Browsing Category

ଦେଶ- ବିଦେଶ

ମୋଦୀ ଏବଂ ତାଙ୍କ ମା’ଙ୍କ ଏଆଇ ଭିଡିଓ ହଟାଇବାକୁ କଂଗ୍ରେସକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାଟନା : ପାଟନା ହାଇକୋର୍ଟ ବୁଧବାର କଂଗ୍ରେସକୁ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଦଳର ବିହାର ୟୁନିଟ୍ ଦ୍ୱାରା ସୋସିଆଲ ମିଡିଆରେ ପ୍ରସାରିତ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଦିବଂଗତ ମାଆ…

ଅସ୍ତ୍ରବିରତି ଘୋଷଣା କଲେ ମାଓ ସଂଗଠନ

ମାଲକାନଗିରି : ସୁରକ୍ଷାକର୍ମୀଙ୍କ ମାରାଥନ ଅପରେସନ ଯୋଗୁଁ ଭୁସୁଡୁଛି ମାଓ ଦୁର୍ଗ । ଶେଷରେ ମୁଣ୍ଡ ନୁଆଁଇଲା ଲାଲବାହିନୀ । ମାଓ ବିରୋଧୀ ଅପରେସନ ପରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓ ସଂଗଠନ । ଏନେଇ ମାଓ ସଂଗଠନ…

ଆଜି ପ୍ରଧାନମନ୍ତ୍ରୀଙ୍କର ୭୫ ତମ ଜନ୍ମ ଦିବସ,ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୫ ବର୍ଷ ବୟସରେ ପାଦ ଦେଲେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଟୁଇଟ୍‌ କରି…

ଯୁବରାଜ ସିଂ, ରବିନ ଉଥପ୍ପା ଏବଂ ସୋନୁ ସୁଦଙ୍କୁ ଇଡି ସମନ

ନୂଆଦିଲ୍ଲୀ : ବେଆଇନ ବେଟିଂ ଆପ ପ୍ରମୋସନ ମାମଲା । ବଲିଉଡ ଅଭିନେତା ସୋନୁ ସୁଦଙ୍କ ସହିତ ପୂର୍ବତନ କ୍ରିକେଟର ଯୁବରାଜ ସିଂ, ରବିନ ଉଥପ୍ପାଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ED ) । ବେଆଇନ ବେଟିଂ ଆପ 1xBet…

ମ୍ୟାଚ ପରେ ଭାରତୀୟ ଦଳ ହାତ ନମିଳାଇବାରୁ ପାକିସ୍ତାନ କ୍ରିକେଟରଙ୍କ ଫେରାଦ

ନୂଆଦିଲ୍ଲୀ : ପଡିଆରେ ଦୁଇ ଦୁଇଥର ଲଜ୍ଜିତ ହୋଇଛି ପାକିସ୍ତାନ କ୍ରିକେଟ ଦଳ । ଭାରତୀୟ କ୍ରିକେଟ ଦଳ ପକ୍ଷରୁ ପରାଜିତ ଏବଂ ଲଜ୍ଜିତ । ମ୍ୟାଚ ପରେ ପାକିସ୍ତାନୀ କ୍ରିକେଟରଙ୍କ ସହ ହାତ ମିଳାଇ ନଥିଲେ ଭାରତୀୟ କ୍ରିକେଟ ଟିମ…

ଲକ୍ଷ୍ନୌ ବିମାନବନ୍ଦରରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଇଣ୍ଡିଗୋ ବିମାନ

ଲକ୍ଷ୍ନୌ: ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ବିମାନବନ୍ଦରରେ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଇଣ୍ଡିଗୋର ଏକ ବିମାନ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ଜରୁରୀକାଳୀନ ବ୍ରେକ୍…

ହାଇପ୍ରୋଫାଇଲ୍‌ ସେକ୍ସ ରାକେଟର ପର୍ଦ୍ଦାଫାସ୍‌ , ୧୩ ଥାଇଲାଣ୍ଡ ମହିଳାଙ୍କ ସମେତ ୨୨ ଅଟକ

ସୁରଟ : ସୁରଟ ପୁଲିସ ଜାହାଙ୍ଗିରପୁରାର ଏକ ହୋଟେଲରେ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି। ଏହି ମାମଲାରେ ୨୨ ଜଣଙ୍କୁ ଅଟକ ରହିଛି। ସୁରଟ ପୁଲିସର ମାନବ ଚାଲାଣ ନିରୋଧୀ ଶାଖା (ଏଏଚ୍‌ଟିୟୁ) ବିଶେଷ…

ଝାଡ଼ଖଣ୍ଡରେ ଆଉ ୩ ଦୁର୍ଦ୍ଦାନ୍ତ ମାଓନେତା ସଫା

ଝାଡ଼ଖଣ୍ଡ : ଭୁସୁଡୁଛି ମାଓ ଦୁର୍ଗ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳୁଛନ୍ତି ଜଣେ ପରେ ଜଣେ ଦୁର୍ଦ୍ଦାନ୍ତ ମାଓ ନେତା । ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନରେ ପୁଣି ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ପୁଣି…

ରାୟପୁରରେ ‘ନ୍ୟୁଡ୍‌ ପାର୍ଟି’ ଯୋଜନା ପଣ୍ଡ, ୬ ଅଟକ

ରାୟପୁର : ଛତିଶଗଡ଼ ରାଜଧାନୀ ରାୟପୁରରେ ଏକ ବିବାଦୀୟ ‘ନ୍ୟୁଡ୍‌ ପାର୍ଟି’ ଆୟୋଜନ ଯୋଜନା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି। ପୁଲିସ ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖି…

ନୋଏଡାରେ ମାନସିକ ରୋଗୀ ପୁଅ ସହ ମହିଳାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲ: ଗ୍ରେଟର ନୋଏଡାରେ ଜଣେ ମହିଳା ନିଜ ମାନସିକ ରୋଗରେ ପୀଡ଼ିତ ପୁଅ ସହ ଆତ୍ମହତ୍ୟା କରିଦେଇଛନ୍ତି। ସେମାନେ ରହୁଥିବା ଫ୍ଲାଟର ୧୩ ମହଲାରୁ ‌ଡେଇଁ ମ‌ା, ପୁଅ ଆତ୍ମହତ୍ୟା କରିଛନ୍ତି। ଦୀର୍ଘ ଦିନ ହେଲା ପୁଅ ମାନସିକ…