Browsing Category

ଓଡ଼ିଶା

ଯୋବ୍ରା ବ୍ରିଜରୁ ନଦୀକୁ ଯୁବତୀ ଡେଇଁ ନିଖୋଜ

କଟକ : ଯୋବ୍ରା ବ୍ରିଜ ଉପରୁ ନଦୀକୁ ଡେଇଁଲେ ଯୁବତୀ । ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡିଛନ୍ତି ଯୁବତୀ । ତାଙ୍କ ଘର କଟକ ଜଗତପୁର ଅଂଚଳରେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ କଟକ ଅଗ୍ନିଶ୍ଵବାହିନୀ ପହଞ୍ଚି…

ହୋଟେଲରୁ ୩୦ ଜଣ ସନ୍ଦିଗ୍ଧଙ୍କୁ ଉଠାଇନେଲା ପୋଲିସ

କଟକ : ଶିଖରପୁରସ୍ଥିତ ଏକ ହୋଟେଲ ଉପରେ ଚାଉଳିଆଗଞ୍ଜ ଥାନା ପକ୍ଷରୁ ଚଢ଼ାଉ। ହୋଟେଲରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଥିବା ନେଇ ସୂଚନା ମିଳିବା ପରେ ପୋଲିସ୍ ଚଢାଉ କରିଥିଲା। ତେବେ କେଉଁ କାରଣ ପାଇଁ ହୋଟେଲରେ ସେମାନେ ଏକାଠି…

ପୁଲିସ ସବ୍‌-ଇନସପେକ୍ଟର ପରୀକ୍ଷା ଘୋଟାଲାରେ ସିବିଆଇ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ମହା ଘୋଟଲା । ତଦନ୍ତ ଭାର ସିବିଆଇକୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏହି ମାମଲାର…

ଝାଡୁଦାର ଚାକିରୀ ନାଁରେ ମହା ଠକେଇ,୨ ଗିରଫ

ସମ୍ବଲପୁର : ସମ୍ବଲପୁରରେ ଜବ ଫ୍ରଡ଼ । ସରକାରୀ କାର୍ଯ୍ୟାଳୟରେ ଝାଡୁଦାର ଚାକିରୀ ପାଇଁ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି । ଘଟଣାର ସମ୍ପୃକ୍ତ ୨ ଜଣଙ୍କୁ ବୁର୍ଲା ପୋଲିସ ଗିରଫ କରିବା ସହିତ ୬୨ ଲକ୍ଷ ଟଙ୍କା ଜବତ କରିଛି ।…

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ଵର : ବଙ୍ଗୋପସାଗରରେ ପଛକୁ ପଛ ୨ଟି ଲଘୁଚାପ । ପ୍ରଥମ ଲଘୁଚାପଟି ସକ୍ରିୟ ହୋଇ ଆଗକୁ ବଢ଼ୁଥିବାବେଳେ ପଛକୁ ଆଉ ଏକ ଲଘୁଚାପ ଦାନାବାନ୍ଧିଲାଣି। ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର…

ସୋର ଜେଲରୁ କଏଦୀ ଫେରାର ହେବା ଘଟଣା ୨ ୱାର୍ଡର ନିଲମ୍ବିତ

ସୋର : ସୋର ସବ୍‌ ଜେଲ୍‌ରୁ କଏଦୀ ଫେରାର ଘଟଣାରେ ଦୁଇ ୱାର୍ଡର ନିଲମ୍ବିତ। ସୂଚନା ଦେଲେ ଜେଲ ଡିଜି ସୁଶାନ୍ତ ନାଥ । ଜେଲ ଡିଜି କହିଛନ୍ତି କି, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି । ଏଡିଜି ପ୍ରିଜନ ଅମିତାଭ ଠାକୁର…

୧ ନମ୍ବର ହାଟରେ ଭୟାବହ ଅଗ୍ନିକାଣ୍ଡ,କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ହୁତ ହୁତ ହୋଇ ଜଳୁଛି ୧ ନମ୍ବର ହାଟ । ଗୋଟିଏ ପରେ ଗୋଟିଏ ଦୋକାନକୁ ହୁ ହୁ ହୋଇ ମାଡିଚାଲିଛି ନିଆଁ । ଆଜି ଅପରାହ୍ନ ୨ ତା ୩୦ ବେଳେ ହଠାତ ପରିବା ମାର୍କେଟ ଦୋକାନ ଗୁଡିକରେ ନିଆଁ ଲାଗିଯାଇଥିଲା । ତେବେ ଘଟଣାର…

ପୀତବାସ ହତ୍ୟାକାଣ୍ଡ,୫୦ ଲକ୍ଷ ର ଡ଼ିଲ ୧୦ ଲକ୍ଷ ଅଗ୍ରିମ

ବ୍ରହ୍ମପୁର : ଆଇନଜୀବୀ ପୀତବାସ ହତ୍ୟା ମାମଲାର ସମ୍ପୂର୍ଣ୍ଣ ଖୁଲାସ କରିଛନ୍ତି ବ୍ରହ୍ମପୁର ଏସପି ଏମ.ଶ୍ରବଣା ବିବେକ। ହତ୍ୟାକାଣ୍ଡର ୧୭ ଦିନ ପରେ ପୋଲିସ ହାତରେ ଧରାପଡ଼ିଛନ୍ତି ୧୨ ଜଣ ହତ୍ୟା ଷଡ଼ଯନ୍ତ୍ରକାରୀ । ଆଉ କେତେଜଣକୁ…

ଇସ୍କନକୁ ଗଜପତି ମହାରାଜାଙ୍କ ଚିଠି

ପୁରୀ : ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଏହାକୁ ଜଗନ୍ନାଥ ପ୍ରେମୀ ବାରମ୍ବାର ବିରୋଧ କରି ଆସୁଛନ୍ତି । ଏହି ଅଦିନିଆ ରଥଯାତ୍ରାଙ୍କୁ ମଧ୍ୟ ଗଜପତି ମହାରାଜା ଓ ଶ୍ରୀମନ୍ଦିର ସେବାୟତ ବିରୋଧ କରୁଛନ୍ତି…