Browsing Category
ରାଜନୀତି
ଵିହାର ନିର୍ବାଚନ ସମୟରେ ହେବ ନୂଆପଡା ଉପ ନିର୍ବାଚନ,ଖୁବ ଶୀଘ୍ର ତାରିଖ ଘୋଷଣା
ଭୁବନେଶ୍ୱର : ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ । ନୂଆପଡ଼ା ଉପନିର୍ବାଚନ ବିଷୟରେ ନିର୍ବାଚନ କମିଶନଙ୍କ ସୂଚନା । ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ…
ଝାରସୁଗୁଡ଼ାରେ ଦେଶ ଉଦ୍ୟେଶରେ ୬୦ ହଜାର କୋଟିର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର : ୭ମ ଥର ପାଇଁ ଓଡିଶା ଗସ୍ତରେ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେବାପର୍ବ ଉପଲକ୍ଷେ ଝାରସୁଗୁଡା ଅମଲିପାଲିରେ ଆୟୋଜିତ ବିଶାଳ ଯୁବ ସମାବେଶରେ ସାମିଲ ହୋଇଛନ୍ତି…
ଓଡ଼ିଶାରେ ପ୍ରଧାନମନ୍ତ୍ରୀ,୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଦେବେ ଉପହାର
ଭୁବନେଶ୍ୱର : ଆଜି ୭ମ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ ୧୦ଟା ୫୦ ମିନିଟରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଛନ୍ତି।…
୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
ଭୁବନେଶ୍ୱର : ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କୁ ପାର୍ବଣ ଉପହାର ଦେଲେ ରାଜ୍ୟ ସରକାର । ୨% ବଢ଼ିଲା ମହଙ୍ଗା ଭତ୍ତା (ଡିଏ) । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟର ସରକାରୀ ଉଦ୍ୟୋଗ(ଷ୍ଟେଟ୍ ପିଏସ୍ୟୁ)ର…
ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱର : ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବିମାନବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ…
ବିହାର ବିଧାନସଭା ନିର୍ବାଚନ ପ୍ରଭାରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ବ
ବିହାର : ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ଅକ୍ଟୋବର ୬ ତାରିଖ ପରେ ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ । ଆସନ ହାତେଇବାକୁ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଉ ଏହାରି ଭିତରେ ଏକ ବଡ଼…
୧୬ ମାସ ମଧ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ୩୮୭,୮୧୯ ଜଣ ନୂତନ ହିତାଧିକାରୀ
ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଡି ହେଉଛନ୍ତି ନୂତନ ହିତାଧିକାରୀ । ଏନେଇ ବୁଧବାର ବିଧାନସଭାରେ ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ନୂତନ ତଥ୍ୟ ଅନୁସାରେ…
ବିଧାନସଭା ଘେରାଉ ଉଦ୍ୟମ କଲା ବିଜେଡି
ଭୁବନେଶ୍ୱର : ବିଜେଡି ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ହ୍ରାସ କରିବା ଅଭିଯୋଗରେ ବିଧାନସଭା ସମ୍ମୁଖରେ ବିଜେଡି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ଲୋୟର ପିଏମଜିରେ…
୫ମ ଦିବସରେ ମଧ୍ୟ ଗୃହ କାର୍ଯ୍ୟ ଠପ,୪ ଟା ଯାଏଁ ମୁଲତବୀ ଘୋଷଣା
ଭୁବନେଶ୍ୱର : ଆଜି ବିଧାନସଭାର ୫ମ କାର୍ଯ୍ୟ ଦିବସ । ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେଡି ସଦସ୍ୟ। ବାଚସ୍ପତିଙ୍କ ପୋଡିୟମ୍ ତଳକୁ ଆସି ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା…
ମାତ୍ର ୭ ମିନିଟ ଚାଲିଲା ଗୃହ,୪ ଟା ଯାଏଁ ମୁଲତବୀ ଘୋଷଣା
ଭୁବନେଶ୍ୱର : ଆଜି ବି ଚାଲିପାରିଲାନି ଗୃହ, ୪ଟା ଯାଏଁ ମୁଲତବୀ ଘୋଷଣା । ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ୧୦ ମିନିଟ୍ ବି ଚଲେଇଦେଲେନି ଗୃହ । ସୋମବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟ ହୋହାଲ୍ଲା କରିଛନ୍ତି । ଗୃହ…