Browsing Category

ଦେଶ- ବିଦେଶ

ଶିଶୁମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମ୍‌କୋର୍ଟରେ ଆବେଦନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ବିଷାକ୍ତ କଫ୍‌ ସିରପ୍‌ ପିଇ ୧୬ ଶିଶୁଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରାଯାଇଛି। ଆଇନଜୀବୀ ବିଶାଲ ତିୱାରୀଙ୍କ ଦ୍ବାରା ଏହି ଆବେଦନ…

ଅରବିନ୍ଦ କେଜ୍ରିୱାଲଙ୍କ ନୂଆ ଠିକଣା

ନୂଆଦିଲ୍ଲିୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ ‌କେଜ୍ରିୱାଲଙ୍କୁ ଏକ ନୂଆ ଠିକଣା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡ଼ିବାର ପ୍ରାୟ ବର୍ଷକ ପରେ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ…

ପୁଟିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ୍‌ କରି ତାଙ୍କୁ ୭୩ ତମ ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି ମୋଦୀ ଏନେଇ ସୂଚନା…

ମଧ୍ୟପ୍ରଦେଶରେ କଫ୍‌ ସିରପ୍‌ ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଫ୍‌ ସିରପ୍‌ ଜନିତ ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି ପାଇଛି। କିଡ୍‌ନି ବିଫଳ ହେବାରୁ ଛିନ୍ଦୱାଡ଼ାରେ ଚିକିତ୍ସାଧୀନ ଥିବା ଆଉ ଦୁଇ ଜଣ ଶିଶୁଙ୍କର ମଙ୍ଗଳବାର ମୃତ୍ୟୁ ହୋଇଥିବା ବେଳେ ବେତୁଲ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ୯୨ ବର୍ଷୀୟ ଜେଡିଏସ୍‌ ସୁପ୍ରିମୋ ଜ୍ବରରେ ପୀଡ଼ିତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେବଗୌଡ଼ାଙ୍କ ପାରିବାରିକ…

ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ପ୍ୟାରିସ: ମାସକ ପୂର୍ବରୁ ଫ୍ରାନ୍ସର ପ୍ରଧାନମନ୍ତ୍ରୀଭାବେ ନିଯୁକ୍ତି ପାଇଥିବା ସେବାଷ୍ଟିଏନ୍ ଲେକର୍ନୁ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ନୂତନ କ୍ୟାବିନେଟ୍‌କୁ ନେଇ ବିବାଦ ସୃଷ୍ଟି ହେବାର ଗୋଟିଏ ଦିନ ପରେ…

ବିହାର ନିର୍ବାଚନର ୧୭ଟି ନୂଆ ସଂସ୍କାର

ନୂଆଦିଲ୍ଲୀ: ବିହାରର ୨୪୩ଟି ବିଧାନସଭା ଆସନ ପାଇଁ ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୪ରେ ଭୋଟ୍ ଗଣନା କରାଯିବ। ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର…

ଜାନୁଆରି ୧୫ରୁ ୨୦ ମଧ୍ୟରେ ହୋଇପାରେ ମୁମ୍ବାଇ ମହାନଗର ନିର୍ବାଚନ

ମୁମ୍ବାଇ : ମୁମ୍ବାଇ ମହାନଗର ନିର୍ବାଚନ ନଭେମ୍ବର ୧୫ରୁ ୨୦ ମଧ୍ୟରେ ଅନୁଷ୍ଠିତ ହେବ। ଏହାପରେ ଡିସେମ୍ବର ୧୫ରୁ ୨୦ ମଧ୍ୟରେ ଜିଲ୍ଲା‌ ପରିଷଦ ନିର୍ବାଚନ ଏବଂ ଜାନୁଆରୀ ୧୫ରେ ମହାନଗର ନିଗମ ନିର୍ବାଚନ ଅନୁଷ୍ଠିତ ହୋଇପାରେ।…

କଫ ସିରପ୍‌ ମୃତ୍ୟୁ ଘଟଣାରେ ୩ ରାଜ୍ୟକୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ: କଫ ସିରପ୍‌ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗର ତଦନ୍ତ ପାଇଁ ଏବଂ ତୁରନ୍ତ ଏହି ବିଷାକ୍ତ ଔଷଧ ବିକ୍ରି ନିଷିଦ୍ଧ କରିବା ପାଇଁ ଏନ୍‌ଏଚ୍‌ଆର୍‌ସି (ଜାତୀୟ ମାନବାଧିକାର କମିସନ୍‌) ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ…

ବିହାରରେ ୧୪ ଲକ୍ଷ ନାଗରିକ ପ୍ରଥମ ଥର ଭୋଟ୍‌ ଦେବେ

ନୂଆଦିଲ୍ଲୀ: ନିର୍ବାଚନ କମିସନର ସୋମବାର ବିହାର ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍‌ ବଜାଇଛନ୍ତି। ୨୪୩ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ଏବଂ ନଭେମ୍ବର ୧୧ରେ…