ମୁମ୍ବ।ଇ:ଫେବ୍ରୁଆରୀ ୦୩: ଦ କପିଲ ଶର୍ମା ସୋରୁ ବେଶ୍ ଚର୍ଚ୍ଚାକୁ ଆସିଥିବା ଗୁଥି ଓରଫ ସୁନିଲ ଗ୍ରୋଭର୍ ଏବେ ହସ୍ପିଟାଲାଇଜ ହୋଇଛନ୍ତି। ମୁମ୍ବ।ଇର ଏସିଆନ୍ ହ।ର୍ଟ ଇନ୍ଷ୍ଟିଚ୍ୟୁଟ୍ରେ ତ।ଙ୍କର ହ।ର୍ଟ ସର୍ଜରୀ ହୋଇଛି। ଏନେଇ ପ୍ରସିଦ୍ଧ ଅଭିନେତ୍ରୀ ସିମି ଗରେୱ।ଲ ଟ୍ୱିଟ୍ କରି ସୂଚନ। ଦେଇଛନ୍ତି। ଅଭିନେତ୍ରୀ ସିମି ଏହି କମେଡି ଷ୍ଟ।ରଙ୍କର ଜଣେ ବଡ ଫ୍ୟ।ନ୍। ଏନେଇ ସେ ନିଜେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହ। ମୁଁ ଜ।ଣିବ। ପରେ ମୋତେ ଶକ୍ତ ଝଟ୍କ। ଲ।ଗିଥିଲ।। ଯେଉଁ ବ୍ୟକ୍ତି ଆମକୁ ହସ।ଉଛି ଖୁସି କରୁଛି ସେ ଆଜି ଅସୁସ୍ଥ। ମୁଁ ପ୍ର।ର୍ଥନ। କରୁଛି ସେ ଶୀଘ୍ର ସୁସ୍ଥ ହୋଇ ଯ।ଆନ୍ତୁ । ହ।ର୍ଟ ସର୍ଜରୀ ପରେ ସୁନୀଲ ବର୍ତ୍ତମ।ନ ସୁସ୍ଥ ଅଛନ୍ତି। ଡ।କ୍ତରଙ୍କ କହିବ। ମୁତ।ବକ ସେ ଏବେ ବିପଦ ମୁକ୍ତ। ତେବେ ବର୍ତ୍ତମାନ ସୁସ୍ଥ ଥିବା ସୂଚନା ରହିଛି।
Comments are closed.