Browsing Category

ଓଡ଼ିଶା

ଆନ୍ଧ୍ର ଉପକୂଳମୁହାଁ ବାତ୍ୟା ‘ମୋନ୍ଥା’,ପାରାଦୀପରେ ସତର୍କ ସୂଚନା ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମୋନ୍ଥା’ । କେଉଁଠି ଅତିକ୍ରମ କରିବ, କେତେ ବେଗରେ ମାଡ ହେବ, ଅଧିକ ସ୍ପଷ୍ଟ କରିଛି IMD। ବଙ୍ଗୋପସଗାରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଅବପାତର ରୂପ ନେବ । ୨୬ତାରିଖରେ…

ମା’ଙ୍କ ରୋଗ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲା ପୁଅ

ବଲାଙ୍ଗୀର : ପୁଅ ପାଇଁ ଅସହ୍ୟ ହେଲା ମା'ଙ୍କ ରୋଗ ଯନ୍ତ୍ରଣା । କେନାଲକୁ ଡେଇଁ ଆତ୍ମହତ୍ୟା କଲା ପୁଅ । ଜୀବନ ହାରିବା ପୂର୍ବରୁ ମା'ଙ୍କୁ ନିଜ ମୋବାଇଲରୁ ପଠାଇଛନ୍ତି ଶେଷ ମେସେଜ । ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର…

ଖୁବଶୀଘ୍ର ରାଜ୍ୟରେ ନିଯୁକ୍ତି ପାଇବେ ୪୨୧୯ କନ୍‌ଷ୍ଟେବଳ

ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଳ ପଦ ପୂରଣ ହେବ। ଆବଶ୍ୟକ ନିୟମାବଳୀ ପାଳନ କରି ୪୨୧୯ ପୁଲିସ କନଷ୍ଟେବଳ ସିଧାସଳଖ ନିଯୁକ୍ତ ହେବେ। ରାଜ୍ୟ ପୁଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାର ଅନୁମୋଦନ ପ୍ରଦାନ…

ମୋହନ ସରକାରକୁ ୫୦୦ ଦିନ,ସନ୍ଧ୍ୟାରେ ଗୁରୁତ୍ତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ୫୦୦ ଦିନ ପୂରିବାକୁ ଯାଉଛି । ଏନେଇ ସନ୍ଧ୍ୟାରେ ୫ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ ଗୁରୁତ୍ତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

‘ମୋନ୍ଥା’ର ଗତିପଥକୁ ନେଇ ଚାଲିଛି ମନ୍ଥନ

ଆଜିଠାରୁ ରାଜ୍ୟରେ ପ୍ରବଳବର୍ଷା ସମ୍ଭାବନା ଭୁବନେଶ୍ୱର : ଆସୁଛି ବାତ୍ୟା ‘ମୋନ୍ଥା’। ଆଜିଠୁ ବଦଳି ଯିବ ପାଗ । ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ୨୬ତାରିଖରେ ଗଭୀର ଅବପାତରେ ପରିଣତ ହେବା ପରେ…

ବିଶିଷ୍ଟ କବି,ଔପନ୍ୟାସିକ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଓଡ଼ିଆ କବି ଏବଂ ଲେଖକ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପରଲୋକ । ଆଜି ସକାଳ ୧୧.୩୦ ରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସେ ଜୁନ୍ ୨୪ ତାରିଖ ୧୯୪୪ରେ…

ଡାଲି ଜାତୀୟ ଫସଲରେ ଓଡିଶା ହେବ ଆତ୍ମନିର୍ଭର – କେ.ଭି.ସିଂଦେଓ

ଭୁବନେଶ୍ୱର : ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ହେବ ରାଜ୍ୟ । ଓଡ଼ିଶାକୁ "ବିହନ ହବ୍"ରେ ପରିଣତ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଘନ କୃଷି…

ଖୁବ୍ ଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ – ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ। ସେ ନେଇ ପକ୍ରିୟା ଆରମ୍ଭ ହୋଇଛି। ହେଲେ ଏହା ପୂର୍ବରୁ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟରେ ୪୮୮ ଏଵଂ ୬୬୨ ବର୍ଗ ସରକାରୀ ଅନୁଦାନପ୍ରାପ୍ତ କଲେଜମାନଙ୍କରେ…

କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ – ସୁରେଶ ପୂଜାରୀ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ଆଡ଼କୁ ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣପୂର୍ବ ବଙ୍ଗୋପସାଗର ରେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବା…

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଆଗାମୀ ୨୪ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ…