Browsing Category
ରାଜନୀତି
ନୂଆପଡା ଉପନିର୍ବାଚନ,ଆଜି ନାମାଙ୍କନ ଦାଖଲ ବିଜେପି ଓ କଂଗ୍ରେସ ର ୨ ହେଭିୱେଟ
ନୂଆପଡା : ଉପ ନିର୍ବାଚନ ପାଇଁ କମ୍ପୁଛି ନୂଆପଡା ରାଜନୀତି ମୈଦାନ। ଆଜି ନାମାଙ୍କନ ଭରିବେ ଦୁଇ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ଆଜି ବିଜେପି ପ୍ରାର୍ଥୀ ଜୟ…
ନୂଆପଡା ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ, ମଙ୍ଗ ଧରିବେ ନବୀନ,
ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ହଲଚଲ । ସବା ଶେଷରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ସର୍ବ ପ୍ରଥମେ ପ୍ରଚାର ମଙ୍ଗ ଧରିବେ…
ଆଜି ପ୍ରଚାର ପାଇଁ ବିହାର ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର : ଆଜି ବିହାର ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁକ୍ରବାର ନୂଆପଡ଼ାରୁ ବିହାର ଅଭିମୁଖେ ଯାତ୍ରା କରି ବାଙ୍କା ଠାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେଠାରେ ନିର୍ବାଚନ…
ରାଜ୍ୟ ବିଜେପିର ନୂଆ ଟିମ ଗଠନ କଲେ ସଭାପତି
ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୂଆ ଟିମ ଘୋଷଣା । ୧୦ ଉପସଭାପତି, ୧୦ ସଂପାଦକ ଓ ୪ସାଧାରଣ ସଂପାଦକ ନିଯୁକ୍ତ ହୋଇଛନ୍ତି । ସାତ ଜଣ ରାଜ୍ୟ ଉପସଭାପତି ବଦଳିଛନ୍ତି । ଦୁଇ ଜଣଙ୍କ ଦାୟିତ୍ବରେ…
୨୦ ରେ ନାମାଙ୍କନ ଭରିବେ ସ୍ନେହାଙ୍ଗିନୀ
ଭୁବନେଶ୍ୱର : ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ । ସମସ୍ତ ଦ୍ୱନ୍ଦ୍ୱ ହଟାଇ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଗତକାଲି ସନ୍ଧ୍ୟାରେ ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକ ସ୍ନେହାଙ୍ଗିନୀ ଛୁରୀଆଙ୍କୁ…
୨ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ
ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଜୋରଦାର ପ୍ରଚାର କରିବ ଦଳ । ଏଥିପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଏଥିରେ ୨ ମୁଖ୍ୟମନ୍ତ୍ରୀ ଙ୍କ ସହିତ ବହୁ ବରିଷ୍ଠ…
ପଦ୍ମ ଧରିଲେ ଲମ୍ବୋଦର ନିଆଲ
କଳାହାଣ୍ଡି : ନୂଆପଡା ବିଜେଡିକୁ ପୁଣି ଏକ ଶକ୍ତ ଧକ୍କା । ଶଙ୍ଖ ଛାଡି ପଦ୍ମ ଧରିଲେ ବିଜେଡିର ଟାଣୁଆ ନେତା ଲମ୍ବୋଦର ନିଆଲ । ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା…
୧୮ ରେ ପ୍ରାର୍ଥୀପତ୍ର ଦାଖଲ କରିବେ ଜୟ ଢୋଲକିଆ
ଭୁବନେଶ୍ୱର : ଆଜି ପ୍ରାର୍ଥୀପତ୍ର ଦାଖଲ କରିବେନି ନୂଆପଡା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଆସନ୍ତା ୧୮ ତାରିଖରେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି। ଆଜି ଶୁଭ ମୁହୂର୍ତ୍ତ ନଥିବାରୁ ପ୍ରାର୍ଥୀପତ୍ର ଦାଖଲ…
ନବୀନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୁଭ ଜନ୍ମଦିନ । ୭୯ ବର୍ଷ ପୁରି ୮୦ ବର୍ଷରେ ପାଦ ଥାପିଛନ୍ତି ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୋନ କରି ନବୀନଙ୍କୁ…
ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ
ମାଲକାନଗିରି : ପୁଣି ମୁଣ୍ଡ ନେଲେ ମାଓବାଦୀ । ନୂଆପଡା ଉପନିର୍ବାଚନ ପୂର୍ବରୁ ବିଜେପି କର୍ମୀ ସତ୍ୟମ ପୁନେମଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଘଟିଛି ହତ୍ୟାକାଣ୍ଡ ।…