Browsing Category

ଓଡ଼ିଶା

୨୮ରୁ ହୋଇପାରେ ବର୍ଷା !

ଭୁବନେଶ୍ୱର: ରାଜ୍ୟରେ ୨୮ତାରିଖରୁ  ଦୁଇ ଦିନ ଧରି ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ୯ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶା ମୁଖ୍ୟତ ପ୍ରଭାବିତ ହେବାର…

ନିଆରା ପରମ୍ପରା ତ୍ରିବେଣୀ ଯାତ୍ରା

ସମୟ ଲାଇଭ,୨୫/୧: ନାଉଗାଁ ବ୍ଲକ ସଦର ମହକୁମା ଠାରୁ ଉତ୍ତର ଦିଗକୁ ୮ କିଲୋମିଟର ଗଲେ ପଡେ କୁଣ୍ଡେସ୍ଵର ଗ୍ରାମ। ଗ୍ରାମର ପୂର୍ବରେ ସଠଳପୁର, ପଶ୍ଚିମରେ ମଧୁପୁର, ଦକ୍ଷୀଣରେ ବେଣାପଡା ଓ ପୂର୍ବରେ ବାଲିକୁଦା ବ୍ଲକର ରହିଛି…

ନିର୍ଭୟା ଦଣ୍ଡିତଙ୍କୁ ଶେଷ ଇଚ୍ଛା ପଚାରିଲେ ଜେଲ କର୍ତ୍ତୃପକ୍ଷ

ଦିଲ୍ଲୀ: ୨୦୧୨ର ନିର୍ଭୟା କାଣ୍ଡର ୪ ଅଭିଯୁକ୍ତଙ୍କୁ ଆସନ୍ତା ଫେବୃୟାରୀ ମାସ ୧ ତାରିଖରେ ଫାଶୀ ଦିଆଯିବ । ସେମାନେ ଏବେ ତିହାର ଜେଲରେ ମୃତ୍ୟୁର ଦିନ ଗଣୁଥିବାବେଳେ, ଜେଲ କର୍ତ୍ତୃପକ୍ଷ ସେମାନଙ୍କୁ ତାଙ୍କର ଶେଷ ଇଚ୍ଛା…

ନିଲାଂଶିଙ୍କ କେଶ ଗିନିଜ ବୁକରେ

ଗୁଜୁରାଟ : ଗୁଜୁରାଟର ୧୭ ବର୍ଷୀୟା ନିଲାଂଶି ପଟେଲ୍‌। ତାଙ୍କର କେଶର ଲମ୍ୱ ପ୍ରାୟ ୧୯୦ ସେ.ମି ବା ୬ ଫୁଟ୍‌ ୨.୮ଇଂଚ୍‌ । ଯାହାକୁ ସାଧାରଣତଃ ଜଣେ ମଣିଷର ଉଚ୍ଚତାଠୁ ଅଧିକ। ଏହି ଲମ୍ୱା କେଶ ପାଇଁ ଗିନିଜ୍‌ ବୁକ୍‌ରେ ସ୍ଥାନ…

ସହରାଞ୍ଚଳରେ ଭୂସଂପତ୍ତି ଟିକସ ପାଇଁ ଅନ୍‌ଲାଇନ୍‌ର ବ୍ୟବସ୍ଥା

ଭୁବନେଶ୍ୱର : ୧୧୪ଟି ସହରାଞ୍ଚଳରେ ଭୂସଂପତ୍ତି ଟିକସ ପାଇଁ ଅନ୍‌ଲାଇନ୍‌ର ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ମହାନଗରରେ bhubaneswar.me ଓ ଅନ୍ୟ ସମସ୍ତ ସରହାରଞ୍ଚଳରେ ulbodisha.gov.inରେ…

ଭାରତର ଗୋଟିଏ ବର୍ଷର ବଜେଟ ଯେତେ ୬୩ ଭାରତୀୟଙ୍କ ସମ୍ପତ୍ତି ସେତେ

ଭୁବନେଶ୍ଵର: ବିଶ୍ୱ ଅର୍ଥନୀତି ଫୋରମ ଅନୁଷ୍ଠିତ ହେବା ପୂର୍ବରୁ ଅକ୍ସଫାମ ଏମିତି ଏକ ରିପୋର୍ଟ ପ୍ରକାଶ କରିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବରାଦ ହୋଇଥିବା ବଜେଟର ପରିମାଣ ଯେତିକି…

ପ୍ରଥମ ଶ୍ରେଣୀ ପିଲା ବି ଇଂଲିଶ କହିବେ

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାକୁ ଅଭିଭାବକଙ୍କ ଆଗ୍ରହ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି…

ଭିନ୍ନକ୍ଷମ ଦମ୍ପତିଙ୍କୁ ପ୍ରଫୁଲ୍ଲ ପ୍ରୋତ୍ସାହନ

ପୁରୀ :  ଜଣେ ଭିନ୍ନକ୍ଷମଙ୍କୁ ଜଣେ ସକ୍ଷମ ବ୍ୟକ୍ତି ବିବାହ କଲେ  ପ୍ରଫୁଲ୍ଲ ଯୋଜନାରେ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ରାଶି ପାଇବାକୁ ଇଛା କରୁଥିବା ବିବାହିତ ଯୋଡିମାନେ ପୁରୀ ଜିଲା…

ବାଉନସର୍ ବଳୟରେ କଂଗ୍ରେସ ଭବନ

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ଦଳର ପରାଜୟକୁ ନେଇ ହେବାର ଥିଲା ବୈଠକ । କିନ୍ତୁ ବାହାରେ କିଛି ନେତା ହଟ୍ଟଗୋଳ ଆରମ୍ଭ କରିଦେଲେ । ସେପଟେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ସହ ବାଉନ୍ସର ପିସିସ…

କଲବଲ କରୁଛି କୁହୁଡି, ଜାରିହେଲା ୟେଲୋ ୱାର୍ଣ୍ଣି

ଭୁବନେଶ୍ୱର: ରାଜ୍ୟର ଅନେକ ଜିଲ୍ଲାରେ ଘନ କୁହୁଡି ଯୋଗୁଁ ଗତ ମଙ୍ଗଳବାରଠାରୁ ସକାଳୁ ସକାଳୁ ଯାନବାହନ ଗତାଗତରେ ଅନେକ ଅସୁବିଧା ସୃଷ୍ଟି ହେବା ସହିତ ସାଧାରଣ ଲୋକଙ୍କ ଜୀବନ ବି ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ଗତ ୩ ଦିନ ମଧ୍ୟରେ…