Browsing Category
ଖେଳ
ରୌଫଙ୍କ ନାମରେ ବଲ୍ ଟାମ୍ପରିଂ ଅଭିଯୋଗ ଆଣିଲେ ଆମେରିକା ବୋଲର
ନୂଆଦିଲ୍ଲୀ: ଡାଲସ୍ରେ ଖେଳାଯାଇଥିବା ପାକିସ୍ତାନ-ଆମେରିକା ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ରେ ବଲ୍ ଟାମ୍ପରିଂ ହୋଇଥିବା ଅଭିଯୋଗ ଆସିଛି। ପାକିସ୍ତାନର ଦ୍ରୁତ ବୋଲର ହାରିସ୍ ରୌଫ୍ଙ୍କ ନାମରେ ଏଭଳି ଅଭିଯୋଗ କରିଛନ୍ତି…
ଫ୍ରେଞ୍ଚ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଆଲକାରାଜ-ଭେରେଭ ମୁକାବିଲା
ପ୍ୟାରିସ୍: ରବିବାର ହେବାକୁ ଥିବା ଫ୍ରେଞ୍ଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ବିଶ୍ବର ୩ ନମ୍ବର କାର୍ଲୋସ ଅଲ୍କାରାଜଙ୍କ ମୁକାବିଲା ଚତୁର୍ଥ ମାନ୍ୟତାପ୍ରାପ୍ତ ଜର୍ମାନ ଖେଳାଳି ଆଲେକଜାଣ୍ଡର୍ ଭେରେଭଙ୍କ ସହିତ ହେବ। ପ୍ରଥମ…
ଟ୍ବେଣ୍ଟି-୨୦ ବିଶ୍ବକପରେ ଆୟର୍ଲାଣ୍ଡ୍କୁ ହରାଇଲା କାନାଡ଼ା
ନ୍ୟୁୟର୍କ: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ତ୍ରୟୋଦଶ ମ୍ୟାଚ୍ରେ କାନାଡ଼ା ୧୨ ରନ୍ରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଆୟର୍ଲାଣ୍ଡ୍ ସମ୍ମୁଖରେ ୧୩୮ ରନ୍ର ଲକ୍ଷ୍ୟ ରହିଥିଲେ ମଧ୍ୟ ଦଳ ୧୨୫ ରନ୍ରେ କରିପାରିଥିଲା। ଏଥି ସହ…
ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଅତିରିକ୍ତ ଟିକେଟ୍ ବିକିବ ଆଇସିସି
ନ୍ୟୁୟର୍କ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ-ପାକିସ୍ତାନ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚ୍ ସହିତ ଆଉ କିଛି ବଡ଼ ମ୍ୟାଚ୍ଗୁଡ଼ିକ ପାଇଁ ଆଇସିସି ପକ୍ଷରୁ ଅତରିକ୍ତ ଟିକେଟ୍ ବିକ୍ରି କରାଯିବ। ଟିକେଟ୍ଗୁଡ଼ିକ ଖୁବ୍ଶୀଘ୍ର…
ଆଜି ଶେଷ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବେ ସୁନୀଲ ଛେତ୍ରୀ`
କୋଲ୍କାତା: ଭାରତୀୟ ଫୁଟ୍ବଲ୍ର ତାରକା ଖେଳାଳି ସୁନୀଲ ଛେତ୍ରୀ ଗୁରୁବାର ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। କୋଲ୍କାତାସ୍ଥିତ ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ଫିଫା ବିଶ୍ବକପ୍ କ୍ବାଲିଫାୟର୍ସ ରାଉଣ୍ଡ-୨ର ଏକ…
ଟ୍ବେଣ୍ଟି-୨୦ ବିଶ୍ବକପରେ ଆୟର୍ଲାଣ୍ଡକୁ ହରାଇଲା ଭାରତ
ନ୍ୟୁୟର୍କ: ଆୟର୍ଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ବ୍ୟାଟର୍ଙ୍କୁ ଭାରତୀୟ ବୋଲରମାନେ ୯୬ ରନ୍ରେ ଅଲ୍ଆଉଟ୍ କରିଥିଲେ।…
ରୋମାଞ୍ଚକ ମୁକାବିଲା ପରେ କ୍ବାର୍ଟରଫାଇନାଲରେ ନୋଭାକ ଜୋକୋଭିକ୍
ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଶୀର୍ଷ ମାନ୍ୟତାପ୍ରାପ୍ତ ସର୍ବିୟା ଖେଳାଳି ନୋଭାକ ଜୋକୋଭିକ୍ ଅଳ୍ପକେ ବର୍ତିଯାଇଛନ୍ତି। ଜୋକୋଭିକ୍ ୬-୧, ୫-୭, ୩-୬, ୬-୫, ୬-୩ରେ ୨୩…
ଶ୍ରୀଲଙ୍କାକୁ ହରାଇଲା ଦକ୍ଷିଣ ଆଫ୍ରିକା
ନ୍ୟୁୟର୍କ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଚତୁର୍ଥ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍ରେ ପୂର୍ବତନ ଚାମ୍ପିଅନ୍ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଅଳ୍ପ ସ୍କୋର୍ ବିଶିଷ୍ଟ ଏହି ମ୍ୟାଚ୍ରେ ୭୮ ରନ୍ ବିଜୟ ଲକ୍ଷ୍ୟକୁ ଦକ୍ଷିଣ…
ଟ୍ବେଣ୍ଟି-୨୦ ବିଶ୍ବକପ୍ ଚାମ୍ପିଅନ୍କୁ ମିଳିବ ୨୦.୩ କୋଟି, ରନର୍ସଅପ୍କୁ ୧୧କୋଟି ପୁରସ୍କାର
ନୂଆଦିଲ୍ଲୀ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରେକର୍ଡ ସଂଖ୍ୟକ ପୁରସ୍କାର ରାଶି ଘୋଷଣା କରିଛି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)। ବିଶ୍ବକପ୍ରେ ମୋଟ୍ ୯୩.୫ କୋଟି ଟଙ୍କା ପୁରସ୍କାର ବ୍ୟବସ୍ଥା କରାଯାଇଛି।…
ଟ୍ବେଣ୍ଟି-୨୦ ବିଶ୍ବକପ୍ ସୁପର ଓଭରରେ ଓମାନକୁ ହରାଇଲା ନାମିବ୍ୟା
ବ୍ରିଜଟାଉନ୍: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଚଳିତ ସଂସ୍କରଣର ପ୍ରଥମ ସୁପର ଓଭର୍ ମୁକାବିଲାରେ ଓମାନ୍କୁ ହରାଇଛି ନାଜମିବ୍ୟା। ବାର୍ବାଡୋସ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନାମିବ୍ୟା ଦ୍ରୁତ ବୋଲର ରୁବେନ୍ ଟ୍ରମ୍ପେଲ୍ମାନ୍…