Browsing Category
ଦେଶ- ବିଦେଶ
ମଣିପୁରରେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ଇମ୍ଫାଲ: ମଣିପୁରରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଶନିବାର ବଡ଼ଧରଣର ତଲାସି ଅଭିଯାନ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଦାଦାବଟି ଆଦାୟ ତଥା ଅନ୍ୟ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଅଭିଯୋଗରେ କେତେକ…
ପାକିସ୍ତାନରେ ଗୁଳିକାଣ୍ଡ, ୪ ମୃତ
କରାଚି: ପାକିସ୍ତାନର କରାଚିରେ ଶନିବାର ୩ ଘଣ୍ଟା ମଧ୍ୟରେ ୬ଟି ଗୁଳିକାଣ୍ଡ ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି। କରାଚିର ଓରିଙ୍ଗ ଟାଉନ ଅଞ୍ଚଳରେ ଡକାୟତି ଘଟଣା ବେଳେ ଜଣେ ଡକାୟତର ମୃତ୍ୟୁ ହୋଇଛି। ଇକବାଲ…
କେରଳରେ ବିନା ପ୍ରେସକ୍ରିପସନ୍ରେ ପିଲାଙ୍କ ଔଷଧ ମିଳିବନି
ଥିରୁଅନନ୍ତପୁରମ : କେରଳ ସ୍ୱାସ୍ଥ୍ୟ ବିଭାଗ ସୋମବାର ଦିନ ନିର୍ଦ୍ଦେଶ ଦେଇଛି ଯେ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କୌଣସି ଔଷଧ ଦିଆଯିବନାହିଁ। କିଛି କଫ୍ ସିରପ ଉପରେ ଚିନ୍ତା ପ୍ରକଟ…
ବ୍ରିଟେନ୍ରେ ଘୃଣା ହିଂସା: ମସ୍ଜିଦରେ ନିଆଁ ଲଗାଇଦେଲେ
ଲଣ୍ଡନl ବ୍ରିଟେନ୍ର ଇଷ୍ଟ ସସେକ୍ସ ସ୍ଥିତ ‘ପିସ୍ କମ୍ୟୁନିଟି ସେଣ୍ଟର ଆଣ୍ଡ୍ ମସ୍ଜିଦ’ରେ ଗତରାତିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ସସେକ୍ସ ପୁଲିସ କହିଛି ଯେ ଏହା ମୁସଲିମ ସମ୍ପ୍ରଦାୟ ବିରୋଧରେ ଘୃଣାମୂଳକ…
ପ୍ରଧାନ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଲେ ବ୍ୟକ୍ତି, ସନାତନ ପ୍ରତି ଅପମାନ ସହି ହେବନି କହିଲେ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି. ଆର୍ ଗୱାଇଙ୍କ ଉପରକୁ ଜଣେ ବ୍ୟକ୍ତି ଜୋତା ଫିଙ୍ଗିଛନ୍ତି । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ଉକ୍ତ ବ୍ୟକ୍ତି ଜଣଙ୍କ ଅନ୍ୟ କେହି ନୁହନ୍ତି। କୋର୍ଟରେ ଜଣେ ଓକିଲ…
ଯୁଦ୍ଧ ହେଲେ ଭାରତ ନିଜ ଯୁଦ୍ଧବିମାନର କୁଢ଼ କୁଢ଼ ଅଳିଆରେ ଦବିଯିବ : ପାକିସ୍ତାନ
ଇସଲାମାବାଦ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଆଜି ଭାରତକୁ ପୁଣିଥରେ ଧମକ ଦେଇ ଉଭୟ ରାଷ୍ଟ୍ର ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ବଢ଼ାଇଛନ୍ତି। ଆସିଫ୍ ‘ଏକ୍ସ’ରେ ଏକ ପୋଷ୍ଟ୍ କରି କହିଛନ୍ତି, ‘ପାକିସ୍ତାନ…
ବିହାରରେ ଏସ୍ଆଇଆର୍ ସଫଳ, ଖୁବ୍ଶୀଘ୍ର ସାରା ଦେଶରେ ଲାଗୁ
ପାଟନା: ବିହାରରେ ସ୍ବତନ୍ତ୍ର ଭୋଟର ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା ସଫଳ ହୋଇଛି। ମୁଖ୍ୟ ନିର୍ବାଚନ କମିସନର(ସିଇସି) ଜ୍ଞାନେଶ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି। ବିହାର ଏସ୍ଆଇଆର୍…
ଦାର୍ଜିଲିଂରେ ବର୍ଷା ବିପର୍ଯ୍ୟୟ ଓ ଭୂସ୍ଖଳନରେ ୧୭ ମୃତ
ଦାର୍ଜିଲିଂ, ୫/୧୦: ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ଯୋଗୁ ବ୍ଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗ ସ୍ଥିତ ଦାର୍ଜିଲିଂରେ ଗତକାଲି ରାତି ତମାମ ବର୍ଷା ଯୋଗୁ ଅତି ଭୟଙ୍କର ସ୍ଥିତି ଉପୁଜିଛି। ବର୍ଷା ଓ…
ନେପାଳରେ ଭୂସ୍ଖଳନ ଏବଂ ଅଚାନକ ବନ୍ୟାରେ ୬୪ ମୃତ
କାଠମାଣ୍ଡୁ: ନେପାଳରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଏବଂ ଆକସ୍ମିକ ବନ୍ୟାରେ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ଶତାଧିକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ଏବଂ ପୋଲଗୁଡ଼ିକ ଧୋଇ ଯାଇଥିବାରୁ ଅଣାୟତ୍ତ ସ୍ଥିତି…
୭ ବର୍ଷ ଜେଲ୍ଦଣ୍ଡ ହେବାପରେ ଯୋଧପୁର କୋର୍ଟରୁ ଖସିଗଲେ ୧୬ ଦୋଷୀ
ଯୋଧପୁର : ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ୨୦୧୨ ମସିହାର ଏକ ଆକ୍ରମଣ ମାମଲାରେ ୧୬ ଜଣ ଦୋଷୀ ରାଜସ୍ଥାନର ଯୋଧପୁର ମାଜିଷ୍ଟ୍ରେଟ କୋର୍ଟରୁ ଖସି ପଳାଇଛନ୍ତି। ଗତ ସେପ୍ଟେମ୍ବର ୨୬ ତାରିଖରେ ଏହି ମାମଲାରେ ସେମାନଙ୍କୁ…