Browsing Category
ଖେଳ
ବାର୍ଷିକ ଚୁକ୍ତି ତାଲିକା ଜାରି କଲା ବିସିସିଆଇ ,ଗ୍ରେଡ ଏ+ରେ ଚାରି ଖେଳାଳି
ନୂଆଦିଲ୍ଲୀ : ବିସିସିଆଇ ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ । ୨୦୨୪-୨୫ ପାଇଁ ବାର୍ଷିକ ଚୁକ୍ତି ଘୋଷଣା କରିଛି ବିସିସିଆଇ । ଏଥିରେ ୩୪ ଜଣଙ୍କ ଖେଳାଳିଙ୍କ ନାମ ରହିଛି । ଗ୍ରେଡ ଏ+ରେ ଚାରିଜଣ ସିନିଅର ଖେଳାଳିଙ୍କ…
ଗୁଜରାଟକୁ ହରାଇଲା ଲକ୍ଷ୍ନୌ: ଷ୍ଟାଡିୟମରେ ବର୍ଷିଲା ଚଉକା ଛକା
ସମୟ ବ୍ୟୁରୋ: ଗୁଜରାଟକୁ ହରାଇଲା ଲକ୍ଷ୍ନୌ। ଆଇପିଏଲ ୨୦୨୫ର ୨୬ତମ ମ୍ୟାଚରେ ଗୁଜରାଟକୁ ୬ ଓ୍ବିକେଟରେ ହରାଇ ଦେଇଛି ଲକ୍ଷ୍ନୌ । ଲକ୍ଷ୍ନୌ ଆଗରେ ୧୮୧ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ୧୮୬ କରି ବିଜୟୀ…
ଚେନ୍ନାଇ ମଙ୍ଗ ଧରିବେ ଧୋନି: ଋତୁରାଜ ଆହତ, ଧୋନିଙ୍କୁ ଗୁରୁ ଦାୟିତ୍ବ
ସମୟ ବ୍ୟୁରୋ: ଏଣିକି ଆଇପିଏଲରେ କ୍ୟାପଟେନ୍ ଭୂମିକାରେ ନଜର ଆସିବେ ଧୋନି। ପୁଣି ଚେନ୍ନାଇ କ୍ୟାପଟେନ୍ ପଦକୁ ଫେରିଲେ ଧୋନି।କ୍ୟାପଟେନ୍ ଋତୁରାଜ ଆହତ ହୋଇ ବାଦ ପଡ଼ିବାରୁ ତାଙ୍କୁ ଗୁରୁ ଦାୟିତ୍ବ ମିଳିଛି। ଏନେଇ ସ୍ପଷ୍ଟ…
ଅଲମ୍ପିକ୍ସରେ ସ୍ଥାନ ପାଇବ କ୍ରିକେଟ
ଭୁବନେଶ୍ୱର : ୨୦୨୮ ଲସଆଞ୍ଜେଲସ ଅଲମ୍ପିକ୍ସରେ ଖେଳାଯିବ କ୍ରିକେଟ । ଉଭୟ ପୁରୁଷ ଏବଂ ମହିଳା ବର୍ଗର ୬ ଟି ଲେଖାଏଁ ଦଳକୁ ଅନୁମତି । ଟି-20 ଫର୍ମାଟରେ ସମସ୍ତ ମ୍ୟାଚ ଖେଳାଯିବ । ଉଭୟ ଦଳରୁ ସମୁଦାୟ ୯୦ ଜଣ ଖେଳାଳି ସୀମିତ…
ସମୀର ମହାନ୍ତି ହେବେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ ସଭାପତି
କଟକ : ସମୀର ମହାନ୍ତି ହେବେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ (OOA )ର ସଭାପତି। ଏକମାତ୍ର ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ କାଏମ ରହିଛି। ଏହି ପଦ ପାଇଁ ସମୀରଙ୍କ ବ୍ୟତୀତ ଅନ୍ୟ କେହି ଆବେଦନ କରିନାହାନ୍ତି । ତେଣୁ ସେ…
ଇଂଲଣ୍ଡ କ୍ରିକେଟର୍ ବ୍ରୁକ୍ IPLରୁ ୨ ବର୍ଷ ପାଇଁ_ବ୍ୟାନ୍
ସମୟ ବ୍ୟୁରୋ:ଇଂଲଣ୍ଡ କ୍ରିକେଟର୍ ହାରି ବ୍ରୁକ୍ IPLରୁ ୨ ବର୍ଷ ପାଇଁ ବ୍ୟାନ୍ ହୋଇଛନ୍ତି।ବ୍ରୁକ୍ ୨ ବର୍ଷ ପାଇଁ IPLରେ କୌଣସି ମ୍ୟାଚ୍ ଖେଳି ପାରିବେନି।IPL ଆରମ୍ଭ ହେବା ପୂର୍ବରୁ ନାଁ ପ୍ରତ୍ୟାହାର କରିଥିଲେ ହାରି ବ୍ରୁକ୍।…
ଦୁବାଇରେ ଚାଲିଛି ଫାଇନାଲ ଲଢେଇ: 252 ରନ ଟାର୍ଗେଟର ପିଛା କରୁଛି ଟିମ ଇଣ୍ଡିଆ
ସମୟ ବ୍ୟୁରୋ:ଟିମ୍ ଇଣ୍ଡିଆକୁ ୨୫୨ ରନ୍ର ବିଜୟ ଲକ୍ଷ୍ୟ ଦେଲା ନ୍ୟୁଜିଲାଣ୍ଡ୍। ୫୦ ଓଭରରେ ନ୍ୟୁଜିଲାଣ୍ଡ୍ ୭ ୱିକେଟ ହରାଇ ୨୫୧ ରନ୍ କରିଛି। ଆଇସିସି ଚମ୍ପିଆନ୍ସିପ ଟ୍ରଫି ହାତେଇବା ପାଈଁ ଭାରତକୁ ଦରକାର 252 ରନ। ଅଧିନାୟକ…
ଆସନ୍ତାକାଲି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍: ମୁହାଁମୁହିଁ ଇଣ୍ଡିଆ, ନ୍ୟୁଜିଲାଣ୍ଡ
ସମୟ ବ୍ୟୁରୋ:ଆସନ୍ତାକାଲି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍। ଆଉ ଏକ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ। ମୁହାଁମୁହିଁ ଇଣ୍ଡିଆ, ନ୍ୟୁଜିଲାଣ୍ଡ। ଦୁବାଇ ଆନ୍ତର୍ଜାତୀୟ ମ୍ୟାଚରେ ଖେଳାଯିବ ଫାଇନାଲ ଲଢେଇ। ଦଳଗତ…
ଚାମ୍ପିଆନସ୍ ଟ୍ରଫି ଫାଇନାଲରେ ଭାରତ: ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ
ସମୟ ବ୍ୟୁରୋ:ଆଇସିସି ଚାଂପିଅନ୍ସ ଟ୍ରଫି ଫାଇନାଲରେ ଭାରତ । ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇ ଫାଇନାଲରେ ଭାରତ ।ବଦଲା ନେଲା ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍ରେ ପହଞ୍ଚିଲା।୨୦୨୩ ବିଶ୍ବକପ ପରାଜୟର ପ୍ରତିଶୋଧ…
ଆଇସିସି ଚମ୍ପିଆନ ଟ୍ରଫି ସେମିଫାଇନାଲ,ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତି
ନୂଆଦିଲ୍ଲୀ : ଆଜି ଆଇସିସି ଚମ୍ପିଆନ ଟ୍ରଫି ୨୦୨୫ରେ ଦୁଇ ଦେଶର ମହାମୁକାବିଲା । ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ତେବେ ଆଜିର…