Browsing Category
ଜୀବନଚର୍ଯ୍ୟା
ବଡ଼ଦିନରେ ଗଛ ସଜାଇବାର ତାତ୍ପର୍ଯ୍ୟ
ଖ୍ରୀଷ୍ଟମାସ୍ ବା ବଡ଼ଦିନରେ ପ୍ରତ୍ୟେକ ଖ୍ରୀଷ୍ଟଧର୍ମୀଲୋକଙ୍କ ଘରେ ଖ୍ରୀଷ୍ଟମାସ୍ ଗଛ ସଜାଯାଇଥିବା ଦେଖିବାକୁ ମିଳେ । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ…
ଯୀଶୁ
ଯୀଶୁ ଖୀଷ୍ଟ ହେଉଛନ୍ତି ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୱ । ଖ୍ରୀଷ୍ଟ ଧର୍ମ।ବଲମ୍ବିଙ୍କ ଅନୁସ।ରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର । ଯୀଶୁଙ୍କ ଜୀବନ ଏବଂ ଉପଦେଶ ବ।ଇବେଲର ନୁତନ ନିୟମରେ ବର୍ଣ୍ଣନ।…
ଖ୍ରୀଷ୍ଟମାସ
ଖ୍ରୀଷ୍ଟମାସ ବା ବଡଦିନକୁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟ ଧର୍ମାବଲମ୍ବି ଲୋକମାନେ ପାଳନ କରିଥାନ୍ତି। ଖ୍ରୀଷ୍ଟ ଧର୍ମର ଲୋକ ମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ଆରାଧ୍ୟ ଯୀଶୁ ଏହି ଦିନ ଧରାବତରଣ କରିଥିଲେ।…
ଖ୍ରୀଷ୍ଟମାସ୍କୁ ନେଇ କିଛି ରୋଚକ କଥା
ଖ୍ରୀଷ୍ଟମାସ୍ ହେଉଛି ଏକ ଖୁସିର ପର୍ବ । ପ୍ରାୟ ପ୍ରତ୍ୟେକ ଦେଶରେ ଏହି ଉତ୍ସବ ଧୁମ୍ଧାମ୍ରେ ପାଳନ କରାଯାଇଥାଏ । ଇସାଇ ଧର୍ମର ଲୋକମାନେ ବଡ଼ଦିନ ରୂପେ ଏହି ଦିନକୁ ନିଜର ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ପ୍ରେମ ଏବଂ…
‘କୋଲ୍ଡ ଶୋଲ୍ଡର’ ଡ୍ରେସ୍ରେ ଲାଗନ୍ତୁ ଷ୍ଟାଇଲିସ୍
ଷ୍ଟାଇଲିସ୍ ଦେଖାଯିବା ପାଇଁ ଜରୁରୀ ନୁହେଁ କି ଆପଣ କେବଳ ଦାମୀ ଡିଜାଇନର ଆଉଟଫିଟ୍ ହିଁ କ୍ରୟ କରିବେ । ଟ୍ରେଣ୍ଡିଂ ଫ୍ୟାଶନେବୁଲ୍ ଗେଟ୍ ଅପ୍ ପାଇଁ ଆପଣାନ୍ତୁ କୋଲ୍ଡ ଶୋଲ୍ଡର । ଅଫ୍ ଶୋଲ୍ଡର ଆଉଟଫିଟ୍ର ସ୍ଥାନ…
ବଡି ଲୋସନ ଲଗାଇବା ଶୈଳୀ
ଶୀତଦିନେ ତ୍ୱଚା ସହ ଚର୍ମର ଅଧିକ ଧ୍ୟାନ ରଖିବାକୁ ହୋଇଥାଏ । ଏହି ଦିନେ ଖୁବ କମ ସମୟ ମଧ୍ୟରେ ତ୍ୱଚାର ନମନିୟତା କମିଯାଇଥାଏ । ତେଣୁ ଏହି ଦିନେ ସମସ୍ତେ ବଡିଲୋସନ ବ୍ୟବହାର କରନ୍ତି । ତେବେ ବଡିଲୋସନ ଲଗାଇବା ସମୟରେ କିଛିଟା…
ଚର୍ଚ୍ଚାରେ ଦାମି ଲେହଙ୍ଗା
ମୁମ୍ବାଇ: ଡିସେମ୍ବର ୧୧: ସାଧାରଣ ବିବାହରେ ବିଶେଷ ଚର୍ଚ୍ଚା ହୋଇଥାଏ ବିବାହର ଭୋଜି ବିଷୟରେ କିନ୍ତୁ ବଲିଉଡ ଅଭିନେତ୍ରୀଙ୍କ ବିବ।ହରେ ସବୁଠୁ ଅଧିକ ଚର୍ଚ୍ଚ। ହୋଇଥ।ଏ ସେମ।ନଙ୍କର ଲେହେଙ୍ଗ। ଏବଂ ଅଳଙ୍କ।ରର । ଅଭିନେତ୍ରୀଙ୍କ…
ବାର ଅନୁସାରେ ଲଗାନ୍ତୁ ତିଲକ, ମିଳିଥାଏ ଏହି ସୁଫଳ
ସନାତନ ଧର୍ମରେ ପୂଜାପାଠର ବିଶେଷ ମହତ୍ୱ ରହିଛି । ଯଦି ପୂଜାପାଠ ସଠିକ୍ ନିୟମାନୁସାରେ ନହୁଏ ,ତେବେ ସେହି ପୂଜାପାଠର ମହତ୍ୱ କିଛି ରହେ ନାହିଁ । ଠିକ୍ ସେହିପରି ତିଳକର ବିଶେଷ ମହତ୍ୱ ରହିଛି । ଯଦି ସକାଳୁ ସ୍ନାନ କରି…
ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ‘ପେପଲମ୍’ ପୋଷାକ
ଆଜିକାଲି ପେପ୍ଲମ୍ ଷ୍ଟାଇଲ୍କୁ ଯୁବତୀମାନେ ବେଶ୍ ପସନ୍ଦ କରୁଛନ୍ତି । ଏହା ମଧ୍ୟ ଟ୍ରାଡିସନାଲ ସହ େୱଷ୍ଟର୍ନ ଆଉଟଫିଟ୍ର ନୂଆ ଟ୍ରେଣ୍ଡ୍ ପାଲଟିଛି । ଯଦି ଆପଣ ନିଜର ମୋଟାପଣକୁ ଲୁଚାଇବା ଏବଂ ପରଫେକଫ ଫିଗର୍କୁ ଶୋ…
ଖଟା ମିଠା ହନି ଚିକେନ୍
ଆମେ ପ୍ରତିଦିନ ବିଭିନ୍ନ ଉପାୟରେ ମହୁ ଖାଇଥାଉ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଯଦି ଆପଣ ଚିକେନ୍ ସହିତ ମହୁ ମିଶାଇ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି, ତେବେ ଏହା ଆପଣଙ୍କୁ ସମାନ ଲାଭ ଦେବ । ହନି ଚିକେନ୍ ଏକ…