Browsing Category

ଦେଶ- ବିଦେଶ

ହିମାଚଳରେ କଙ୍ଗନାଙ୍କୁ କଳା ପତାକା ଦେଖାଇ ବିରୋଧ

ସିମ୍‌ଲା: ହିମାଚଳପ୍ରଦେଶରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଏହି ସମୟରେ ବଲିଉଡ ଅଭିନେତ୍ରୀ ଏବଂ ବିଜେପି ସାଂସଦ କଙ୍ଗନା ରାଣାୱତ ଗୁରୁବାର ମଣ୍ଡି ନିର୍ବାଚନମଣ୍ଡଳୀ ଏବଂ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ବନ୍ୟା…

ପରିବାର ସହ ସମ୍ପର୍କ ଛିନ୍ନ କରିବାକୁ ସ୍ବାମୀଙ୍କ ଉପରେ ଚାପ ପକାଇବା ଅତ୍ୟାଚାର: ହାଇକୋର୍ଟ

ନୂଆଦିଲ୍ଲୀ: ଆଜିକାଲି ପାରିବାରିକ ସମ୍ପର୍କ ଦିନକୁ ଦିନ ଦୁର୍ବଳ ହେଉଥିବା ଦେଖା‌ଦେଉଛି। ଅଧିକାଂଶ ଲୋକ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁନାହାନ୍ତି। ତେବେ ସ୍ବାମୀଙ୍କ ପରିବାରଠାରୁ ଅଲଗା ରହିବାକୁ ଇଚ୍ଛା ରଖିବା,…

ବଲୁଚିସ୍ତାନରେ ବୋମା ବିସ୍ଫୋରଣ, ୮ ମୃତ

କ୍ବେଟା: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଆଜି ଦୁଇଟି ପୃଥକ କାର୍‌ ବୋମା ବିସ୍ଫୋରଣରେ ଅତି କମ୍‌ରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୪ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ କିଛି ଘଣ୍ଟା ବ୍ୟବଧାନରେ ସୁରକ୍ଷା ବାହିନୀ ଏବଂ…

ଦିଶା ପଟାନୀଙ୍କ ଘର ଉପରେ ଆକ୍ରମଣ କରିଥିବା ୨ ଅଭିଯୁକ୍ତ ଏନ୍‌କାଉଣ୍ଟରରେ ନିପାତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବାସଭବନ ଉପରକୁ ଗୁଳି ଚଳାଇବା ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଉତ୍ତରପ୍ରଦେଶର ଗାଜିଆବାଦରେ ପୁଲିସ ଏନ୍‌କାଉଣ୍ଟରରେ ନିପାତ ହୋଇଛନ୍ତି । ବିଭିନ୍ନ ରାଷ୍ଟ୍ରର ଅପରାଧୀ ସାମିଲ…

ବାଂଲାଦେଶରେ ଆମେରିକୀୟ ସେନା ଉପସ୍ଥିତି ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଲା

ଢାକା: ବାଂଲାଦେଶ ଗୁଇନ୍ଦା ସୂଚନାନୁଯାୟୀ ଆମେରିକା ସେନା ଏବଂ ବାୟୁସେନାର ପ୍ରାୟ ୧୨୦ ଜଣ ଅଧିକାରୀ ସେପ୍ଟେମ୍ବର ୧୦ ତାରିଖରେ ଚିତ୍ତଗଙ୍ଗର ରାଡିସନ ବ୍ଲୁ ହୋଟେଲରେ ପ୍ରବେଶ କରିଥିଲେ। ବାଂଲାଦେଶୀ ପ୍ରତିପକ୍ଷଙ୍କ ସହ ମିଳିତ…

ଦିଲ୍ଲୀରେ ଏସ୍‌ଆଇଆର ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ବିହାର ପରେ ଦିଲ୍ଲୀରେ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର) ଆରମ୍ଭ ହେବ। ଏଥିପାଇଁ ନିର୍ବାଚନ କମିସନ( ଇସି) ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ କମିସନ ବୁଧବାର ୨୦୦୨…

କର୍ଣ୍ଣାଟକର ଆଲେଣ୍ଡରେ ୬ ହଜାର ଭୋଟରଙ୍କ ନାମ କଟା ହୋଇଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ବିଜେପି ଏବଂ ନିର୍ବାଚନ କମିସନଙ୍କ ଉପରେ ତାଙ୍କର ‘ଭୋଟ୍ ଚୋରି’ ଆକ୍ରମଣକୁ ଆହୁରି ତୀବ୍ର କରିଛନ୍ତି । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ତାଙ୍କ ଭୋଟ ଚୋରି…

ସୁଧମୁକ୍ତ ଶିକ୍ଷାଋଣ ଘୋଷଣା କଲେ ବିହାର ସରକାର

ପାଟନା: ବିହାର ସରକାର ବିହାର ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ସ୍କିମ୍ ଅଧୀନରେ ଦିଆଯାଉଥିବା ଶିକ୍ଷାଋଣ ଉପରେ ସୁଧ ଛାଡ଼ କରିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ୍ସରେ ଏକ ପୋଷ୍ଟରେ ଏହି ଘୋଷଣା କରିଛନ୍ତି ଯେ,…

ମଧ୍ୟସ୍ଥତା ନେଇ ଟ୍ରମ୍ପଙ୍କ ଦାବି ମିଛ

ନୂଆଦିଲ୍ଲୀ: ଏକ ବିରଳ ସାର୍ବଜନୀନ ସ୍ବୀକାରୋକ୍ତି‌ରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଦାର୍‌ କହିଛନ୍ତି ଯେ ଭାରତ କେବେ ବି ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ପାଇଁ ରାଜି ହୋଇନାହିଁ।…

ମୋଦୀଙ୍କ ସହ କଥା ହେଲେ ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତାଙ୍କ ଡାନିସ୍‌ ପ୍ରତିପକ୍ଷ ମେଟ୍ଟେ ଫ୍ରେଡେରିକ୍‌ସେନଙ୍କ ସହ କଥା ହୋଇଛନ୍ତି। ୨ ନେତା ଦ୍ବିପାକ୍ଷିକ ବାଣିଜ୍ୟ ଏବଂ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ବିକ ଗୁରୁତ୍ବ…