Browsing Category

ପାଣିପାଗ

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ଵର : ବଙ୍ଗୋପସାଗରରେ ପଛକୁ ପଛ ୨ଟି ଲଘୁଚାପ । ପ୍ରଥମ ଲଘୁଚାପଟି ସକ୍ରିୟ ହୋଇ ଆଗକୁ ବଢ଼ୁଥିବାବେଳେ ପଛକୁ ଆଉ ଏକ ଲଘୁଚାପ ଦାନାବାନ୍ଧିଲାଣି। ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର…

ସମ୍ଭାବ୍ୟ ଲଘୁଚାପ ପାଇଁ ସତର୍କ ସୂଚନା ଜାରି କଲା ପ୍ରଶାସନ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ନେଇ ସତର୍କ ରହିଛି ପ୍ରଶାସନ । ମଙ୍ଗଳବାରଠାରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।ଏହା ବୁଧୁବାର ଠାରୁ ଅବପାତରେ ପରିଣତ ହେବ । ଏହାକୁ ଦୃଷ୍ଟିରେ ରଖି ୨୦…

୨୧ ତାରିଖ ସୁଦ୍ଧା ଲଘୁଚାପ ୨୩ରେ ଅବପାତ ସମ୍ଭାବନା

ଭୁବନେଶ୍ୱର : ଅକ୍ଟୋବରରେ ପୁଣି ଲଘୁଚାପ ଆଶଙ୍କା । ଆସନ୍ତା ୨୧ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ୨୩ ତାରିଖ…

ଆଜିଠାରୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ

ଭୁବନେଶ୍ୱର : ଫେରିଯିବ ମୌସୁମୀ । ଶୀତ ଆଗମନ ହେତୁ ଏଣିକି ପାଗ ରହିବ ଶୁଖିଲା । ରାଜ୍ୟର କିଛି କିଛି ସ୍ଥାନରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ମୌସୁମୀ ଅପସାରଣ ପାଇଁ ପାଗ…

ରାଜ୍ୟକୁ ନାହିଁ ବନ୍ୟା ଆଶଙ୍କା – ଚନ୍ଦ୍ରଶେଖର ପାଢୀ

ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଥିଲା । ଗଭୀର ଅବପାତ ଦକ୍ଷିଣ ଓଡ଼ିଶା ଦେଇ ଗତି କରିବା ପରେ ଧୀରେ ଧୀରେ ଦୁର୍ବଳ ହେଉଛି । ଏହାର ପ୍ରଭାବରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି…

ଗଭୀର ଅବପାତର ରୂପ ନେଲା ଲଘୁଚାପ,ପୁରୀ ଓ ଜଗତସିଂପୁରକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି। ଅବପାତଟି ପୁରୀ ଠାରୁ ୩ ଶହ କିଲୋମିଟର ଦୂର ଏବଂଗୋପାଳପୁର ଠାରୁ ଦକ୍ଷିଣ…

୩୦ ବେଳକୁ ପୁଣି ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ପୂଜା ମଉଜକୁ ଭଣ୍ଡୁର କରିବା ପାଇଁ ରାଜ୍ୟକୁ ଧାଡି ବାନ୍ଧିଛନ୍ତି ଲଘୁଚାପ । ଗୋଟିଏ ର ପ୍ରକୋପ ନଯାଉଣୁ ଆଉ ଗୋଟିଏ ଲଘୁଚାପ ସଜବାଜ ହେଲାଣି । ସତେ ଯେମିତି ପ୍ରତିବର୍ଷ ଦୁର୍ଗା ପୂଜା ବେଳକୁ ଏମାନେ ମା'ଙ୍କ ଦର୍ଶନ…

ସକ୍ରିୟ ହେଲା ଲଘୁଚାପ,୪ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର : ପ୍ରବଳ ବର୍ଷାରେ ଧୋଇଯିବ ପାର୍ବଣ ମଉଜ । ପଛକୁ ପଛ ଲାଗିରହିଛି ଲଘୁଚାପ । ଗୋଟିଏ ନ ଯାଉଣୁ ଆଉ ଗୋଟିଏ ଲଘୁଚାପ ଆସି ମୁହଁ ଦେଖେଇଲାଣି । ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହେବା ଫଳରେ ଏଥର ଫିକା ପଡିବପୂଜା ବଜାର…

ଧୋଇଯିବ ଦଶରା’ ମଉଜ,ପଛକୁ ପଛ ୨ ଟି ଲଘୁଚାପ

ଭୁବନେଶ୍ୱର : ଆସୁଛି ପଛକୁ ପଛ ଦୁଇଟି ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସକ୍ରିୟ ଥିବାବେଳେ ଆଜି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ ଆଡକୁ ଗତି କରି ଆଜି ଲଘୁଚାପ…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର,୨୯ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ଵର : ବର୍ଷାରେ ଭିଜିବ ଦୁର୍ଗାପୂଜା। ଆଗ ପଛ ହୋଇ ଆସୁଛି ଦୁଇଟି ଲଘୁଚାପ । ମିଆଁମାର ଉପକୂଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଉତ୍ତର ପୂର୍ବ-ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…