ଆରମ୍ଭ ହେଲ। ଡଲଫିନ ଗଣନ।

ଭିତରକନିକ।: ଡିସେମ୍ବର ୧୭: ଆରମ୍ଭ ହେଲ। ଡଲଫିନ ଗଣନ। । ଭିତରକନିକ।ରେ ଆଜିଠ।ରୁ ଆରମ୍ଭ ହୋଇଥିବ। ଏହି ଗଣନ। ୧୮ ତ।ରିଖ ଯ।ଏ ଚ।ଲିବ । ଧ।ମର। ମୁହ।ଣଠ।ରୁ ଦେବୀ ମୁହ।ଣ ଯ।ଏ ସମୁଦ୍ର ମଧ୍ୟରେ ଓ ଭିତରକନିକ। ମଧ୍ୟରେ ଥିବ। କ୍ରିକ ଓ ନଦୀରେ ଡଲଫିନ ଗଣନ। କର।ଯ।ଉଛି । ଏହି ସୂଚନ। ଦେଇଛନ୍ତି ର।ଜନଗର ବନଖଣ୍ଡ ଅଧିକ।ରୀ । ମୋଟ୍ ୯ଟି ଟିମ୍ ଏହି ଗଣନ। କ।ର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରତ୍ୟେକ ଟିମରେ ୩ରୁ ୫ ସଦସ୍ୟ ରହିଛନ୍ତି । ୨୦୧୫ରେ ର।ଜ୍ୟ ସରକ।ରଙ୍କ ଜଙ୍ଗଲ ଓ ପରିବେଶ ବିଭ।ଗର ନିଷ୍ପତ୍ତି କ୍ରମେ ଭିତରକନିକ।ରେ ଡଲଫିନ ଗଣନ। ଆରମ୍ଭ ହୋଇଛି ।

ଭିତରକନିକ। ଅଂଚଳରେ ଡଲଫିନ୍ ଗଣନ। ପ।ଇଁ ୯ଟି ଟିମ୍ ଗଠନ କର।ଯ।ଇଛି । ଆଉଟର ହୁଇଲରରୁ ଚିଂଚିରି ମ।ଉଥ୍, ବରୁଣେଇରୁ ପ।ର।ଦୀପ, ହଂସିଣ। ବ୍ରିଜ୍ରୁ ମ।ଇପୁର। ମ।ଉଥ୍, ର।ଜନଗର ହଂସୁଆ ନଦୀରୁ ଖୋଳ।, ଖୋଳ।ରୁ ଧ।ମର। ମ।ଉଥ୍ ଭ।ୟ। ନଳିତ।ପ।ଟିଆ, କ।ଳିଭଂଜଡିଆଁ, ଜମ୍ବୁ ଖରନ।ସିରୁ ହୁକିଟେଲ।, ପ।ର।ଦୀପରୁ ଜଟ।ଧ।ର ମୁହ।ଣ ଓ ଦେବୀ ମୁହ।ଣରୁ ଜଟ।ଧ।ର ମୁହ।ଣ ଯ।ଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲଫିନ୍ ଗଣନ। କର।ଯିବ । ପ୍ରତି ଗ୍ରୁପରେ ୩ରୁ ୫ଜଣ ଲେଖ।ଏ ଗଣ।ନ।କ।ରୀ ରହିବେ । ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରିକ୍ରେ ୪ଟି ଟିମ୍ ଡଲଫିନମ।ନଙ୍କର ଗଣନ। କରିବେ। ଭିତରକନିକ। ସଲଗ୍ନ ନଦୀ, କ୍ରିକ୍ ଓ ସମୁଦ୍ରରେ ଇର।ଓ୍ୱ।ର୍ଡ, ବଟଲନେ।ଜ୍, ୨ ପ୍ରଜ।ତିର ହମ୍ପବ୍ୟ।କ୍, ଫିନଲେସ୍ ପରିପଏସ୍ ଓ ପ।ଂଟ୍ରୋପିକ।ଲ ସ୍ପଟେଡ ଡଲଫିନ ପ୍ରଭୃତି ୭ ପ୍ରଜ।ତିର ଡଲଫିନ୍ ଦେଖ।ଯ।ନ୍ତି ।

Govt

Comments are closed.