Browsing Category
ଦେଶ- ବିଦେଶ
ମାରିଆ କୋରିନା ମୋଚାଡୋ ପାଇବେ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର
ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏଲା ବିରୋଧୀ ଦଳ ନେତା ମାରିଆ କୋରିନା ମୋଚାଡୋ ପାଇବେ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏଲାବାସୀଙ୍କ ଗଣତାନ୍ତ୍ରିକ ଅଧିକାର ପାଇଁ ଲଢୁଥିଲେ…
ଫିଲିପାଇନ୍ସ ରେ ଭୟଙ୍କର ଭୂମିକମ୍ପ ,ସୁନାମି ଆଶଙ୍କା
ନୂଆଦିଲ୍ଲୀ : ଦକ୍ଷିଣ ଫିଲିପାଇନ୍ସ ମିଣ୍ଡାନାଓରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ପ୍ରକାଶ ପାଇଛି । ଭୂମିକମ୍ପର କେନ୍ଦ୍ର ପାଖାପାଖି ୨୦ କିଲୋମିଟର ଗଭୀର ସମୁଦ୍ରରେ ରହିଥିଲା । ମିଣ୍ଡାନାଓ…
ପାକିସ୍ତାନରେ ଇଣ୍ଟରନେଟ ସେବା ବନ୍ଦ
ଇସଲାମାବାଦ : ପାକିସ୍ତାନ ଇସଲାମବାଦ ଏବଂ ରାୱଲପିଣ୍ଡିରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ।3G/4G ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।…
ଛତିଶଗଡ଼ ପାୱାର ପ୍ଲାଣ୍ଟ୍ରେ ଲିଫ୍ଟ ଖସି ୪ ଶ୍ରମିକଙ୍କ ମୃତ୍ୟୁ
ରାୟପୁର: ଛତିଶଗଡ଼ ଶକ୍ତି ଜିଲ୍ଲାର ଡବରା ଅଞ୍ଚଳ ସ୍ଥିତ ଆରକେଏମ୍ ପାୱାରଜେନ୍ ପ୍ରାଇଭେଟ୍ ଲିମିଟେଡ୍ରେ ଏକ ଲିଫ୍ଟ ପ୍ରାୟ ୪୦ ମିଟର ଉଚ୍ଚତାରେ ଖସି ପଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୬ ଜଣ ଆହତ…
ଶିବସେନା ନିର୍ବାଚନୀ ଚିହ୍ନ ବିବାଦ: ନଭେମ୍ବର ୧୨ ରେ ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ପ୍ରକୃତ ଶିବସେନା କିଏ ଏନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଅନେକ ଦିନ ହେଲା ବିବାଦ ଚାଲିଛି। ତେବେ ଭାରତର ନିର୍ବାଚନ କମିସନ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା…
ଆତ୍ମହତ୍ୟାର ଦିନକ ପୂର୍ବରୁ ପତ୍ନୀଙ୍କୁ ଇଚ୍ଛାପତ୍ର ପଠାଇଥିଲେ ହରିୟାଣାର ବରିଷ୍ଠ ପୁଲିସ ଅଧିକାରୀ
ନୂଆଦିଲ୍ଲୀ : ଚଣ୍ଡିଗଡ଼ରେ ନିଜ ଘରେ ଆତ୍ମହତ୍ୟା କରିଥିବା ବରିଷ୍ଠ ହରିୟାଣା ଆଇପିଏସ୍ ଅଧିକାରୀ ୱାଇ ପୁରନ କୁମାର ଆତ୍ମହତ୍ୟାର ଦିନକ ପୂର୍ବରୁ ଏକ ଇଚ୍ଛାପତ୍ର ପ୍ରସ୍ତୁତ କରିଥିଲେ ଏବଂ ତାହା ୯ ପୃଷ୍ଠାର ଆତ୍ମହତ୍ୟା ନୋଟ୍…
କାନପୁରରେ ସ୍କୁଟର ବିସ୍ଫୋରଣରେ ୮ ଆହତ
କାନପୁର: ଉତ୍ତର ପ୍ରଦେଶ କାନପୁରର ମିଶ୍ରି ବଜାର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଦୁଇଟି ସ୍କୁଟରରେ ବିସ୍ଫୋରଣ ହୋଇ ୮ ଜଣ ଆହତ ହୋଇଛନ୍ତି। କାନପୁର ଯୁଗ୍ମ ପୁଲିସ ଆୟୁକ୍ତ (ଆଇନ ଓ ଶୃଙ୍ଖଳା) ଆଶୁତୋଷ କୁମାର କହିଛନ୍ତି ଯେ,…
ସିଜେଆଇଙ୍କ ବିରୋଧରେ ଅନଲାଇନ୍ରେ ଜାତିବାଦ ଆକ୍ରମଣ ଜାରି
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ବି ଆର୍ ଗୱାଇଙ୍କ ଉପରକୁ ଜୋତା ଫିଙ୍ଗା ଉଦ୍ୟମ ପରେ ଏବେ ପୁଣି ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ଜାତିବାଦ ଆକ୍ରମଣ ଜାରି ରହିଛି। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ପଞ୍ଜାବ ପୁଲିସ କିଛି…
ଆଜି ୯୩ ତମ ଭାରତୀୟ ବାୟୁସେନା ଦିବସ
ନୂଆଦିଲ୍ଲୀ : ଆଜି ଭାରତୀୟ ବାୟୁସେନା ଦିବସ । ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଚଳିତ ବର୍ଷ ଭାରତ ଏହାର ୯୩ ତମ ଭାରତୀୟ ବାୟୁସେନା ଦିବସ ପାଳନ କରୁଛି ।
ଆଜି ଗାଜିଆବାଦ ହିଣ୍ଡନ୍…
ଡିଜିଟାଲ ପେ’ହେଲା ଅଧିକ ସହଜ ଏବଂ ସୁରକ୍ଷିତ,ପିନ ବଦଳରେ ଫିଙ୍ଗର ପ୍ରିଣ୍ଟ ବା ଫେସ ସ୍କାନ
ନୂଆଦିଲ୍ଲୀ: ଭାରତର ପ୍ରଚଳିତ ପେମେଣ୍ଟ ସିଷ୍ଟମ, ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) ବ୍ୟବସ୍ଥାକୁ ଅଧିକ ସହଜ ଓ ସୁରକ୍ଷିତ କରାଯାଇଛି । ଏଣିକି ୟୁପିଆଇରେ ଅର୍ଥ ନେଣଦେଣ କରୁଥିବା ୟୁଜର୍ସଙ୍କୁ ପେମେଣ୍ଟ କରିବା ପାଇଁ…