Browsing Category

ରାଜନୀତି

ପ୍ରଫୁଲ୍ଲ ମଲ୍ଲିକ ବିଜେଡି ରୁ ନିଲମ୍ବିତ

ଭୁବନେଶ୍ୱର : ବିଜେଡିରୁ ସସ୍ପେଣ୍ଡ ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ । ଦଳ ବିରୋଧୀ ମନ୍ତବ୍ୟ ଯୋଗୁଁ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ଦଳ ଉପ ସଭାପତି ପ୍ରତାପ ଜେନା । ଏନେଇ…

୧୬ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ୧୬ରେ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ । ଆସନ୍ତା ୧୮ରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ସବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି…

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ ଦିଆଯାଇଛି । କେଉଁ ତାରିଖରେ ଓଡ଼ିଶା ଆସିବେ ତାହା କିଛି ଦିନ ମଧ୍ୟରେ…

ପୂର୍ବ ବିଚାରଧାରାରେ ଦଳ ନାହିଁ – ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର : ବିଜେଡି ଦଳରେ ଧୀରେ ଧୀରେ ବଢୁଛି ବରିଷ୍ଠଙ୍କ ଅସନ୍ତୋଷ । ଆଜି ପୁଣି ଜଣେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି ଦଳ ଆଉ ପୂର୍ବ ବିଚାରଧାରାରେ ନାହିଁ । ଦଳ ଠିକ ଭାବରେ…

ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି – ଅମର ଶତପଥୀ

ଭୁବନେଶ୍ୱର : ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ବିଜେଡିର ଦଳୀୟ କନ୍ଦଳ । ଜଳଜଳ ହୋଇ ଦିଶୁଛି ଦଳ ଭିତରେ ଫାଟ । ଛାମୁଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇ ପାରୁନାହିଁ ଦଳ । ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତି ଏବଂ ତାଙ୍କ ଅନୁଗାମୀଙ୍କୁ…

ଆଜି ବସିବ ସୁଭଦ୍ରା ସମୀକ୍ଷା ବୈଠକ,୩ ବିଭାଗକୁ ରିପୋର୍ଟ ତଲବ

ଭୁବନେଶ୍ୱର : ଆଜି ସୁଭଦ୍ରା ସମୀକ୍ଷା ବୈଠକ । ବାଦ୍‌ ପଡିବେ ଅଯୋଗ୍ୟ ହିତାଧିକାରୀ । ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବେନି । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଛି ତଥ୍ୟ ।…

ଠିକ ସମୟରେ ଠିକ ନିଷ୍ପତ୍ତି ନିଆଯିବ – ମନମୋହନ

ଭୁବନେଶ୍ୱର : ନୂଆଦିଲ୍ଲୀ ଗସ୍ତ ସାରି ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସାଂସଦ ଓ କେନ୍ଦ୍ରୀୟ ନେତୃତ୍ଵମାନଙ୍କ ସହ ଆଲୋଚନା ହୋଇଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କିମ୍ବା ନିଗମ, ବୋର୍ଡ ନେଇ କୌଣସି ଆଲୋଚନା…

ସୋସିଆଲ ମିଡ଼ିଆରୁ କିଛି ସମୟ ବିରତ ରୁହନ୍ତୁ ମହିଳା – ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର : ରିଲ୍ସ ଓ ସୋସିଆଲ ମିଡ଼ିଆ, ମୋବାଇଲଠୁ କିଛି ସମୟ ବିରତି ନିଅନ୍ତୁ ମହିଳା । ଏଭଳି କିଛି ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ସୋସିଆଲ ମିଡିଆ ବଢ଼ାଉଛି ଘରୋଇ ହିଂସା । ଆଜି…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ : ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ମତଦାନ ପ୍ରକ୍ରିୟା । ସନ୍ଧ୍ୟା ୬ ଟାରେ ହେବ ଗଣତି। ଏହାପରେ ଫଳାଫଳ ପ୍ରକାଶ କରାଯିବ । ସଂସଦ ଭବନରେ ପ୍ରଥମେ ଭୋଟ ଦେଇଛନ୍ତି…

ବିଜେଡି ନେତ୍ରୀ ଶ୍ରୀମୟୀଙ୍କ ‘ଧୃତରାଷ୍ଟ୍ର’ଉପାଖ୍ୟାନ …

ଭୁବନେଶ୍ୱର : ପାଖାପାଖି ଦେଢ଼ ବର୍ଷ ପରେ ମଧ୍ୟ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହିଁ ବିଜେଡ଼ି । ଦଳ ଭିତରେ ଚାଲିଛି ପରସ୍ପର ମଧ୍ୟରେ ଗୋହି ଖୋଳା I ଦିନକୁ ଦିନ ଖଣ୍ଡ ଖଣ୍ଡ ହେଉଛି ଦଳ Iବେଳେ ବେଳେ ଏହା ବିସ୍ଫୋରକ ରୂପ ନେଇ…