Browsing Category

ଜୀବନଚର୍ଯ୍ୟା

ନିଆରା ଢ଼ଙ୍ଗରେ ପାଳନ୍ତୁ ପ୍ରେମ ଦିବସ

ପ୍ରେମର ଦିନ ଭାବେ ପାଳନ ହୋଇଥାଏ ଭାଲେଣ୍ଟାଇନ୍ସ ଡେ’ । ଏହି ଦିନଟିକୁ ସମସ୍ତେ ଭିନ୍ନଭିନ୍ନ ଢଙ୍ଗରେ ପାଳନ କରିଥାଆନ୍ତି । ସମସ୍ତେ ଏହାକୁ ନିଆରା ଢଙ୍ଗରେ ପାଳନ କରିବାକୁ ସର୍ବଦା ଚେଷ୍ଟା କରିଥାଆନ୍ତି । ତେବେ ସବୁଦିନିଆ…

ଭିନ୍ନ ପରମ୍ପରାର ଭିନ୍ନ ଟୋପି

ସୋସିଆଲ ମିଡିଆଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁଠି ଏବେ ହିଜାବକୁ ନେଇ ଚର୍ଚ୍ଚା, ଆଲୋଚନା ଏବଂ ତର୍କ ଜାରି ରହିଛି । ମୁସଲମାନ ସମ୍ପ୍ରଦାୟ ମହିଳାଙ୍କ ପାଇଁ ହିଜାବ ଏକ ପାରମ୍ପରିକ ପରିଧାନ । ସେହିପରି ଦୁନିଆର ଅନ୍ୟ…

ମୁଖର ଉଜ୍ୱଳତା ଫେରାଇବ ପୋଦିନା ଫେସ୍‌ପ୍ୟାକ୍‌

ଖାଦ୍ୟର ସ୍ୱାଦ ବଢାଇବା ସହ ତ୍ୱଚା ପାଇଁ ମଧ୍ୟ ପୋଦିନା ପତ୍ର ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣ ଶୁଷ୍କ ଏବଂ ବ୍ରଣ ତ୍ୱଚା ସମସ୍ୟାରେ ପୀଡ଼ିତ, ତାହେଲେ ଘରେ ହିଁ ପୋଦିନା ଫେସ୍‌ପ୍ୟାକ୍‌ ବ୍ୟବହାର କରିପାରିବେ । ତ୍ୱଚାକୁ ପୋଷଣ…

କେନ୍ଦ୍ରାପଡ଼ା ଫେମସ୍‌ ରସାବଳୀ

ସାମଗ୍ରୀ: ଛେନା ପ୍ରସ୍ତୁତ କରିବା ପାଇଁ କ୍ଷୀର, ଭିନେଗାର ବା ଲେମ୍ବୁ ରସ, ମଇଦା, ଚିନି ଗୁଣ୍ଡ, ଅଳ୍ପ ବେକିଂ ସୋଡା, ଗୁଜୁରାତି, ରସାବଳୀ କ୍ଷୀର କରିବା ପାଇଁ ଫୁଲ୍‌ ଫ୍ୟାଟ୍‌ କ୍ଷୀର ଓ ରିଫାଇନ୍‌ ତେଲ ପ୍ରଣାଳୀ:…

ଭାଲେଣ୍ଟାଇନ୍‌ ସପ୍ତାହ: ଜାଣନ୍ତୁ ବିଶ୍ୱର ଦାମୀ ଟେଡି ବିଷୟରେ..

ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଛି । ରୋଜ୍‌ ଡେ’ ପରେ ପ୍ରପୋଜ୍‌ ଡେ’, ଚକୋଲେଟ୍‌ ଡେ ଏବଂ ଆଜି ହେଉଛି ଟେଡି ଡେ’ । ଆଜି ପ୍ରେମୀ ଯୁଗଳ ନିଜ ସାଥୀଙ୍କୁ ଟେଡି ଉପହାର ଦିଅନ୍ତି । ବଜାରରେ ୫୦ରୁ ୧୦୦ ଟଙ୍କା ମଧ୍ୟରେ ଆରମ୍ଭ ହୋଇ…

ଚିଜି ଏଗ୍‌ ମସଲା

ସାମଗ୍ରୀ - ୬ଟି ସିଝା ଅଣ୍ଡା, ୨ଟି ବଡ ପିଆଜ କଟା, ଏକ କପ୍‌ ଟମାଟୋ ରସ,୨ ଚାମଚ ଫ୍ରେସ କ୍ରିମ୍‌, ୨ ଚାମଚ ଗ୍ରେଟ୍‌ ଚିଜ୍‌, ଦେଢ ଚାମଚ ହଳଦୀ, ଏକ ଚାମଚ ଲଙ୍କା ଗୁଣ୍ଡ, ଏକ ଚାମଚ ଗରମ ମସଲା, ୨ଟି କଞ୍ଚା ଲଙ୍କା, ଏକ ଚାମଚ…

ଘର ସଜାର ସ୍ମାର୍ଟ କୌଶଳ

ସଫା ଓ ସୁନ୍ଦର ଘର ସମସ୍ତଙ୍କର ସ୍ୱପ୍ନ ହୋଇଥାଏ । ତେବେ ଆଜିକାଲିର ବ୍ୟସ୍ତ ବହୂଳ ଜୀବନଶୈଳୀରେ ଘରକୁ ସଫା ସୁନ୍ଦର ରଖିବା ଏକ କଷ୍ଟକର କାର୍ଯ୍ୟରେ ପରିଣତ ହୋଇଛି । କାହା ପାଖରେ ସମୟ ନାହିଁ ଘର ସଜାଡିବାକୁ । ତେବେ ଏଭଳି କିଛି…

ମଟନ୍‌ ଆକବରୀ

ସାମଗ୍ରୀ - ଏକ ଚାମଚ ଘିଅ, ଏକ ଚାମଚ ଅଏଲ୍‌ ସଲଫ, ୫୦୦ ଗ୍ରାମ ଖାସୀମାଂସ, ଏକ ଚାମଚ ଅଦା ରସୁଣ ପେଷ୍ଟ, ୨ ଟମାଟୋ, ୩ଟି କଞ୍ଚାଲଙ୍କା, ୩ ଚାମଚ ଦହି,ହଳଦୀ, ଏକ ଚାମଚ ଚାଟ୍‌ ମସଲା, ଏକ ଚାମଚ ମରିଚ ଗୁଣ୍ଡ, ଏକ ଚାମଚ ଲଙ୍କା…

ପରିବେଶ ଉପଯୋଗୀ ମାସ୍କ

କରୋନା କାରଣରୁ ମାସ୍କର ବ୍ୟବହାର ବଢିଛି । ବଜାରରେ ବିଭିନ୍ନ ଧରଣର ମାସ୍କ ମିଳୁଛି, ଯେଉଁଗୁଡିକ କପଡ଼ା ସହିତ ବିଭିନ୍ନ ସାମଗ୍ରୀରୁ ପ୍ରସ୍ତୁତ କରାଯାଉଛି । ତେବେ ବ୍ୟବହୃତ ମାସ୍କ ବର୍ତ୍ତମାନ ପାଇଁ ପରିବେଶ ପାଇଁ…

ସଫଳତାର ମାର୍ଗ

ହିନ୍ଦୁ ଧର୍ମରେ ଏଭଳି ଅନେକ ଗ୍ରନ‘ ଅଛି ଯାହା ମନୁଷ୍ୟ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ସେହିଭଳି ତୁଳସୀଦାସଙ୍କ ରଚୟିତା ‘ରାମଚରିତମାନସ’ ସର୍ବଦା ଲୋକଙ୍କୁ ଜୀବନରେ ଆଗକୁ ଯିବାକୁ ପ୍ରେରଣା ଦେଇଥାଏ । ଏହି ଗ୍ରନ‘ ଅନେକ…