Browsing Category
ଦେଶ- ବିଦେଶ
ଆଇପିଏସ୍ ଅଫିସରଙ୍କ ଘରୁ ଜବତ ହେଲା ନଗଦ ୫ କୋଟି, ୧.୫ କେଜି ସୁନା ଅଳଙ୍କାର
ମୋହାଲି: ପଞ୍ଜାବର ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ଲାଞ୍ଚ ନେବା ବେଳେ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ହାତରେ ଧରାପଡ଼ିଛନ୍ତି। ଉକ୍ତ ଆଇପିଏସ୍ ଅଫିସର ହେଉଛନ୍ତି ରୋପଡ଼ ରେଞ୍ଜ ଡିଆଇଜି ହରଚରନ ସିଂହ ଭୁଲ୍ଲର। ନିଜ…
ଭାରତ ଗସ୍ତରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଅମରସୂର୍ଯ୍ୟା
ନୂଆଦିଲ୍ଲୀ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହରିଣୀ ଅମରସୂର୍ଯ୍ୟା କ୍ଷମତାକୁ ଆସିବା ପରଠାରୁ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବା ଏହି ଗସ୍ତର ଲକ୍ଷ୍ୟ ବୋଲି ବିଦେଶ…
କର୍ଣ୍ଣାଟକ ଜାତି ସର୍ଭେରୁ ଓହରିଲେ ନାରାୟଣ ମୂର୍ତ୍ତି, ସୁଧା ମୂର୍ତ୍ତି
ବେଙ୍ଗାଲୁରୁ: କର୍ଣ୍ଣାଟକ ପଛୁଆ ବର୍ଗ ଆୟୋଗ ଦ୍ୱାରା ଚାଲିଥିବା ସାମାଜିକ ଓ ଶିକ୍ଷାଗତ ସର୍ଭେରେ ଅଂଶଗ୍ରହଣ ନ କରିବାକୁ ଇନଫୋସିସ୍ ପ୍ରତିଷ୍ଠାତା ଏନ୍ ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀ, ଲେଖିକା ତଥା ସମାଜସେବୀ ସୁଧା…
ମହୁଆରୁ ପ୍ରାର୍ଥିପତ୍ର ଦାଖଲ କଲେ ତେଜ ପ୍ରତାପ ଯାଦବ
ନୂଆଦିଲ୍ଲୀ: ଜେଜେଡି ( ଜନହିତ ଜନତା ଦଳ) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଆଜି ମହୁଆ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜେଜେ ମା’ ମରଛିୟା…
କୌଣସି ଖାଦ୍ୟ କମ୍ପାନୀ ଓଆରଏସ୍ ଲେବଲ୍ ବ୍ୟବହାର କରିପାରିବେ ନାହିଁ – ‘ହୁ’
ନୂଆଦିଲ୍ଲୀ: ମନଇଚ୍ଛା କୌଣସି ଖାଦ୍ୟ କମ୍ପାନୀ ଓଆରଏସ୍ (ORS) ଲେବଲ୍ ବ୍ୟବହାର କରିପାରିବେ ନାହିଁ। ଏଥିପାଇଁ ହୁ (WHO)ର ବିନା ଅନୁମୋଦନ ଦରକାର । ଏନେଇ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶନାମା ଜାରି…
ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ବାପା
ପଶ୍ଚିମବଙ୍ଗ : ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାର ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ବାପା । ସେ କହିଲେ,ଘଟଣାର ସିବିଆଇ ତଦନ୍ତ କରାଯାଉ । ମୋ ଝିଅକୁ ନ୍ୟାୟ ମିଳିବା ସହ ଦୋଷୀଙ୍କୁ କଠୋର ଦଣ୍ଡ…
ଅହମଦାବାଦ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଯୁବକ
ଅହମଦାବାଦ: ପ୍ରଧାନ ବିଚାରପତି ବି.ଆର୍ ଗୱାଇଙ୍କ ଉପରକୁ ଜୋତା ଫିଙ୍ଗା ଉଦ୍ୟମର କିଛି ଦିନ ପରେ ଆଜି ଅହମଦାବାଦ ସେସନ୍ସ କୋର୍ଟରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଗୁଜରାଟର ଜଣେ ବ୍ୟକ୍ତି ଅହମଦାବାଦ ସେସନ୍ସ କୋର୍ଟରେ…
ଇଣ୍ଡୋନେସିଆରେ ତୈଳ ଟ୍ୟାଙ୍କରରେ ନିଆଁ ଲାଗି ୧୦ ମୃତ
ଜାକର୍ତ୍ତା: ଇଣ୍ଡୋନେସିଆର ରିଉ ଆଇଲ୍ୟାଣ୍ଡ ପ୍ରଦେଶରେ ଏକ ଜାହାଜର ମରାମତି ବେଳେ ତୈଳ ଟ୍ୟାଙ୍କରରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୮ ଜଣ ଆହତ ହୋଇଛନ୍ତି। ବାଟମ୍ ସିଟିର ଏକ ସିପ୍ୟାର୍ଡ଼ରେ ମରାମତି…
ଜୁବିନ୍ ଗର୍ଗ ମୃତ୍ୟୁ ମାମଲାରେ ୫ ଅଭିଯୁକ୍ତଙ୍କୁ ଜେଲ ନିଆଯିବାବେଳେ ହିଂସା, ଅନେକ ଆହତ
ଗୌହାଟୀ: ଆସାମର ଲୋକପ୍ରିୟ ଦିଂବଗତ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ୫ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ବୁଧବାର ସେମାନଙ୍କୁ ବାକସା ସେଣ୍ଟ୍ରାଲ ଜେଲ ନିଆଯିବା ସମୟରେ ହିଂସା ଉପୁଜିଛି।…
ଆସନ ବଣ୍ଟନ ବିବାଦ ମଧ୍ୟରେ ବିହାର ନିର୍ବାଚନ ପାଇଁ ଚୂଡ଼ାନ୍ତ ତାଲିକା ଜାରି କଲା ଜେଡିୟୁ
ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ଜେଡିୟୁ ଆଜି ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାପରେ ଚୂଡ଼ାନ୍ତ ପର୍ଯ୍ୟାୟରେ ୪୪ ପ୍ରାର୍ଥୀଙ୍କ ନାଁ…