Browsing Category

ଦେଶ- ବିଦେଶ

୧୫ ତମ ଉପରାଷ୍ଟ୍ରପତି ଭାବେ ସି.ପି. ରାଧାକୃଷ୍ଣନଙ୍କ ଶପଥ ଗ୍ରହଣ ,ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ସି.ପି ରାଧାକୃଷ୍ଣନ । ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସି.ପି…

ହିମାଚଳରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୩୮୦କୁ ବୃଦ୍ଧି

ସିମଲା: ଚଳିତ ବର୍ଷ ବର୍ଷା, ବନ୍ୟା ଓ ଭୂସ୍ଖଳନ ହିମାଚଳ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି। ଅନେକ ରାସ୍ତା ଧୋଇଯିବା ଯୋଗୁ ଯୋଗାଯୋଗ ସମସ୍ୟା ଦେଖାଦେଇଥିଲା। ଏପର୍ଯ୍ୟନ୍ତ ୩୮୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ…

ଦିଲ୍ଲୀ ଆଇଏସ୍‌ଆଇଏସ୍ ମଡ୍ୟୁଲ୍‌ର ପର୍ଦ୍ଦାଫାସ, ୫ ଗିରଫ

ନୂଆଦିଲ୍ଲୀ: ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ୍ଡ କରିବା ପାଇଁ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ମଙ୍ଗଳ ଓ ବୁଧବାର ସମନ୍ୱିତ ଚଢ଼ାଉରେ ଦିଲ୍ଲୀ, ରାଞ୍ଚି ଓ ଅନ୍ୟାନ୍ୟ ସ୍ଥାନରୁ ପ୍ରାୟ ଏକ ଡଜନ ସନ୍ଦିଗ୍ଧଙ୍କୁ ଅଟକ…

ଉତ୍ତରାଖଣ୍ଡ ପାଇଁ ମୋଦୀଙ୍କ ୧୨୦୦ କୋଟିର ରିଲିଫ୍‌ ସହାୟତା ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପର୍ଯ୍ୟୟ-ପ୍ରଭାବିତ ପଞ୍ଜାବ ଓ ହିମାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି। ଗୁରୁବାର ଡେରାଡୁନ୍ ଯାଇ ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ…

ଆର୍‌ଜେଡି ନେତାଙ୍କୁ ଗୁଳିକରି ହତ୍ୟା

ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ରାଜକୁମାର ରାୟ ଓରଫ ଆଲ୍ଲା ରାୟଙ୍କୁ ବୁଧବାର ରାତିରେ ଗୁଳିକରି ହତ୍ୟା କରାଯାଇଛି। ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏପରି ଘଟଣା ରାଜନୈତିକ ଉତ୍ତେଜନା ବଢ଼ାଇ…

ଦଳିତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଆପ୍ ବିଧାୟକ ଗିରଫ

ଚଣ୍ଡୀଗଡ଼: ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ମନଜିନ୍ଦର ସିଂହ ଲାଲପୁରା ଗିରଫ ହୋଇଛନ୍ତି। ଜଣେ ଦଳିତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଓ ଆକ୍ରମଣ ସମ୍ପର୍କିତ ୧୨ ବର୍ଷ ତଳର ମାମଲାରେ କୋର୍ଟ ଖଦୁର ସାହିବ୍ ବିଧାୟକ…

ଆର୍‌ଏସ୍‌ଏସ୍‌ ବିରୋଧରେ ମନ୍ତବ୍ୟ ପାଇଁ ପ୍ରିୟଙ୍କ ଖଡ଼ଗେଙ୍କୁ ଲିଗାଲ ନୋଟିସ ପଠାଇଲେ ସ୍ୱେଚ୍ଛାସେବୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଜଣେ ସ୍ୱେଚ୍ଛାସେବୀ ପ୍ରାୟ ଦୁଇମାସ ପୂର୍ବେ କଂଗ୍ରେସ ନେତା ପ୍ରିୟଙ୍କ ଖଡ଼ଗେଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। କର୍ଣ୍ଣାଟକର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ…

୧୩ରେ ମୋଦୀଙ୍କ ମଣିପୁର ଗସ୍ତ

ଇମ୍ଫାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ ତାରିଖରେ ହିଂସା ପ୍ରବଣ ମଣିପୁର ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ହିଂସା ଯୋଗୁ ବିସ୍ଥାପିତ ହୋଇଥିବା ଲେକଙ୍କ ପାଇଁ ପୁନଃ ଥଇଥାନ ବ୍ୟବସ୍ଥା ଏବଂ ରାଜ୍ୟର…

ଆସନ୍ତାକାଲି ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସିପି ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ: ନବ ନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇବେ। ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ…

ନେପାଳ ହିଂସା,ସେନା ଗୁଳିରେ ୨ କଏଦୀ ମୃତ ୧୦ ଆହତ

କାଠମାଣ୍ଡୁ : ୨ ଦିନ ଧରି ବ୍ୟାପକ ହିଂସା ପରେ ବର୍ତ୍ତମାନ ସେନା ନିୟନ୍ତ୍ରଣରେ ଶାସନ । ତଥାପି ଜାରି ରହିଛି 'ଜେନ ଜେଡ' ପିଢ଼ିର ବିକ୍ଷୋଭ । ଏହି ସମୟରେ ନେପାଳ ରାମେଛାପ ଜିଲ୍ଲାରେ ଜେଲ ଭାଙ୍ଗି ୨ କଏଦୀ ଫେରାର ହେଉଥିବାବେଳେ…