Browsing Category

ଦେଶ- ବିଦେଶ

କଦମ୍ବ ଚାରା ପୋତିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ଏକ କଦମ୍ବ ଚାରା ଲଗାଇଛନ୍ତି। ଏହି ଚାରା ତାଙ୍କୁ ଏକ ବ୍ୟକ୍ତିଗତ ଉପହାର ଭାବେ ବ୍ରିଟେନର ରାଜା ଚାର୍ଲ‌୍‌ସ…

ନେତାନ୍ୟାହୁଙ୍କ ଗାଳି ଦେଲେ ଟ୍ରମ୍ପ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ‘ସବୁଠାରୁ ବଡ ବନ୍ଧୁ’ ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରତି ନିରାଶା ବ୍ୟକ୍ତ କରିଛନ୍ତି। କତରରେ ଇସ୍ରାଏଲର ଲଜ୍ଜାଜନକ ଆକ୍ରମଣକୁ ନେଇ ସେ ଇସ୍ରାଏଲ…

ସୁଦାନ ମସ୍‌ଜିଦରେ ଡ୍ରୋନ୍‌ ଆକ୍ରମଣ, ୭୦ ମୃତ

ଏଲ୍‌-ଫାଶେର୍‌: ସୁଦାନର ଉତ୍ତର ଦାରଫୁର୍‌ର ରାଜଧାନୀ ଏଲ୍‌-ଫାଶେର୍‌ରେ ଏକ ମସ୍‌ଜିଦ ଉପରେ ଶୁକ୍ରବାର ପ୍ରଚଣ୍ଡ ଆକ୍ରମଣ ହୋଇଛି। ଏକ ମସ୍‌ଜିଦରେ ନମାଜ ପାଠ ସମୟରେ ହୋଇଥିବା ଆକ୍ରମଣରେ ଅତି କମ୍‌ରେ ୭୦ ଜଣଙ୍କ ମୃତ୍ୟୁ…

ନେସନାଲ ଜିଓଗ୍ରାଫିକ ବହିରେ ସ୍ଥାନ ପାଇଲା ଶିମିଳିପାଳ ର କଳାବାଘ ,ଏକ୍ସରେ ପୋଷ୍ଟ କରି ଖୁସି ବ୍ୟକ୍ତ କଲେ…

ଭୁବନେଶ୍ୱର : ଚର୍ଚ୍ଚାରେ ମୟୁରଭଞ୍ଜ । ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ନେସନାଲ ଜିଓଗ୍ରାଫିକ ବହି ପ୍ରଚ୍ଛଦ ପୃଷ୍ଠାରେ ଶିମିଳିପାଳ କଳାବାଘ ଫଟୋ ସ୍ଥାନ ପାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସୋସିଆଲ ମିଡ଼ିଆ…

‘ମସ୍ତିଷ୍କ-ଖିଆ ଆମିବା’ରେ ୧୯ ମୃତ

ତିରୁଅନନ୍ତପୁରମ୍: ବିରଳ ଜଳବାହିତ ‘ମସ୍ତିଷ୍କ-ଖିଆ ଆମିବା’ ଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବା ପରେ କେରଳ ସତର୍କ ରହିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୧୯ ଜଣଙ୍କର ଏହି ରୋଗରେ ମୃତ୍ୟୁ ଘଟିଛି। ଗତବର୍ଷ କେରଳରେ ୩୬ଟି ପ୍ରାଇମେରୀ…

ଦିଲ୍ଲୀରେ ପିସିଆର୍‌ ଭ୍ୟାନ୍‌ ଧକ୍କା‌ରେ ଜଣେ ମୃତ, କନେଷ୍ଟବଳ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଏକ ପିସିଆର ଭ୍ୟାନ୍‌ ଆଜି ଥାନା ମନ୍ଦିର ମାର୍ଗ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ପିସିଆର୍‌ ଭ୍ୟାନ୍‌ ଡ୍ରାଇଭର ବ୍ରେକ୍‌ ବଦଳରେ ଏକ୍ସିଲେରେଟର ଦବାଇ…

ଦୁଷ୍କର୍ମ ଅଭିଯୋଗରେ ଲଳିତ ମୋଦୀଙ୍କ ଭାଇ ଗିରଫ

ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ମୁଖ୍ୟ ଲଳିତ ମୋଦୀଙ୍କ ଭାଇ ସମୀର ମୋଦୀଙ୍କୁ ଦିଲ୍ଲୀ ପୁଲିସ ଦୁଷ୍କର୍ମ ଅଭିଯୋଗରେ ଗିରଫ ‌କରିଛି। ଗୁରୁବାର ସନ୍ଧ୍ୟାରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ହିମାଚଳରେ କଙ୍ଗନାଙ୍କୁ କଳା ପତାକା ଦେଖାଇ ବିରୋଧ

ସିମ୍‌ଲା: ହିମାଚଳପ୍ରଦେଶରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଏହି ସମୟରେ ବଲିଉଡ ଅଭିନେତ୍ରୀ ଏବଂ ବିଜେପି ସାଂସଦ କଙ୍ଗନା ରାଣାୱତ ଗୁରୁବାର ମଣ୍ଡି ନିର୍ବାଚନମଣ୍ଡଳୀ ଏବଂ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ବନ୍ୟା…

ପରିବାର ସହ ସମ୍ପର୍କ ଛିନ୍ନ କରିବାକୁ ସ୍ବାମୀଙ୍କ ଉପରେ ଚାପ ପକାଇବା ଅତ୍ୟାଚାର: ହାଇକୋର୍ଟ

ନୂଆଦିଲ୍ଲୀ: ଆଜିକାଲି ପାରିବାରିକ ସମ୍ପର୍କ ଦିନକୁ ଦିନ ଦୁର୍ବଳ ହେଉଥିବା ଦେଖା‌ଦେଉଛି। ଅଧିକାଂଶ ଲୋକ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁନାହାନ୍ତି। ତେବେ ସ୍ବାମୀଙ୍କ ପରିବାରଠାରୁ ଅଲଗା ରହିବାକୁ ଇଚ୍ଛା ରଖିବା,…

ବଲୁଚିସ୍ତାନରେ ବୋମା ବିସ୍ଫୋରଣ, ୮ ମୃତ

କ୍ବେଟା: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଆଜି ଦୁଇଟି ପୃଥକ କାର୍‌ ବୋମା ବିସ୍ଫୋରଣରେ ଅତି କମ୍‌ରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୪ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ କିଛି ଘଣ୍ଟା ବ୍ୟବଧାନରେ ସୁରକ୍ଷା ବାହିନୀ ଏବଂ…