Browsing Category
ବିଶ୍ବ
ଇମ୍ରାନ ଗିରଫ ହୋଇଥିବା ଅଲ-କାଦିର ଟ୍ରଷ୍ଟ୍ ମାମଲା କ’ଣ ?
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଅଲ-କାଦିର ଟ୍ରଷ୍ଟ୍ ମାମଲାରେ ଗିରଫ ହୋଇଛନ୍ତି। ଇମ୍ରାନ, ତାଙ୍କ ପତ୍ନୀ ବୁଶରା ବିବି ଏବଂ ସେମାନଙ୍କ ଘନିଷ୍ଠ ସହଯୋଗୀ ଜୁଲଫିକର ବୁଖାରୀ ଏବଂ ବାବର ଅୱନ…
ଭାରତୀୟ ଆମେରିକୀୟ ନୀରା ଟାଣ୍ଡେନ ହ୍ବାଇଟହାଉସ ଉପଦେଷ୍ଟା ନିଯୁକ୍ତ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇଣ୍ଡିଆନ-ଆମେରିକାନ ଡେମୋକ୍ରାଟିକ୍ ପାର୍ଟିର ପ୍ରମୁଖ ବ୍ୟକ୍ତିତ୍ବ ନୀରା ଟାଣ୍ଡେନଙ୍କୁ ଶୁକ୍ରବାର ନିଜର ଘରୋଇ ନୀତି ଉପଦେଷ୍ଟା (ଡୋମେଷ୍ଟିକ୍ ପଲିସି ଆଡ୍ଭାଇଜର) ଭାବେ…
ସମ୍ପନ୍ନ ହେଲା କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ
ଲଣ୍ଡନ: ଇଂଲଣ୍ଡର ୱେଷ୍ଟମିନଷ୍ଟର ଆବେରେ ଆଜି କିଙ୍ଗ୍ ଚାର୍ଲସ-ତୃତୀୟଙ୍କ ରାଜ୍ୟାଭିଷେକ ସମ୍ପନ୍ନ ହୋଇଛି। ୭ ଦଶନ୍ଧି ଭିତରେ ଏହା ଥିଲା ଦେଶର ସବୁଠାରୁ ବଡ଼ ଉତ୍ସବ। ୧୯୫୩ ମସିହା ପରେ ଏହା ହେଉଛି ଇଂଲଣ୍ଡରେ ପ୍ରଥମ…
ରାଜା ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ
ଲଣ୍ଡନ: ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କର ଆଜି ରାଜ୍ୟାଭିଷେକ ହେବ। ରାଜ୍ୟାଭିଷେକ ପାଇଁ ୱେଷ୍ଟମିନିଷ୍ଟର ଆବେ ସଜେଇ ହୋଇଛି। ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ସମାରୋହରେ ଚାର୍ଲସ ତୃତୀୟ ରାଜକୀୟ ମୁକୁଟ ପରିଧାନ କରିବେ।…
ତୁର୍କୀ ଶିଖର ସମ୍ମଳନୀରେ ରୁଷ ପ୍ରତିନିଧିଙ୍କୁ ମୁଥ ମାରିଲେ ୟୁକ୍ରେନ ସାଂସଦ
ଅଙ୍କାରା: ତୁର୍କୀର ରାଜଧାନୀ ଅଙ୍କାରାରେ ଆନ୍ତର୍ଜାତିକ ସମ୍ମିଳନୀ ଚାଲିଥିବା ବେଳେ ରୁଷ ପ୍ରତିନିଧି ଭାଲେରି ସ୍ତାଭିତ୍ସ୍କିଙ୍କୁ ୟୁକ୍ରେନ୍ ସାଂସଦ ଓଲେକ୍ଜେଣ୍ଡର୍ ମାରିକୋଭ୍ସ୍କିୟି ମୁଥ ମାରୁଥିବା ଭିଡିଓ କ୍ଲିପ୍…
ସର୍ବିୟାରେ ଗୁଳିକାଣ୍ଡ ହୋଇ ୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ସର୍ବିୟାରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ସର୍ବିୟା ରାଜଧାନୀ ବେଲଗ୍ରେଡ୍ ନିକଟସ୍ଥ ଏକ ସହରରେ ଗତକାଲି ରାତିରେ ଜଣେ ୨୧ ବର୍ଷୀୟ…
ଓଡ଼ିଆ ଝିଅ ସୁସ୍ମିତା ରାଜହଂସ ଲଢିବେ ବ୍ରିଟେନରେ ନିର୍ବାଚନ
ନୂଆଦିଲ୍ଲୀ : ପୁଣି ଥରେ ବ୍ରିଟେନରେ ଚମକିଲେ ଓଡ଼ିଆ ଝିଅ I ଏଥର ବ୍ରିଟେନ ରାଜନୀତିରେ ପାଦ ଥାପିଛନ୍ତି ଓଡ଼ିଆ ଝିଅ ସୁସ୍ମିତା ରାଜହଂସ I ଭୁବନେଶ୍ଵରର ସୁସ୍ମିତା ରାଜହଂସ ପ୍ରଥମ ଓଡ଼ିଆ ଝିଅ ଭାବେ ବିଦେଶରେ ଲଢ଼ିବେ ର୍ନିବାଚନ…
ଖେରସନରେ ରୁଷର ଭୟଙ୍କର ଆକ୍ରମଣ, ୨୧ ଜଣଙ୍କ ମୃତ୍ୟୁ
କିବ୍ : ୟୁକ୍ରେନର ଖେରସନରେ ରୁଷ୍ ଅତି ଭୟଙ୍କର ଆକ୍ରମଣ କରିଛି। ଖେରସନରେ ସୁପରମାର୍କେଟ୍, ରେଳ ଷ୍ଟେସନ୍ ଏବଂ ଅନ୍ୟାନ୍ୟ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ରୁଷ୍ ଡ୍ରୋନ୍ ଆକ୍ରମଣ କରିଛି। ଫଳରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି…
୨୦୨୩ରେ ମୋଦୀ-ବାଇଡେନ ୫ ଥର ସାକ୍ଷାତ
ନୂଆଦିଲ୍ଲୀ: ଚଳିତବର୍ଷ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ୫ ଥର ସାକ୍ଷାତ ହେବ। କେବଳ ମେ’ରୁ ଜୁନ୍ ଭିତରେ ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ୪ଥର ସାକ୍ଷାତ୍ ହେବ।…
ମା’ କାଳୀଙ୍କ ଅପମାନ ପାଇଁ କ୍ଷମା ମାଗିଲା ୟୁକ୍ରେନ
କିବ୍ : ମା’ କାଳୀଙ୍କ ଅପମାନ କରିଥିବା କାରଣ ପାଇଁ ୟୁକ୍ରେନ କ୍ଷମା ମାଗିଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ଟ୍ବିଟର ଆକାଉଣ୍ଟରେ ମା’ କାଳୀଙ୍କ ପରି ଦେଖାଯାଉଥିବା ଏକ ବିକୃତ ଛବି ପୋଷ୍ଟ କରାଯିବାପରେ ଭାରତରେ ତୀବ୍ର…