Browsing Category
ଫିଟନେସ୍
ଦୈନିକ ଚାଲିବା ବଢାଇଥାଏ ଆୟୁଷ
ଦୈନିକ ୧୦ ହଜାର ଷ୍ଟେପ ଚାଲିବା ଆମ ଶରୀରପାଇଁ ଖୁବ ଲାଭ ଦାୟକ । ଏହି କାରଣରୁ ଆମ ଆୟୁଷ ବଢିବ ବୋଲି ଏକ ରିପୋର୍ଟରେ ଜଣା ପଡିଛି । ତେବେ ସମସ୍ତଙ୍କ ପାଇଁ ୧୦ ହଜାର ଷ୍ଟେପ ଆବଶ୍ୟକ ନାହିଁ ହେଲେ ଚାଲିବା ଆମ ପାଇଁ ଦରକାରୀ ବୋଲି…
ଘରେ ରୁହନ୍ତୁ ଫିଟ୍
ବର୍ଷା ଆସିଲେ ଲୋକମାନଙ୍କର ବାହାରେ ଯାଇ ବ୍ୟାୟାମ କରିବା ଯେପରି ବନ୍ଦ ହୋଇଯାଏ । ସେମାନେ ଆଉ ସକାଳୁ ହେଉ କିମ୍ବା ସନ୍ଧ୍ୟାର ବାହାରେ ଚାଲିବା ହେଉ କିମ୍ବା ଯୋଗ କରିବା ହେଉ ପ୍ରାୟ ସବୁ ବନ୍ଦ ହୋଇଯାଏ । ତେବେ ଏହି ସମୟରେ…
ହାଭାର୍ଡ ଡାଏଟ୍
ବର୍ତ୍ତମାନ ଫିଟ୍ ରହିବାକୁ ସମସ୍ତେ ଚାହୁଁଛନ୍ତି, ଯେଉଁ କାରଣରୁ ବିଭିନ୍ନ ପ୍ରକାର ଡାଏଟ୍ ସମସ୍ତେ ଫଲୋ କରୁଛନ୍ତି । ଏହି ଡାଏଟ୍ ତାଲିକାରେ ଅନେକ ପ୍ରକାର ରହିଛି, ଯେପରି କିଟୋଜେନିକ୍, ମେଡିଟେରିଆନ୍ସ, ଭେଗାନ୍ ଆଦି…
ବଦ୍ଧ ପଦ୍ମାସନ
ଏହି ଆସନ କରିବା ପାଇଁ ଯୋଗ ମ୍ୟାଟ୍ରେ ପଦ୍ମାସନରେ ବସି ଯାଆନ୍ତୁ । ବସିବା ସମୟରେ ନିଶ୍ୱାସ ଭିତରକୁ ନିଅନ୍ତୁ । ନିଶ୍ୱାସ ଭିତରକୁ ନେଇ ଡାହାଣ ଗୋଡକୁ ଉଠାଇ ବାମ ପଟ ଜଙ୍ଘ ଉପରେ ରଖନ୍ତୁ । ଏହି ପ୍ରକ୍ରିୟାକୁ ଅନ୍ୟ ଗୋଡ…
ଓ୍ୱାନ୍ ମିଲ୍ ଏ ଡେ’
ନିକଟରେ ସୋସିଆଲ ମିଡିଆରେ ଏକ ଡାଏଟ୍ ଖୁବ ଭାଇରାଲ ହେଉଛି, ତାହା ହେଲା ଓ୍ୱାନ୍ ମିଲ୍ ଏ ଡେ' । ଏହାର ଅର୍ଥ ଦିନକୁ ଥରେ ଖାଇବା ବାକି ସମୟ ଓପାସ କରିବା । ଯେଉଁ ବ୍ୟକ୍ତି ଏହି ଡାଏଟ ଅନୁକରଣ କରନ୍ତି, ସିଏ ଦିନକୁ ଗୋଟିଏ…
ବ୍ୟୟାମ ପରର ସ୍ଥିତି
ଅନେକ ସମୟରେ ଦେଖିବାକୁ ମିଳେ ଓ୍ୱାର୍କ ଆଉଟ୍ ବା ବ୍ୟାୟାମ ଆରମ୍ଭ କରିବା ସମୟରେ ଆମ ମାଂସପେଶୀ ଦରଜ ହୋଇଥାଏ । ଏହି ସମୟରେ କୌଣସି କାମ କରିବା ଆମ ପକ୍ଷେ କଷ୍ଟକର ହୋଇଥାଏ । ତେବେ ଏହି ଯନ୍ତ୍ରଣାର ଅର୍ଥ ଆମ ଓ୍ୱାର୍କ ଆଉଟ…
ଦୃଷ୍ଟିବାଧିତଙ୍କ ପାଇଁ ସ୍ମାର୍ଟ ଡିଭାଇସ୍
ଅନେକ ସମୟରେ ଦୃଷ୍ଟି ଶକ୍ତି ହରାଇଥିବା ଲୋକଙ୍କୁ କାର୍ଯ୍ୟ କରିବାରେ ଅସୁବିଧା ହୋଇଥାଏ । ସେମାନଙ୍କୁ ସର୍ବଦା ଅନ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ । ତେବେ ଅନେକ ଉପକରଣ ଏଭଳି ଅଛି, ଯାହା ସେମାନଙ୍କୁ ଅନ୍ୟ ଉପରେ ନିର୍ଭର…