Browsing Category

ଦେଶ- ବିଦେଶ

ବରେଲିରେ ତେଜିଲା ‘ଆଇ ଲଭ୍‌ ମହମ୍ମଦ’ ବିବାଦ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବରେଲିରେ ‘ଆଇ ଲଭ୍‌ ମହମ୍ମଦ’ ବିବାଦ ତେଜିଛି। ବରେଲିର ଏକ ମସ୍‌ଜିଦରେ ଶୁକ୍ରବାର ପ୍ରାର୍ଥନା ଶେଷ ହେବାପରେ ଅନେକ ସଂଖ୍ୟାରେ ବ୍ୟକ୍ତି ‘ ଆଇ ଲଭ୍‌ ମହମ୍ମଦ’ ଅଭିଯାନ ସମର୍ଥନରେ ମସଜିଦ ବାହାରେ…

ରାୟପୁର ‌ଷ୍ଟିଲ୍‌ ପ୍ଲାଣ୍ଟରେ ଦୁର୍ଘଟଣା, ୬ ଜଣଙ୍କ ମୃତ୍ୟୁ

ରାୟପୁର: ଛତିଶଗଡ଼ର ରାୟପୁରରେ ଏକ ଘରୋଇ ଷ୍ଟିଲ ପ୍ଲାଣ୍ଟ୍‌ରେ ଆଜି ଏକ ଢାଞ୍ଚା ଭୁଶୁଡ଼ି ପଡ଼ିବା ଫଳରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଆହୁରି ୫ ଜଣ ଫସି ରହିଥିବା ଅନୁମାନ କରାଯାଉଛି।…

ଜୁବିନ୍‌ ଗର୍ଗ ମୃତ୍ୟୁ ମାମଲାରେ ସଙ୍ଗୀତଜ୍ଞ ଶେଖର ଜ୍ୟୋତି ଅଟକ

ଗୌହାଟୀ: ସିଙ୍ଗାପୁରରେ ଏକ ଦୁଃଖଦ ସ୍କୁବା ଡାଇଭିଂ ଦୁର୍ଘଟଣାରେ ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ପରଲୋକ ହୋଇଛି। ଆସାମ ସରକାର ତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଏକ ୧୦ ଜଣିଆ ଏସ୍‌ଆଇଟି ଗଠନ କରିଥିବା ବେ‌ଳେ…

ବିହାରରେ ଇବିସି ପାଇଁ ସଂରକ୍ଷଣ, ଜମି ଏବଂ ଶିକ୍ଷାକୁ ନେଇ ଇଣ୍ଡି ମେଣ୍ଟର ପ୍ରତିଶ୍ରୁତି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ବିହାରରେ ବିରୋଧୀ ଇଣ୍ଡି ମେଣ୍ଟ ଇବିସି (ଅତି ପଛୁଆ ବର୍ଗ) ପାଇଁ ଆଜି ଏକ୧୦ ସୂତ୍ରୀ ସଂକଳ୍ପପତ୍ର ଜାରି କରିଛି।…

ବିହାର ପାଇଁ ଧର୍ମେନ୍ଦ୍ର, ତାମିଲନାଡ଼ୁ ପାଇଁ ବୈଜୟନ୍ତ ନିର୍ବାଚନ ବିଜେପିର ପ୍ରଭାରୀ

ନୂଆଦିଲ୍ଲୀ: ଆଗକୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ବିଜେପି ଗୁରୁବାର ପ୍ରମୁଖ ସାଂଗଠନିକ ନିଯୁକ୍ତି ଘୋଷଣା କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପ୍ରଭାରୀ ନିଯୁକ୍ତ…

ସୋନମ ୱାଙ୍ଗଚୁକଙ୍କ ବିରୋଧରେ କେନ୍ଦ୍ରର କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ବୁଧବାର ହୋଇଥିବା ହିଂସାକୁ ନେଇ କେନ୍ଦ୍ର ସରକାର ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର ସ୍ବରାଷ୍ଟ୍ର…

କର୍ନେଲ ଭାବେ ପଦୋନ୍ନତି ପାଇଲେ ପ୍ରସାଦ ପୁରୋହିତ

ମୁମ୍ବାଇ: ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରୁ ନିକଟରେ ଦୋଷମୁକ୍ତ ହୋଇଥିବା ଲେଫ୍ଟନାଣ୍ଟ କର୍ନେଲ ପ୍ରସାଦ ପୁରୋହିତ କର୍ନେଲ ରୢାଙ୍କକୁ ପଦୋନ୍ନତି ପାଇଛନ୍ତି। ପ୍ରସାଦଙ୍କ ପତ୍ନୀ ଅପର୍ଣ୍ଣା ପୁରୋହିତ ତାଙ୍କର…

ବିହାରରେ ୭୫ ଲକ୍ଷ ମହିଳାଙ୍କୁ ୧୦ ହଜାର ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିହାରର ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ର ଶୁଭାରମ୍ଭ କରିଛନ୍ତି ଏବଂ ରାଜ୍ୟବ୍ୟାପୀ ୭୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧୦ହଜାର ଟଙ୍କା ପଠାଇଛନ୍ତି।…

ଆଜି ଅବସର ନେବ ପରାକ୍ରମୀ ମିଗ୍-୨୧

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପାଇଁ ଏକ ଯୁଗର ଅନ୍ତ ହେବାକୁ ଯାଉଛି । ଆକାଶରେ ଆଉ ଗର୍ଜିବ ନାହିଁ ପରାକ୍ରମୀ ମିଗ୍-୨୧ । ଆଜି ଆନୁଷ୍ଠାନିକ ଭାବରେ ଏହା ଅବସର ଗ୍ରହଣ କରିବ । ଦୀର୍ଘ ୬ ଦଶନ୍ଧିର ଗୌରବମୟ ସେବା ପରେ, ଏହି…

୧୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ରାଉରକେଲା : ଭୁସୁଡୁଛି ମାଓ ଦୁର୍ଗ । ସଂଗଠନ ଛାଡୁଛନ୍ତି ସଦସ୍ୟ । ମୁଖ୍ୟସରତ ଆଡକୁ ମୁହାଉଁଛନ୍ତି ମାଓବାଦୀ । ଝାଡ଼ଖଣ୍ଡ ଡିଜିପିଙ୍କ ନିକଟରେ ଚାରି ଜଣ ମହିଳାଙ୍କ ସମେତ ୧୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ସରଣ୍ଡା ଏବଂ…