Browsing Category
ରାଜନୀତି
ଆଜିଠାରୁ ବିଜେଡିର ଜନ ସଚେତନତା ପଦଯାତ୍ରା
ଭୁବନେଶ୍ୱର : ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଆଜିଠୁ ବିଧିବଦ୍ଧ ଭାବରେ ଜନସଚେତନତା ପଦଯାତ୍ରା ଆରମ୍ଭ କରିବ ବିଜେଡି। ପୁରୀ ଜିଲ୍ଲା ସୁଆଣ୍ଡୋ ଗାଁରୁ ଆରମ୍ଭ ହେବ ପଦଯାତ୍ରା। ପୁରୀ ଭୁବନେଶ୍ବର ବାଇ ପାସରେ…
ଚିରଞ୍ଜୀବ ବିଶ୍ୱାଳ ବିଜେଡି ଉପସଭାପତି
ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ବିଜେଡି ଉପସଭାପତି ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏହା ଉଲ୍ଲେଖ ରହିଛି ।…
ଆଜି ବିଜେପିର କୋର କମିଟି ବୈଠକ
ଭୁବନେଶ୍ୱର : ଆଜି ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ନୂଆପଡ଼ା ଉପନିର୍ବାଚନ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ଦଳର…
ନୂଆପଡା ପାଇଁ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି,ଆସନ୍ତା କାଲି କୋର କମିଟି ବୈଠକ
ଭୁବନେଶ୍ୱର : ନୂଆପଡା ଉପନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏନେଇ ଆସନ୍ତାକାଲି ବିଜେପି କୋର କମିଟି ବୈଠକ ବସିବାକୁ ଯାଉଛି । ବୁଧବାର ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ…
କିଏ ହାତେଇବ ନୂଆପଡା ଆସନ, ୩ ପ୍ରମୁଖ ଦଳର କସରତ ଆରମ୍ଭ
ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ରାଜନୀତି । ତିନି ପ୍ରମୁଖ ଦଳ ମଧ୍ୟରେ ଏଠାରେ ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି । ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି…
ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ, ଆସନ୍ତାକାଲି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ
ଭୁବନେଶ୍ୱର: ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ରହିଛି । ଆସନ୍ତା ନଭେମ୍ବର ୧୧ ତାରିଖରେ ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୧୪ ତାରିଖରେ ମତ ଗଣନା କରାଯାଇ…
ଏସଆଇ ପରୀକ୍ଷା ମହାଦୁର୍ନୀତିକୁ ନେଇ ଗର୍ଜିଲା ବିଜେଡି
ଭୁବନେଶ୍ୱର : ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ବିଜେଡିର ପ୍ରତିବାଦ। ଆଶାୟୀଙ୍କୁ ନ୍ୟାୟ ଦାବିରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ପ୍ରତିବାଦ କରିଛି ବିଜୁ ଜନତା ଦଳ । ବଡ଼ ମୁଣ୍ଡକୁ ଧରିବାକୁ କ୍ରାଇମବ୍ରାଞ୍ଚ ନୁହେଁ…
ପୁଣି ଶ୍ରିମୟୀଙ୍କ ‘ଅନାମ ବାବୁ’ ଉପାଖ୍ୟାନ …
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଶ୍ରିମୟୀଙ୍କ 'ଅନାମ ବାବୁ' ଉପାଖ୍ୟାନ । 'ଅନ୍ଧ ଧୃତରାଷ୍ଟ୍ର' 'ଭଣ୍ଡ ସନ୍ୟାସୀ' ପରେ ଶ୍ରିମୟୀ ମିଶ୍ରଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରେ 'ଅନାମ ବାବୁ' ଉପାଖ୍ୟାନ । ଏଥିରେ ରହିଛି ଘର ଜ୍ୱାଇଁ ର…
ଆଜି ଜନସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେବ ବିଜେଡି
ଭୁବନେଶ୍ୱର : ଭୁବନେଶ୍ୱର: ଆଜି ଜନ ସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେବ ବିଜେଡି । ସରକାରଙ୍କ ବିଫଳତା ବିରୋଧରେ ଜନସଚେତନତା ସୃଷ୍ଟି କରିବ । ହେଲେ ପାର୍ବଣ ଥିବାରୁ ଆଜି ପଦଯାତ୍ରା କରିବନି ବିଜେଡି । ଆଜି ଜାତିର ଜନକ…
ଅକ୍ଟୋବର ୨ ତାରିଖରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ସଙ୍କଳ୍ପ
ଭୁବନେଶ୍ୱର: ଅକ୍ଟୋବର ୨ ତାରିଖରୁ ବିଜେଡି କରିବ ଜନ ସମ୍ପର୍କ ପଦଯାତ୍ରା ସଂକଳ୍ପ । ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ଓ ସାର୍ବଜନୀନ ଦଶହରା ଗୋଟିଏ ଦିନରେ ପଡୁଥିବାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ…