Browsing Category
ଦେଶ- ବିଦେଶ
ଜଗନଙ୍କ କ୍ଷମତାରେ ତିରୁପତି ମନ୍ଦିର ଦାନବାକ୍ସରୁ ୧୦୦ କୋଟି ଲୁଟ୍ ଅଭିଯୋଗ
ତିରୁପତି: ୱାଇ ଏସ୍ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ବାଧୀନ ୱାଇଏସ୍ଆର୍ କଂଗ୍ରେସ କ୍ଷମତାରେ ଥିବା ସମୟରେ ତିରୁପତି ମନ୍ଦିର ଦାନବାକ୍ସରୁ ୧୦୦ କୋଟି ଟଙ୍କା ଲୁଟ୍ ହୋଇଥିବା ଟିଡିପି ନେତା ନର ଲୋକେଶ ଅଭିଯୋଗ…
ଭାରତ-ନେପାଳ ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୫ ଗିରଫ
ପାଟନା: ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରୁଥିବାବେଳେ ଭାରତ-ନେପାଳ ସୀମାରେ ୫ ବିଦେଶୀ ନାଗରିକ ଧରାପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ସୁଦାନ ଓ ଜଣେ ବଲିଭିଆର। ଶନିବାର ରାତିରେ ସେମାନଙ୍କୁ ରକ୍ସାଉଲ ବସଷ୍ଟାଣ୍ଡରୁ…
ପାଲେଷ୍ଟାଇନକୁ ରାଷ୍ଟ୍ର ସ୍ବୀକୃତି ଦେଲେ ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆ
ଗାଜା : ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆ ରବିବାର ପାଲେଷ୍ଟାଇନକୁ ଏକ ସାର୍ବଭୌମ ରାଷ୍ଟ୍ର ଭାବରେ ସ୍ୱୀକୃତି ଦେଇଛନ୍ତି। ଆମେରିକାଠାରୁ ନିଜର ବିଦେଶ ନୀତିକୁ ଅଲଗା ଦର୍ଶାଇ ବ୍ରିଟେନ ଏହି ପଦକ୍ଷେପ ନେଇଛି। ବ୍ରିଟେନ…
ମୁଁ ୭ ଯୁଦ୍ଧ ରୋକିଲିଣି, ନେବେଲ୍ ପାଇଁ ହକ୍ଦାର: ଟ୍ରମ୍ପ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟକ୍ରମରେ ପୁଣି ଦାବି କରିଛନ୍ତି ଯେ ସେ ଚଳିତ ବର୍ଷ ଭାରତ-ପାକିସ୍ତାନ ସମେତ ୭ ଅନ୍ତର୍ଜାତୀୟ ସଂଘର୍ଷକୁ ବାଣିଜ୍ୟ ଚାପ ଦ୍ୱାରା ଅଟକାଇବାରେ ସକ୍ଷମ ହୋଇଛନ୍ତି।…
ଖାଇବର ପଖତୁଙ୍ଖୱା ଗାଁ ଉପରେ ପାକ୍ ବାୟୁସେନାର ବୋମାବର୍ଷା, ୩୦ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ରବିବାର ବିଳମ୍ବିତ ରାତିରେ ଖାଇବର ପଖତୁନଖ୍ୱା ପ୍ରଦେଶରେ ପାକିସ୍ତାନୀ ବାୟୁସେନା ବୋମା ବର୍ଷା କିରିଛି। ପାକ୍ ବାୟୁସେନା ଆକ୍ରମଣରେ ଖାଇବର ପଖତୁଙ୍ଖୱାରେ ମହିଳା ଏବଂ ଶିଶୁ ସମେତ ଅତି କମ୍ରେ ୩୦ ଜଣଙ୍କର…
ଗାଜାରେ ଇସ୍ରାଏଲ ଆକ୍ରମଣ, ୨୪ ଘଣ୍ଟାରେ ଶତାଧିକ ମୃତ
ତେଲ୍ ଅଭିଭ୍: ଗାଜା ସହରରେ ଇସ୍ରାଏଲ ପ୍ରଚଣ୍ଡ ବିମାନ ଆକ୍ରମଣ ଜାରି ରଖିଛି। ଗତକାଲିଠାରୁ ଆକ୍ରମଣର ଆହୁରି ତୀବ୍ର ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଶତାଧିକ ପାଲେଷ୍ଟିନୀୟଙକର ମୃତ୍ୟୁ ଘଟିଛି। ଏହା ଚଳିତ ଯୁଦ୍ଧରେ…
ମୁଖ୍ୟମନ୍ତ୍ରୀ ଚେହେରା ବିନା ନିର୍ବାଚନ ଲଢ଼ିବୁ ନାହିଁ : ତେଜସ୍ବୀ
ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଟିମେଣ୍ଟରେ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି।ଆସନ ବୁଝାମଣାକୁ ନେଇ ଏବଂ ମୁ୍ଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ଇଣ୍ଡି ମେଣ୍ଟ ସହଯୋଗୀମାନଙ୍କ ମଧ୍ୟରେ ବିବାଦ…
ମନି ଲଣ୍ଡରିଂ ମାମଲାରେ ଆଶ୍ବସ୍ତି ପାଇଁ ଜ୍ୟାକଲିନଙ୍କ ଆବେଦନ
ନୂ୍ଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖରର ୨୧୫ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ଚାହୁଁଛନ୍ତି। ଏନେଇ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ…
ମୁମ୍ବାଇ-ଫୁକେଟ୍ ବିମାନକୁ ବୋମା ଧମକ
ମୁମ୍ବାଇ: ମୁମ୍ବାଇରୁ ଥାଇଲାଣ୍ଡର ଫୁକେଟ୍ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ସନ୍ଧ୍ୟାରେ ବୋମା ଧମକ ଯୋଗୁଁ ଚେନ୍ନାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଏହି ବିମାନରେ ୧୭୬…
ମତେ ପାକିସ୍ତାନରେ ଘର ଭଳି ଲାଗେ : ସାମ୍ ପିଟ୍ରୋଡା
ନୂଆଦିଲ୍ଲୀ: ବିବାଦର ପ୍ରିୟ ସନ୍ତାନ, ସାମ୍ ପିଟ୍ରୋଡା , ଭାରତର ବୈଦେଶିକ ନୀତିରେ ପରିବର୍ତ୍ତନ ଆଣି ପ୍ରଥମେ ପଡ଼ୋଶୀ ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଛନ୍ତି ଏବଂ କହିଛନ୍ତି ଯେ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ଗସ୍ତ…