Browsing Category

ଜୀବନଚର୍ଯ୍ୟା

ଆଖି ବୁଜିଦେଲେ ନନ୍ଦ ସ।ର

ଭୁବନେଶ୍ୱର: ଡିସେମ୍ବର ୦୭: ଆଖି ବୁଜିଦେଲେ ନନ୍ଦ ସ।ର । ୧୦୨ ବର୍ଷ ବୟସରେ ଶେଷରେ ଆରପାରିକୁ ଚାଲିଗଲେ ନିଆରା ଶିକ୍ଷକ । ଚ।ଟଶ।ଳୀରେ ଛୋଟ ପିଲ।ଙ୍କୁ ଭବିଷ୍ୟତର ର।ସ୍ତ। ଦେଖ।ଉଥିବ। ଏହି ଶିକ୍ଷକ ଆଜି ନିରବ । ଭୁବନେଶ୍ୱରର ଏକ…

ବିବାହ ସିଜନ୍‌ରେ ପ୍ରସ୍ତୁତ କରନ୍ତୁ ସାଗୁଦାନା ବରଫି

ଏବେ ବିବାହ ସିଜନ୍‌ ଚାଲିଛି । ଏହି ସିଜନ୍‌ରେ ଅନେକ କୁଣିଆ ଘରକୁ ଆସିଥାନ୍ତି, କିମ୍ବା ଆପଣମାନେ ବନ୍ଧୁବାନ୍ଧବଙ୍କ ଘରକୁ ଯାଇଥାନ୍ତି ଉତ୍ସବରେ ସାମିଲ ହେବା ପାଇଁ । ତେବେ ଏହି ସମୟରେ ମିଠାର ଚାହିଦା ଅଧିକ ଥାଏ । ବଜାର ମିଠା…

ଗିଙ୍ଗହମ୍‌ ପ୍ରିଣ୍ଟର କ୍ରେଜ୍‌

ଯଦି ଆପଣ ଚେକ୍‌ ଷ୍ଟାଇଲ୍‌ରେ କିଛି ପିନ୍ଧିବାକୁ ଚାହୁଁଛନ୍ତି, ତାହେଲେ ଗିଙ୍ଗହମ୍‌ ପ୍ରିଣ୍ଟ୍‌କୁ ଚୟନ କରନ୍ତୁ । ଏହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୋଇନଥାଏ । କୁହାଯାଏ ଯେ ଅଠର ଶହ ଶତାବ୍ଦୀରୁ ଏହି ପ୍ରିଣ୍ଟ୍‌ର ପ୍ରଚଳନ…

ଇଣ୍ଡିଆନ ମସାଲା କ୍ୟାନ୍‌ପିସ୍‌

ବେଳେ ବେଳେ ଘରକୁ କୁଣିଆ ହଠାତ୍‌ ଆସିଲେ, ଘରେ କିଛି ଭଲ ଖାଦ୍ୟ ତିଆରି କରି ପରଷିବା ପାଇଁ ନଥାଏ । ଏହିପରି ସ୍ଥଳରେ ଘରେ ଥିବା ସାଧାରଣ ପରିବା ଯେପରି ପିଆଜ, କାକଡ଼ୁ ଓ ଟମାଟୋରୁ ଆପଣମାନେ ଆକର୍ଷଣୀୟ ଦେଖାଯାଉଥିବା ଓ ସୁସ୍ୱାଦୁ…

ଚାଲିଛି ବିବାହ ସିଜନ୍‌: ଜାଣନ୍ତୁ ‘େୱଡିଂ ମାର୍କେଟ୍‌’ ବିଷୟର କିଛି କଥା..

ବିବାହ ତାରିଖ ସ୍ଥିର ହେବା ମାତ୍ରେ ହିଁ ଯୁବତୀମାନେସର୍ବ ପ୍ରଥମେ ସପିଂ ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି ଏବଂ କାହିଁକି ବି କରିବେ ନାହିଁ, କାରଣ ଏହି ବିଶେଷ ମୁହୂର୍ତ୍ତ ଜୀବନରେ କେବଳ ଥରେ ମାତ୍ର ଆସେ । ତେଣୁ…

କୋକରୀ କବାବ୍‌

ସାମଗ୍ରୀ- ୨କପ୍‌ ବୋନ୍‌ଲେସ୍‌ (ହାଡ଼ ନଥିବା ମଟନ)ମଟନ, ଏକ ଚାମଚ ଅଦା ରସୁଣ ପେଷ୍ଟ, ଅଧା ଚାମଚ ମରିଚ ଗୁଣ୍ଡ, ଧନିଆ ପତ୍ର, ୩ଟି କଞ୍ଚାଲଙ୍କା, ୨ଚାମଚ କଞ୍ଚା ଅମୃତଭଣ୍ଡା (କଟା ହୋଇଥିବା), ୪ଟି ଲବଙ୍ଗ, ଗୋଟିଏ ଅଳେଇଚ, ଅଧା…

ପାପ ନାଶକାରୀ ତୁଳସୀ

ମଣିଷର ସମସ୍ତ ପାପକୁ ତୁଳସୀ ଗଛ ନଷ୍ଟ କରିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତଙ୍କ ଘରେ ତୁଳସୀ ଗଛ ଥାଏ । ତୁଳସୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି । ଏହି ଗଛକୁ ଦର୍ଶନ କରିବା…

ଗାଜର ବିଟ୍‌ ଜୁସ୍‌

ଶୀତ ଦିନରେ ଚର୍ମ ଶୁଷ୍କ ହେବାକୁ ଲାଗେ । ଏହାକୁ ଦେଖି ବହୁ ଲୋକ ଦାମୀ ଲୋସନ ଏବଂ କସ୍‌ମେଟିକ ସାମଗ୍ରୀ କିଣି ବ୍ୟବହାର କରିଥାନ୍ତି । ତେବେ ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ଜରୁରୀ ।…

ବେଲ୍‌ଟ ଫ୍ୟାଶନ

ଯେତେବେଳେ ଫ୍ୟାଶନ ଆସେସୋରିଜ୍‌ ବିଷୟ ଆସେ, ମହିଳାମାନେ ବେଲ୍‌ଟ ଉପରେ କମ୍‌ ଫୋକସ୍‌ କରିଥାନ୍ତି । ଯଦି ଫ୍ୟାଶେନବୁଲ ବେଲ୍‌ଟକୁ ଷ୍ଟାଇଲିସ୍‌ ଢଙ୍ଗରେ ପିନ୍ଧାଯାଏ, ତେବେ ଏହା ଆପଣଙ୍କ ଆଉଟଫିଟ୍‌ ଏବଂ ଲୁକ୍‌କୁ ଆହୁରି…

ଶୀତଦିନ ପାଇଁ ପିନ୍ଧନ୍ତୁ ଷ୍ଟାଇଲିସ୍‌ ଉଲେନ୍‌ କୁର୍ତ୍ତୀ

ଶୀତଦିନେ ଗ୍ଲାମରସ୍‌ ଏବଂ ଷ୍ଟାଇଲିସ୍‌ ଲୁକ୍‌ ପାଇବାକୁ ଚାହୁଁଥିଲେ ନିଜ ଆଉଟଫିଟ୍‌ରେ କିଛି ଭିନ୍ନ ଟ୍ରାଏ କରନ୍ତୁ । ଆପଣ ଅଫିସ ଏବଂ ପାର୍ଟିରେ ଉଲେନ୍‌ ଡ୍ରେସ୍‌ ପିନ୍ଧିପାରିବେ । ବଜାରରେ ଆଜିକାଲି ବିଭିନ୍ନ ପ୍ରକାରର…