Browsing Category
ଖେଳ
ଫିଫା ମାନ୍ୟତାରେ ଭାରତ ୩ସ୍ଥାନ ତଳକୁ ଖସି ୧୨୪ରେ ପହଞ୍ଚିଲା
ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାରେ ଭା୍ରତୀୟ ଫୁଟ୍ବଲ୍ ଦଳର ଅବନତି ଘଟିଛି। ଏହି ମାନ୍ୟତାରେ ଭାରତ ୩ ସ୍ଥାନ ତଳକୁ ଖସି ୧୨୪ରେ ପହଞ୍ଚିଛି। ୨୦୧୭ ମାର୍ଚ୍ଚ ୯ ତାରିଖ ପରଠୁ ଏହା ଭାରତର ସବୁଠୁ ଖରାପ ମାନ୍ୟତା ବୋଲି…
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ଡେଭିଡ୍ ଜନସନଙ୍କ ପରଲୋକ
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଟେଷ୍ଟ୍ କ୍ରିକେଟର୍ ଡେଭିଡ୍ ଜନସନଙ୍କ ୫୨ ବର୍ଷ ବୟସରେ ପରଲୋକ ଘଟିଛି। ବେଙ୍ଗାଲୁରୁସ୍ଥିତ ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ଥିବା ତାଙ୍କ ଫ୍ଲାଟ୍ର ବାଲ୍କୋନିରୁ ସେ ଖସିପଡ଼ିଥିଲେ। ତୁରନ୍ତ…
ଅଲିମ୍ପିକ୍ସ ପୂର୍ବରୁ ୱିମ୍ବଲଡନରେ ଡବଲ୍ସ ଖେଳିବେ ବୋପାନ୍ନା-ବାଲାଜୀ
ଚେନ୍ନାଇ: ଭାରତୀୟ ଟେନିସ ଖେଳାଳି ଏନ୍ ଶ୍ରୀରାମ ବାଲାଜୀ ପ୍ୟାରିସ୍ ଅଲିମ୍ପିକ୍ସରେ ରୋହନ ବୋପାନ୍ନାଙ୍କୁ ସାଥି କରି ପଦାର୍ପଣ କରିବାକୁ ଯାଉଛନ୍ତି। ତେଣୁ ତାଙ୍କର ଏହି ସ୍ମରଣୀୟ ଅଲିମ୍ପିକ୍ସ ପୂର୍ବରୁ ପ୍ରସ୍ତୁତ ହେବା…
ଟ୍ବେଣ୍ଟି-୨୦ ବିଶ୍ବକପ୍ ସୁପର-୮ରେ ଆଫଗାନିସ୍ତାନକୁ ୪୭ ରନରେ ହରାଇଲା ଭାରତ
ବାର୍ବାଡସ୍: ସୂର୍ଯ୍ୟକୁମାର ୟାଦବଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ପରେ ଯଶପ୍ରୀତ୍ ବୁମରା ଓ ଅର୍ଶଦୀପ ସିଂହଙ୍କ ଘାତକ ବୋଲିଂ ସହାୟତାରେ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପର ସୁପର୍-୮ ପର୍ଯ୍ୟାୟରେ ଭାରତ ଦମ୍ଦାର ବିଜୟ ପାଇଛି।…
ଟ୍ବେଣ୍ଟି-୨୦ ବିଶ୍ବକପରେ ଆଜି ଭାରତ-କାନାଡ଼ା ଔପଚାରିକ ମୁକାବିଲା
ଲାଉଡରହିଲ୍: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ତାହାର ଶେଷ ଗ୍ରୁପ୍ ମ୍ୟାଚ୍ ଆଜି କାନାଡ଼ା ସହିତ ଖେଳିବ। କିନ୍ତୁ ଏହି ମ୍ୟାଚ୍ ଖେଳାଯିବା ନେଇ କମ୍ ସମ୍ଭାବନା ରହିଛି। କାରଣ ଫ୍ଲୋରିଡାରେ ପ୍ରବଳ ବର୍ଷା ଓ ବନ୍ୟା…
ଅଷ୍ଟ୍ରେଲିଆନ୍ ଓପନ୍ ବ୍ୟାଡମିଣ୍ଟନରେ ପ୍ରଣୟଙ୍କ ପରାଜୟ ସହ ଭାରତୀୟଙ୍କ ଅଭିଯାନ ଶେଷ
ସିଡ୍ନି: ଭାରତୀୟ ବ୍ୟାଡମିଣ୍ଟନ ତାରକା ଖେଳାଳି ଏଚ୍ଏସ୍ ପ୍ରଣୟ ଅଷ୍ଟ୍ରେଲିଆ ଓପନ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲ୍ରୁ ବିଦାୟ ନେଇଛନ୍ତି। ଏକମାତ୍ର ଭାରତୀୟ ଭାବେ ତିଷ୍ଠି ରହିଥିବା ପ୍ରଣୟ…
ହକି ଇଣ୍ଡିଆ ଲିଗ୍ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ ପ୍ରକ୍ରିୟା
ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ୮ ବର୍ଷ ପରେ ପୁଣି ଥରେ ଫେରିବାକୁ ଯାଉଛି। ଏହି ପ୍ରତିଯୋଗିତା ଚଳିତ ବର୍ଷ ଶେଷ ଆଡ଼କୁ ହେବାର ଯୋଜନା ରହିଛି। ଏଚ୍ଆଇଏଲ୍ ୨୦୨୪-୨୫ ସଂସ୍କରଣରେ ୮ ପୁରୁଷ ଓ ୬ ମହିଳା ଦଳ ଲାଗି…
ଟ୍ବେଣ୍ଟି-୨୦ ବିଶ୍ବକପରେ ପିଏନଜିକୁ ହାରଇ ସୁପର-୮ରେ ଆଫ୍ଗାନିସ୍ତାନ: ନ୍ୟୁଜିଲାଣ୍ଡ ବିଦା
ତରୌବା: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଗ୍ରୁପ୍-ସିରୁ ୱେଷ୍ଟ୍ଇଣ୍ଡିଜ୍ ପରେ ଆଫ୍ଗାନିସ୍ତାନ ଦ୍ବିତୀୟ ଦଳ ଭାବେ ସୁପର-୮ରେ ପ୍ରବେଶ କରିଛି। ଆଫ୍ଗାନିସ୍ତାନ ୭ ୱିକେଟ୍ରେ ପପୁଆ ନ୍ୟୁଗିନିକୁ ପରାସ୍ତ କରିଛି। ଏହି ବିଜୟ ସହ ଦଳ…
ଟ୍ବେଣ୍ଟି-୨୦ ବିଶ୍ବକପରେ ଆମେରିକାକୁ ସୁପର-୮ରେ ପହଞ୍ଚାଇଲା ବର୍ଷା; ପାକିସ୍ତାନ ବିଦା
ଲାଉଡରହିଲ୍: ଆମେରିକା ଓ ଆୟର୍ଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗ୍ରୁପ୍-ଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଫଳରେ ଏହି ଦୁଇ ଦଳଙ୍କୁ ୧ ପଏଣ୍ଟ ଲେଖାଏଁ ମିଳିଛି। ଏହି ଫଳାଫଳ,…
ମହମ୍ମଦ ସିରାଜଙ୍କୁ ଦ୍ବିତୀୟ ଥର ପାଇଁ ଶ୍ରେଷ୍ଠ ଫିଲ୍ଡର ପଦକ ପ୍ରଦାନ କଲେ ଯୁବରାଜ ସିଂହ
ନ୍ୟୁୟର୍କ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ତିନିଟି ମ୍ୟାଚ୍ ଭିତରେ ଦ୍ବିତୀୟ ଥର ପାଇଁ ଶ୍ରେଷ୍ଠ ଫିଲ୍ଡର ପଦକ ପିନ୍ଧିଛନ୍ତି। ଆମେରିକାକୁ ଭାରତ ୭ ୱିକେଟ୍ରେ ପରାଜିତ କରିବା ପରେ…