Browsing Category
ସାହିତ୍ୟ
ଜନ୍ମାଷ୍ଟମୀ
ଭାଦ୍ରବ ମାସ ହେଉଛି ଓଷାବ୍ରତର ମାସ । ତେବେ ଏ ସମସ୍ତ ପର୍ବପର୍ବାଣୀ ମଧ୍ୟରେ ଜନ୍ମାଷ୍ଟମୀ ବ୍ରତ ସ୍ୱତନ୍ତ୍ର । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହେଉଥିବା ଏ ବ୍ରତ କେବଳ ଶ୍ରୀକୃଷ୍ଣଙ୍କର ଧରାବତରଣ ଲୀଳାକୁ…
ଆଜି ଜନ୍ମଦିନ ,, କାହ୍ନୁଚରଣ ମହାନ୍ତି
ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଭାବେ ତାଙ୍କର ରହିଛି ସ୍ୱାତନ୍ତ୍ର ପରିଚୟ । ୧୯୦୬ ଅଗଷ୍ଟ ୧୧ରେ ଜନ୍ମ ଗ୍ରହଣ କରିଥିବା କାହ୍ନìଚରଣ ୧୯୩୦ ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ…
ଆଜି ଜନ୍ମଦିନ ,, ଭି ଭି ଗିରି
ବରାହଗିରି ଭେଙ୍କଟଗିରି ବା ସାଧାରଣରେ ଭି. ଭି. ଗିରି ହେଉଛନ୍ତି ଭାରତର ଜଣେ ବିଶିଷ୍ଟ ରାଜନେତା, ଯାହାଙ୍କ କାର୍ଯ୍ୟକୁ ଲୋକ ଆଜି ବି ମନେ ପକାନ୍ତି । ଭାରତର ୪ର୍ଥ ରାଷ୍ଟ୍ରପତି ଭାବରେ ୨୪ ଅଗଷ୍ଟ ୧୯୬୯ରୁ ୨୩ ଅଗଷ୍ଟ ୧୯୭୪…
ଆଜି ଜନ୍ମଦିନ,, ରଘୁନାଥ ପାଣିଗ୍ରାହୀ
ଆଧୁନିକ ଯୁଗର ଜଣେ ଓଡ଼ିଶୀ କଣ୍ଠଶିଳ୍ପୀ ଭାବେ ରଘୁନାଥ ପାଣିଗ୍ରାହୀଙ୍କର ରହିଛି ଅନନ୍ୟ କ୍ଷାତି । ସେ ରାୟଗଡ଼ା ଜିଲ୍ଲାର ଗୁଣପୁର ସହରରେ ୧୯୩୪ ମସିହା ଅଗଷ୍ଟ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ପିତା…
ଆଜି ଜନ୍ମଦିନ, ସରଳା ଦେବୀ
୧୯୦୪ ମସିହା ଅଗଷ୍ଟ ୯ରେ ଜଗତସିଂପୁରରେ ଜନ୍ମିତା ସରଳା ଦେବୀ ଓଡିଶାର ଜଣେ ସୁଲେଖିକା ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ଘରେଘରେ ପରିଚିତ । ନାରୀ ଶିକ୍ଷା ତଥା ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଲଢିବା…
ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ,, ସିକନ୍ଦର ଆଲମ
ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଭାବେ ପରିଚିତ ସିକନ୍ଦର ଆଲମ । ଏହା ସମେତ ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଯଥା ଜଗନ୍ନାଥ ଜଣାଣ, ଭଜନ, ଛାନ୍ଦ, ଚମ୍ପୂ, ଚଉପଦୀ ନିମନ୍ତେ ଓଡ଼ିଶାର ଘରେ ଘରେ ପରିଚିତ ।…
ଆଜି ଜନ୍ମଦିନ , ପଣ୍ଡିତ ନୀଳକଣ୍ଠ ଦାସ
ଓଡ଼ିଶାର ବରପୁତ୍ରଙ୍କ ମଧ୍ୟରେ ନୀଳକଣ୍ଠ ଦାସ ଖୁବ ପରିଚିତ । ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳର ଶ୍ରୀରାମଚନ୍ଦ୍ରପୁରରେ ୧୮୮୪ ଅଗଷ୍ଟ ୫ରେ ଜନ୍ମିତ ନୀଳକଣ୍ଠ ଦାସ ଏକାଧାରରେ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା…
ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି,, ନନ୍ଦିନୀ ଶତପଥୀ
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ବିଶିଷ୍ଟ ଲେଖିକା ଭାବେ ଖୁବ ପରିଚିତା ଥିଲେ ନନ୍ଦିନୀ ଶତପଥୀ । ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ।…
ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି, ବାଲ ଗଙ୍ଗାଧର ତିଲକ
ଜଣେ ଭାରତୀୟ ଜାତୀୟବାଦୀ, ସାମ୍ବାଦିକ, ଶିକ୍ଷକ, ସମାଜ ସଂସ୍କାରକ, ଓକିଲ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବେ ବେଶ୍ ପରିଚିତ ଥିଲେ ବାଲ ଗଙ୍ଗାଧର ତିଲକ । ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ…
ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି, ସହିଦ ଉଧାମ ସିଂ
ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ମହାନ ତଥା କ୍ରାନ୍ତିକାରୀ ବ୍ୟକ୍ତିଥିଲେ ଉଧାମ ସିଂ । ଜାଲିଓ୍ୱାନା ବାଗ ହତ୍ୟାକାଣ୍ଡ ସମୟରେ ତତ୍କାଳିନ ଗର୍ଭନର ଜେନରାଲ ମାଇକେଲ ଓ ଡାୟରଙ୍କୁ ଗୁଳିକରି ହତ୍ୟା କରିଥିଲେ । ତାଙ୍କର ଭାରତର…