Browsing Category

ରାଜନୀତି

୨୩ରେ ବିଧାନସଭା ଘେରିବ ବିଜେଡି

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ବିଜେଡି ପକ୍ଷରୁ ବିଧାନସଭା ଘେରାଉ କରାଯିବ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିବ…

ନିର୍ମାଣ ହେବ ନୂଆ ଲୋକସେବା ଭବନ – ପୂର୍ତ୍ତମନ୍ତ୍ରୀ

ଭୁବନେଶ୍ୱର : ନିର୍ମାଣ ହେବ ନୂଆ ଲୋକସେବା ଭବନ । ନୂଆ ଲୋକସେବା ଭବନ ମାଷ୍ଟର ପ୍ଲାନ ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ଦାୟିତ୍ୱ ଦିଆଯାଇଛି । ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ । ବର୍ତ୍ତମାନର ଲୋକସେବା…

ତ୍ରିଶୁଳିଆରେ ନିର୍ମାଣ ହେବ ୨ୟ ବ୍ରିଜ

ଭୁବନେଶ୍ୱର : ଟ୍ୱିନ ସିଟିର ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ତ୍ରିଶୁଳିଆରେ ନିର୍ମାଣ ହେବ ୨ୟ ବ୍ରିଜ । ଆଜି ବିଧାନ ସଭାରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଲିଖିତ…

ଗୃହରେ ଦିବ୍ୟଙ୍ଗତ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୀରମିତ୍ରପୁରର ଦିବ୍ୟଙ୍ଗତ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ…

ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପରଲୋକ

ସୁନ୍ଦରଗଡ଼ : ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ପରଲୋକ । ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେରେ ତାନ୍କର ଦେହାନ୍ତ ହୋଇଛି ।…

‘ନୂଆ ଓ’ ପାଇଁ ୨୬୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବିଜେଡି ସରକାର

ଭୁବନେଶ୍ବର: ବିଜେଡି ସରକାରଙ୍କ ‘ନୂଆ ଓ’ କୁ ନେଇ ଗୃହରେ ତଥ୍ୟ ରଖିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ‘ନୂଆ ଓ’ ପାଇଁ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୨୬୧ କୋଟି ଟଙ୍କା । ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି…

ମାହାଙ୍ଗା ଡବଲ ମର୍ଡର,ସମୟ ମାଗିଲେ ପ୍ରତାପ ଜେନା

ଭୁବନେଶ୍ୱର : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲା । ଜବାବ ଦାଖଲପାଇଁ ଦୁଇ ସପ୍ତାହ ସମୟ ମାଗିଛନ୍ତି ପୂର୍ବତନ ବିଜେଡି ମନ୍ତ୍ରୀ ପ୍ରତାପ ଜେନା । ୪ ସପ୍ତାହରେ ଜବାବ ଦାଖଲ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ…

ସାର ପାଇଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ,୪ ଯାଏଁ ମୁଲତବୀ

ଭୁବନେଶ୍ୱର : ଆଜି ବିଧାନସଭା ୨ୟ ଦିନରେ ଗୃହକୁ ଦିନ ୪ ଟା ଯାଏଁ ମୁଲତବୀ ରଖାଯାଇଛି । ଗୃହ ଆରମ୍ଭରୁ ପ୍ରଶ୍ନକାଳ ବାତିଲ କରି ସାର ସମସ୍ୟା ଓ ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ଅଡ଼ି ବସିଥିଲେ ବିରୋଧୀ ବିଜେଡି । ଚାଷ ଉପଯୋଗୀ…

ଶ୍ରୀମୟୀଙ୍କୁ ନିର୍ଯ୍ୟାତନା ଦିଆଯାଇଛି – ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର : ବିଭାଜନ ମୁହାଁ ବିଜେଡି । ହାଟରେ ପଡି ଦାଣ୍ଡରେ ଗଡୁଛି ଦଳୀୟ କନ୍ଦଳ । କେଉଁଠି ନେତା ମାନେ ବିସ୍ଫୋରକ ବୟାନ ଦେଲେଣି ତ କାହାକୁ ଦଳରୁ ନିଲମ୍ବିତ କରାଗଲାଣି । ବର୍ତ୍ତମାନ ସ୍ଥିତି ଏମିତି ହେଲଣି ଯେ କୌଣସି…

ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ

ଭୁବନେଶ୍ୱର : ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ । ଏନେଇ ବିଧାନସଭା ସଚିବଙ୍କ ମାଧ୍ୟମରେ କଂଗ୍ରେସର ବିଧାୟକମାନେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଚିଠି ଦେଇଛନ୍ତି । ସିପିଏମ ବିଧାୟକ ଲକ୍ଷ୍ମଣ…