Browsing Category
ଦେଶ- ବିଦେଶ
ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାକୁ ମୋଦୀଙ୍କ ସ୍ବାଗତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାକୁ ସ୍ବାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ଆମେ…
ଦିଲ୍ଲୀ ବାବାଙ୍କ କୋଠରୀରୁ ପ୍ରଧାନମନ୍ତ୍ରୀ ମୋଦୀ, ବାରାକ ଓବାମାଙ୍କ ନକଲି ଫଟୋ ଜବତ
Fake Photos Of PM Modi, Barack Obama Recovered From Delhi Baba's Roomନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଆତ୍ମଘୋଷିତ ଧର୍ମଗୁରୁ ‘ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ’, ଯିଏ ଓଡ଼ିଶାର ପାର୍ଥସାରଥି ନାମରେ ମଧ୍ୟ ଜଣାଶୁଣା…
୧୦ ବର୍ଷରେ ଛାତ୍ର ଆତ୍ମହତ୍ୟା ୬୫ ପ୍ରତିଶତ ବଢ଼ିଛି
ନୂଆଦିଲ୍ଲୀ: ୨୦୨୩ ମସିହାରେ ଦେଶରେ ରେକର୍ଡ ୧୩,୮୯୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ୨୦୨୨ ତୁଳନାରେ ଏହା ୬.୫% ଅଧିକ। ୨୦୨୨ରେ ୧୩,୦୪୪ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏନ୍ସିଆରବି (ଜାତୀୟ ଅପରାଧ ରେକର୍ଡସ…
କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ୩ ପ୍ରତିଶତମହଙ୍ଗା ଭତ୍ତା
ନୂଆଦିଲ୍ଲୀ : ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ)…
ସ୍ବାମୀଙ୍କ ନିସର୍ତ୍ତ ମୁକ୍ତି ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କଲେ ସୋନମଙ୍କ ପତ୍ନୀ
ନୂଆଦିଲ୍ଲୀ : ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଡକ୍ଟର ଗୀତାଞ୍ଜଳି ଜେ. ଆଙ୍ଗମୋ ତାଙ୍କ ସ୍ୱାମୀଙ୍କ ନିଃସର୍ତ୍ତ ମୁକ୍ତି ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ଜେଲରେ ଥିବା ଜଳବାୟୁ କର୍ମୀ ସୋନମ…
ଦେଶରେ ୫୭ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୫୭ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ ୫୮୬୨ କୋଟିରୁ ଅଧିକ ଟଙ୍କା, ଓଡ଼ିଶାରେ ଖୋଲିବ ୬ଟି - ଧର୍ମେନ୍ଦ୍ର ପ୍ରଧାନ
• ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ କରିବାରେ ଏକ ବଡ଼ ପଦକ୍ଷେପ
• ପ୍ରଧାନମନ୍ତ୍ରୀ…
ରାଜସ୍ଥାନରେ କଫ ସିରପ୍ ନେଲା ୨ ଶିଶୁଙ୍କ ଜୀବନ, ଡାକ୍ତର ଏହାକୁ ନିରାପଦ ପ୍ରମାଣିତ କରି ଅଚେତ ହୋଇଗଲେ
ଜୟପୁର : ରାଜସ୍ଥାନ ସରକାରଙ୍କ ପାଇଁ ଏକ ଔଷଧ କମ୍ପାନି ଦ୍ୱାରା ନିର୍ମିତ ଏକ ଜେନେରିକ କଫ ସିରପ ଯୋଗୁଁ ଗତ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୦ ଜଣ ଅସୁସ୍ଥ ହୋଇପଡ଼ିଥିବା…
RSS ର ଶତବାର୍ଷକୀ ଉତ୍ସବ ପାଳନ
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ଶତବାର୍ଷିକୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ RSSର ଅବଦାନକୁ ଦର୍ଶାଇ ଏକ ସ୍ମାରକୀ ଡାକ ଟିକେଟ୍ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ଭାରତ ସରକାର ସଂଘର…
ମହାରାଷ୍ଟ୍ର ବନ୍ୟା ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
ମୁମ୍ବାଇ,୨୯/୯: ମହାରାଷ୍ଟ୍ରରେ ଗତ ତିନିଦିନ ହେଲା ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ସ୍ଥିତି ଦେଖାଯାଇଛି। ବନ୍ୟା ଯୋଗୁଁ ରାଜ୍ୟରେ ୧୧ ଜଣଙ୍କର ମୃତ୍ୟୁ ହେଲାଣି। ବନ୍ୟା…
ହରିୟାଣା କଂଗ୍ରେସର ନୂଆ ମୁଖ୍ୟ ରାଓ ନରେନ୍ଦ୍ର ସିଂହ
ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ରାଓ ନରେନ୍ଦ୍ର ସିଂହ ହରିୟାଣା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ହୋଇଛନ୍ତି। ସୋମବାର କଂଗ୍ରେସ ପକ୍ଷରୁ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ଏହାସହିତ ବିଦାୟୀ ପିସିସି ସଭାପତି…