Browsing Category
ଦେଶ- ବିଦେଶ
କରୁର ଦଳା ଚକଟା ତଦନ୍ତ କରିବ ସିବିଆଇ – ସୁପ୍ରିମ କୋର୍ଟ
ତାମିଲନାଡୁ : ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ । କରୁର ଦଳାଚକଟା ଘଟଣାରେ ସିବିଆଇ ତଦନ୍ତ ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ ତତ୍ତ୍ବାବଧାରେ ତଦନ୍ତ ହେବ ।…
ବର୍ଦ୍ଧମାନ ଷ୍ଟେସନରେ ଦଳାଚକଟା ହୋଇ ୧୨ ଆହତ
ବର୍ଦ୍ଧମାନ: ପଶ୍ଚିମବଙ୍ଗ ବର୍ଦ୍ଧମାନ ରେଳଷ୍ଟେସନରେ ରବିବାର ସନ୍ଧ୍ୟାରେ ଦଳାଚକଟା ହୋଇ ୧୨ ଜଣ ଆହତ ହୋଇଛନ୍ତି। ୪ ଓ ୫ ନଂ ପ୍ଲାଟଫର୍ମକୁ ଲାଗିଥିବା ସିଢ଼ିରେ ଦଳାଚକଟା ଘଟିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ…
ଗୁଜରାଟରେ ଆପ୍ କୃଷକ ମହାପଞ୍ଚାୟତରେ ପଥର ମାଡ଼ ହୋଇ ୩ ପୁଲିସ ଆହତ
ଅହମଦାବାଦ: ଗୁଜରାଟର ବୋଟାଡ ଜିଲ୍ଲାରେ ରବିବାର ଆପ୍ (ଆମ ଆଦମୀ ପାର୍ଟି) ପକ୍ଷରୁ ଆୟୋଜିତ କୃଷକ ମହାପଞ୍ଚାୟତରେ ପୁଲିସ ଉପରକୁ ପଥର ମାଡ଼ ହୋଇଛି। ଏଥିରେ ୩ ଜଣ ପୁଲିସ ଆହତ ହୋଇଛନ୍ତି। ପଥର ମାଡ଼ ଘଟଣା ପରେ ପୁଲିସ…
ରୋହତକରେ ସଡ଼କ ଦୁର୍ଘଟଣାରେ ୪ ମୃତ
ସୋନିପତ୍: ରୋହତକ ଜମ୍ମୁ-କାଟ୍ରା ଏକପ୍ରେସୱେରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଯାଇଛି। ସମସ୍ତ ମୃତକମାନେ ଗୋଟିଏ ଗାଁର। ସେମାନେ ଏକ ବ୍ୟବସାୟିକ ବୈଠକ ପରେ ଶନିବାର ରାତିରେ ରୋହତକ…
ଫିଲିପାଇନ୍ସରେ ୭.୬ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି
ମାନିଲା: ଶୁକ୍ରବାର ଫିଲିପାଇନ୍ସରେ ୭.୬ ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ତେବେ ହାୱାଇ ସ୍ଥିତ ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ…
ଜମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ମାମଲାରେ ୪ ସପ୍ତାହରେ ଜବାବ ଦେବାକୁ କେନ୍ଦକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଦେବା ପାଇଁ ଦାଖଲ ହୋଇଥିବା ଏକାଧିକ ଆବେଦନ ଉପରେ ଜବାବ ଦେବାକୁ ଶୁକ୍ରବାର ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହ ସମୟ ଦେଇଛନ୍ତି। ପ୍ରଧାନ ବିଚାରପତି…
ଜେଡିୟୁର ୩ ଟାଣୁଆ ନେତା ଆରଜେଡିରେ ସାମିଲ
ପାଟନା: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନୀତୀଶ କୁମାରଙ୍କ ଜେଡିୟୁକୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଶକ୍ତ ଝଟ୍କା ଦେଇଛି। ପୂର୍ବତନ ଜେଡିୟୁ ସାଂସଦ ସନ୍ତୋଷ କୁଶୱାହା, ଜେଡିୟୁର ପୂର୍ବତନ ବିଧାୟକ…
ଆଇପିଏସ୍ ଅଫିସର ଆତ୍ମହତ୍ୟା ମାମଲାରେ ବରିଷ୍ଠ ହରିୟାଣା ପୁଲିସ ଅଫିସର ବହିଷ୍କୃତ
ନୂଆଦିଲ୍ଲୀ:ଆଇପିଏସ ପୁରନ କୁମାର ଆତ୍ମହତ୍ୟା ମାମଲାରେ ହରିୟାଣାର ବରିଷ୍ଠ ପୁଲିସ ଅଫିସର୍ ତଥା ରୋହତକ ଏସ୍ପି ନରେନ୍ଦ୍ର ବିଜରନିୟଙ୍କ ନାଁ ଉଠିବାପରେ ତାଙ୍କୁ ତାଙ୍କ ପଦବିରୁ ବହିଷ୍କାର କରାଯାଇଛି। ନରେନ୍ଦ୍ର ବିଜରନିୟଙ୍କ…
ଦୀପିକା ଭାରତର ପ୍ରଥମ ମାନସିକ ସ୍ବାସ୍ଥ୍ୟ ଆମ୍ବାସଡର ନିଯୁକ୍ତ
ନୂଆଦିଲ୍ଲୀ: ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଭାରତର ପ୍ରଥମ ମାନସିକ ସ୍ବାସ୍ଥ୍ୟ ଆମ୍ବାସଡର ନିଯୁକ୍ତ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ…
ପଶ୍ଚିମବଙ୍ଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
କୋଲକାତା : କଲକତାରେ ଲଜ୍ଜା । ଆରଜି କର୍ ମେଡିକାଲ୍ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା ମନରୁ ନଲିଭୁଣୁ ପୁଣି ଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ମେଡିକାଲ୍ କଲେଜ ଛାତ୍ରୀ । ପୀଡିତା ଛାତ୍ରୀଙ୍କ ଘର ଓଡ଼ିଶାର ବାଲେଶ୍ୱର…