Browsing Category
ଜୀବନଚର୍ଯ୍ୟା
ଓଟସ୍ ପ୍ୟାନ୍ କେକ୍
ସାମଗ୍ରୀ - ଓଟସ୍, ଅଟା, ଖୀର, ଗୋଟିଏ ଅଣ୍ଡା, କଟା ପିଆଜ, ଗ୍ରେଟ ହୋଇଥିବା ଗାଜର, କଟା କ୍ୟାପସିକମ୍, ଗୋଲମରିଚ ଗୁଣ୍ଡ, ବେକିଂ ସୋଡା, ଜୀରା ଗୁଣ୍ଡ, ଲଙ୍କା ଗୁଣ୍ଡ ।
ପ୍ରଣାଳୀ - ପ୍ରଥମେ ଓଟସ୍କୁ ଗୁଣ୍ଡ କରି ନିଅନ୍ତୁ…
କମଳା ଚଟଣୀ
ସାମଗ୍ରୀ- କମଳା, ଭେଜିଟେବଲ ଅଏଲ, ସୋରିଷ, ଜିରା, ହଳଦୀ, ଲଙ୍କା ଗୁଣ୍ଡ, ହେଙ୍ଗୁ, ଲୁଣ, ଚିନି, ଶୁଖିଲା ଲଙ୍କା, ଭିନେଗାର ।
ପ୍ରଣାଳୀ - ପ୍ରଥମେ କମଳାର ଚୋପା ଛଡାଇ ନିଅନ୍ତୁ । ଏହାର ମଞ୍ଜି କାଢି ଛୋଟଛୋଟ ଖଣ୍ଡ କରି…
ଜେଲ ପଲିସି
ସମୟ ଅନୁସାରେ ଫ୍ୟାଶନର ପରିଭାଷା ବଦଳୁଛି । ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ଫ୍ୟାଶନ ଦୁନିଆରେ ନୂଆନୂଆ ଟ୍ରିକ୍ର ବ୍ୟବହାର ହେଉଛି, ଯାହାକୁ ସମସ୍ତେ ଆପଣାଉଛନ୍ତି । ଏହି ଟ୍ରିକ୍ ମଧ୍ୟରୁ ଗୋଟିଏ ହେଲା ଜେଲ୍ ପଲିସ୍…
ପୂଜା ଫ୍ୟାଶନ
ଦୁର୍ଗାପୂଜା ଆସିଲେ ଗାଁଠୁ ସହର ସବୁଠାରେ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ସମସ୍ତେ ଏହି ସମୟରେ ସଜେଇ ହୋଇ ମାଆଙ୍କ ଆରାଧନା ପାଇଁ ପ୍ରସ୍ତୁତ ହୋଇଥାଆନ୍ତି । ତେବେ ଆସନ୍ତୁ କିଛି ଷ୍ଟାଇଲ ସମ୍ପର୍କରେ ଜାଣିବା ଯାହାକୁ ଆପଣ…
ନବରାତ୍ରୀ ବ୍ରତର ଲାଭ
ପାର୍ବଣର ଋତୁ ଆରମ୍ଭ ହୋଇଛି । ଏହି ସମୟରେ ସମସ୍ତ ସ୍ଥାନରେ ମା ଦୁର୍ଗାଙ୍କର ଆବାହନ ସାଙ୍ଗକୁ ଅନେକ ଲୋକ ଓପାସ ବ୍ରତ ମଧ୍ୟ ରଖିଥାଆନ୍ତି । ତେବେ ଏହି ସମୟରେ ବ୍ରତ ରଖିବା ଦ୍ୱାରା ଆପଣଙ୍କୁ ମାନସିକ ସହିତ ଶାରୀରିକ ଲାଭ…
ଦହି ମାଛ
ସାମଗ୍ରୀ - ମାଛ, ହଳଦୀ, ଲଙ୍କା ଗୁଣ୍ଡ, ଦହି, ପିଆଜ ବଟା, ଅଦା ବଟା, ରସୁଣ ବଟା, ଗୋଟା ଗରମ ମସଲା, ସୋରିଷ ତେଲ, ଅଳ୍ପ ଚିନି ।
ପ୍ରଣାଳୀ - ପ୍ରଥମେ ଦହିରେ ପିଆଜ ବଟା, ଅଦା, ରସୁଣା ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ…
ଚିକେନ୍ ଆଳୁ କବାବ୍
ସାମଗ୍ରୀ
୨୫୦ଗ୍ରାମ ସିଝା ଆଳୁ, ୨୫୦ ଗ୍ରାମ ସିଝା ଚିକେନ୍, ଏକ ଚାମଚ ଗରମ ମସଲା, ଭଜା ଜୀରା ଗୁଣ୍ଡ, ଏକ ଚାମଚ ସୋୟା ସସ, ଗୋଲମରିଚ ଗୁଣ୍ଡ, କଞ୍ଚାଲଙ୍କା, ଧନିଆ ପତ୍ର, ୨ଟି ଅଣ୍ଡା, ବ୍ରେଡ୍ଗୁଣ୍ଡ ।
ପ୍ରଣାଳୀ
ପ୍ରଥମେ…
ନବରାତ୍ରୀ ଗ୍ଲୋ
ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ ଏହି ସମୟରେ ସମସ୍ତ ନାରୀମାନେ ସଜ ହୋଇ ମାଆଙ୍କୁ ଦର୍ଶନ କରିବା ସହିତ ଦାଣ୍ଡିଆର ମଜା ନେଇଥାଆନ୍ତି । ତେବେ ଏହି ସମୟରେ କିଛି ଉପାୟ ଆପଣାଇ ନିଜ ତ୍ୱଚାର ଯନି ନେଲେ ପୂରା ଫେଷ୍ଟିଭ ସିଜିନରେ…
ଆଚାରକୁ ବଞ୍ଚାନ୍ତୁ ଫିମ୍ପିରୁ
ଅନେକ ସମୟରେ ଆଚାରକୁ ସାଇତି ରଖିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାଆନ୍ତି । ତେବେ ଏଭଳି ମଧ୍ୟ ଦେଖିବାକୁ ମିଳେ କି ଅନେକ ଲୋକ ଆଚାରକୁ ଭଲ ଭାବି ଖାଇଥାଆନ୍ତି ହେଲେ ଏହା ଭଲ ନଥାଏ । ଯେଉଁ କାରଣରୁ ଦେହ…
ଧନିଆ ଚିଙ୍ଗୁଡି
ସାମଗ୍ରୀ - ୮ରୁ ୧୨ଟି ଚିଙ୍ଗୁଡି, ଗୋଟିଏ ଲେମ୍ବୁ ରସ, ଧନିଆ ପତ୍ର ୨ ବିଡା, ରସୁଣ, ଅଦା, ଗୋଲମରିଚ ଗୁଣ୍ଡ, ଅଧା ଚାମଚ କର୍ଣ୍ଣଫ୍ଲୋର ।
ପ୍ରଣାଳୀ - ପ୍ରଥମେ ରସୁଣ, ଅଦା, ଧନିଆ ପତ୍ର, ଲେମ୍ବୁ ରସ ଓ ଅଳ୍ପ ତେଲ ମିଶାଇ…