସିଟ୍ ରେ ସ୍ଥାନ ପାଇଛନ୍ତି ଡ.ଅଚ୍ୟୁତ ସାମନ୍ତ ଏବଂ ହଟ୍‌ସିଟ୍‌ ରେ ଅଂଶୀଦାର ଅଛନ୍ତି ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନ। ତାଙ୍କ ସହ ଡ.ସାମନ୍ତଙ୍କ ଭଉଣୀ ତଥା ‘କାଦମ୍ବିନୀ’ର ସଂପାଦିକା ଡ. ଇତି ସାମନ୍ତଙ୍କୁ ଦେଖିବାକୁ ମିଳିବ। ଏହି ଶୋ’ର ରେର୍କଡିଂ ଶେଷ ହୋଇଥିବା ବେଳେ ଏହା ଆସନ୍ତା ନଭେମ୍ବର ୧୫ ତାରିଖ ଶୁକ୍ରବାର ସଂନ୍ଧ୍ୟା ୯ଟାରେ ପ୍ରସାରିତ ହେବ।

Govt

Comments are closed.