Browsing Category
ଦେଶ- ବିଦେଶ
କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ,୨ ଆତଙ୍କବାଦୀ ନିପାତ
ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେନାର ଏକ ସତର୍କ ଟିମ୍ ଏଲ୍ଓସି ନିକଟରେ ସନ୍ଦେହଜନକ ଗତିବିଧି ଚିହ୍ନଟ କରିବାପରେ ଅପରେସନ୍ ଆରମ୍ଭ…
୩ ଅର୍ଥନୀତିଜ୍ଞଙ୍କୁ ନୋବେଲ
ନୂଆଦିଲ୍ଲୀ : ଅର୍ଥନୀତି ବିଜ୍ଞାନ ପାଇଁ ୩ ବିଶିଷ୍ଟ ଅର୍ଥନୀତିଜ୍ଞ ପାଇବେ ନୋବେଲ ପୁରସ୍କାର । ଜୋଏଲ ମୋକିର,ଫିଲିପ ଓଘିଓନ,ପିଟର ହୱିଟ ପାଇବେ ସମ୍ମାନଜନକ ନୋବେଲ ପୁରସ୍କାର । ଅର୍ଥନୈତିକ ଅଭିବୃଦ୍ଧି ବ୍ୟାଖ୍ୟା କରିବା ପାଇଁ…
ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ
ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଆଜି ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ତାଙ୍କ ସ୍ଥାନରେ ବିଜେପିର ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ସି ସଦାନନ୍ଦନ…
ବିହାର ନିର୍ବାଚନରେ ୩୨ ଆସନରେ ଲଢ଼ିବ ଏଆଇଏମଆଇଏମ୍
ପାଟନା: ବିହାର ବିଧାନସଭା ନିର୍ବାଚନରେ ଅସଉଦ୍ଦିନ ଅୱେସୀଙ୍କ ଏଆଇଏମ୍ଆଇଏମ୍ ୩୨ ଆସନରେ ଲଢ଼ିବ ବୋଲି ଜଣାପଡ଼ିଛି। ଏଥିରେ ୧୬ ଜିଲାଟିର ନିର୍ବାଚନ ମଣ୍ଡଳୀ ରହିଛି। ଏଆଇଏମ୍ଆଇଏମ୍ ଏହି ଆସନ ଘୋଷଣା ଇଣ୍ଡି ମେଣ୍ଟ ପାଇଁ…
ଦକ୍ଷିଣ କାରୋଲିନାରେ ଗୁଳିକାଣ୍ଡ; ୪ ମୃତ, ୨୦ ଆହତ
ୱାସିଂଟନ: ଆମେରିକାର ଦକ୍ଷିଣ କାରୋଲିନାରେ ଏକ ବାର୍ରେ ଗତ ରାତି ୧ଟାରେ ବଡ଼ଧରଣର ଗୁଳିକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ସେଣ୍ଟ…
ଆରଏସ୍ଏଫ୍ ଆକ୍ରମଣରେ ସୁଦାନରେ ୬୦ ମୃତ
ପୋର୍ଟ ସୁଦାନ: ସୁଦାନ ଉତ୍ତର ଦାର୍ଫୁରର ଅଲ-ଫାସୁରରେ ଗୃହଯୁଦ୍ଧ ଲାଗି ରହିଛି। ଶନିବାର ଏଠାରେ ଆରଏସ୍ଏଫ୍ (ରାପିଡ୍ ସର୍ପୋଟ୍ ଫୋର୍ସ) ପକ୍ଷରୁ ଏକ ଥଇଥାନ ଶିବିର ଉପରେ ଡ୍ରୋନ ଏବଂ ତୋପରେ ଆକ୍ରମଣ ହୋଇଥିଲା।…
ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କ ବିରୋଧରେ ଚାଲିବ ଅପରାଧିକ ମାମଲା
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦଙ୍କ ପରିବାରକୁ ଝଟକା । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆରଜେଡିର ସମସ୍ୟା ବଢିଛି । ଆଇଆରସିଟିସି ଘୋଟାଲାରେ ଲାଲୁଙ୍କ ବିରୋଧରେ ଚାର୍ଜଫ୍ରେମ…
କରୁର ଦଳା ଚକଟା ତଦନ୍ତ କରିବ ସିବିଆଇ – ସୁପ୍ରିମ କୋର୍ଟ
ତାମିଲନାଡୁ : ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ । କରୁର ଦଳାଚକଟା ଘଟଣାରେ ସିବିଆଇ ତଦନ୍ତ ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ ତତ୍ତ୍ବାବଧାରେ ତଦନ୍ତ ହେବ ।…
ବର୍ଦ୍ଧମାନ ଷ୍ଟେସନରେ ଦଳାଚକଟା ହୋଇ ୧୨ ଆହତ
ବର୍ଦ୍ଧମାନ: ପଶ୍ଚିମବଙ୍ଗ ବର୍ଦ୍ଧମାନ ରେଳଷ୍ଟେସନରେ ରବିବାର ସନ୍ଧ୍ୟାରେ ଦଳାଚକଟା ହୋଇ ୧୨ ଜଣ ଆହତ ହୋଇଛନ୍ତି। ୪ ଓ ୫ ନଂ ପ୍ଲାଟଫର୍ମକୁ ଲାଗିଥିବା ସିଢ଼ିରେ ଦଳାଚକଟା ଘଟିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ…
ଗୁଜରାଟରେ ଆପ୍ କୃଷକ ମହାପଞ୍ଚାୟତରେ ପଥର ମାଡ଼ ହୋଇ ୩ ପୁଲିସ ଆହତ
ଅହମଦାବାଦ: ଗୁଜରାଟର ବୋଟାଡ ଜିଲ୍ଲାରେ ରବିବାର ଆପ୍ (ଆମ ଆଦମୀ ପାର୍ଟି) ପକ୍ଷରୁ ଆୟୋଜିତ କୃଷକ ମହାପଞ୍ଚାୟତରେ ପୁଲିସ ଉପରକୁ ପଥର ମାଡ଼ ହୋଇଛି। ଏଥିରେ ୩ ଜଣ ପୁଲିସ ଆହତ ହୋଇଛନ୍ତି। ପଥର ମାଡ଼ ଘଟଣା ପରେ ପୁଲିସ…