Browsing Category

ଫିଟନେସ୍

ସ୍ୱାସ୍ଥ୍ୟ ପାଇଁ ଭଲ ପାହାଚ ଚଢିବା

ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ବ୍ୟାୟାମର ଖୁବ ଆବଶ୍ୟକତା ରହିଛି । ତେବେ ଖାଲି ଜିମ୍‌ ଯାଇ ବ୍ୟାୟାମ କରିହେବ ସେପରି ନୁହେଁ, ଘରେ ପାହାଚ ଚଢି ମଧ୍ୟ ଆମେ ନିଜ ସ୍ୱାସ୍ଥ୍ୟକୁ ଭଲ ରଖିପାରିବା । ପ୍ରତିଦିନ କିଛି ସମୟ ପାହାଚରେ…

ରନିଂ ଭର୍ସେସ୍‌ ଓ୍ୱାକିଂ

ଏକ୍ସରସାଇଜ ଆମ ଦେହ ପାଇଁ ଖୁବ ଉପକାରୀ ହୋଇଥାଏ । ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଆମେ ନିରୋଗ ରହିଥାଉ । ତେବେ ଆସନ୍ତୁ ଜାଣିବା ରନିଂ ଓ ଓ୍ୱାକିଂ ମଧ୍ୟରେ କଣ ଅନ୍ତର ରହିଛି । କେଉଁଟି ଆମ ଶରୀର ପାଇଁ ଅଧିକ ଉପକାରୀ ।…

ମେନୋପଜ୍‌ ଡାଏଟ୍‌

ମେନୋପଜ୍‌ ସମସ୍ୟା ମହିଳାଙ୍କର ଋତୁଚକ୍ର ସରିବା ସମୟରେ ଦେଖିବାକୁ ମିଳିଥାଏ । ଏହି ସମୟରେ ମହିଳାଙ୍କର ଅନେକ ପ୍ରକାର ଲକ୍ଷଣ ଯେପରି ନିଦ ନହେବା, ଅତ୍ୟଧୀକ ରକ୍ତସ୍ରାବ, ମନ ପରିବର୍ତ୍ତନ, ହଠାତ୍‌ ଶରୀରର ଉପରି ଭାଗରେ ଗରମ…

ଗୁଡ କଲେଷ୍ଟ୍ରୋଲ୍‌ ଡାଏଟ୍‌

କଲେଷ୍ଟ୍ରୋଲ୍‌ ଆମମାନଙ୍କ ପାଇଁ ଖୁବ କ୍ଷତିକାରକ ହୋଇଥାଏ । ତେବେ ଏହାର ଦୁଇ ପ୍ରକାର ରହିଛି ଗୋଟିଏ ଗୁଡ କଲେଷ୍ଟ୍ରୋଲ୍‌ ହୋଇଥିବାବେଳେ ଗୋଟିଏ ବ୍ୟାଡ୍‌ କଲେଷ୍ଟ୍ରୋଲ୍‌ । ତେବେ ଗୁଡ କଲେଷ୍ଟ୍ରୋଲ୍‌ ଆମ ପାଇଁ ଭଲ ହୋଇଥାଏ ।…

ଓ୍ୱାର୍କଆଉଟ୍‌ ପରେ ନିଅନ୍ତୁ ବିଶ୍ରାମ

ଆଜିକାଲି ଫିଟ୍‌ ରହିବା ପାଇଁ ସମସ୍ତେ ଓ୍ୱାର୍କଆଉଟ୍‌ କରୁଛନ୍ତି । ଓ୍ୱାର୍କଆଉଟ୍‌ କରିବାଦ୍ୱାରା ଆପଣଙ୍କର ହାଡ ସହ ମାଂସପେଶୀ ଶକ୍ତ ଓ ଟାଇଟ୍‌ ହୋଇଥାଏ । ହେଲେ ବେଳେବେଳେ ଓ୍ୱାର୍କଆଉଟ୍‌ ପରେ ଆମ ମାଂସପେଶୀରେ ଯନ୍ତ୍ରଣା…

ଯୋଗ ଦେଇଥାଏ ଶାନ୍ତି

ଆଜିକାଲିର ବ୍ୟସ୍ତ ବହୂଳ ଜୀବନରେ ମାନସିକ ଶାନ୍ତି ଏକ ପ୍ରକାର ଅମୂଲ୍ୟ ହୋଇଯାଇଛି । ମାନସିକ ଶାନ୍ତି ପାଇଁ ସମସ୍ତେ ଖୁବ ପରିଶ୍ରମ କରୁଛନ୍ତି । ତେବେ ସମସ୍ତଙ୍କ ତାଲିକାରେ ସବୁଠାରୁ ଆଗରେ ରହିଛି ଯୋଗ । ତେବେ ଯୋଗ କାହିଁ…

ଦୈନିକ ଚାଲିବା ବଢାଇଥାଏ ଆୟୁଷ

ଦୈନିକ ୧୦ ହଜାର ଷ୍ଟେପ ଚାଲିବା ଆମ ଶରୀରପାଇଁ ଖୁବ ଲାଭ ଦାୟକ । ଏହି କାରଣରୁ ଆମ ଆୟୁଷ ବଢିବ ବୋଲି ଏକ ରିପୋର୍ଟରେ ଜଣା ପଡିଛି । ତେବେ ସମସ୍ତଙ୍କ ପାଇଁ ୧୦ ହଜାର ଷ୍ଟେପ ଆବଶ୍ୟକ ନାହିଁ ହେଲେ ଚାଲିବା ଆମ ପାଇଁ ଦରକାରୀ ବୋଲି…

ସାଲଭାସନ

ଏହି ଯୋଗଟିକୁ କରିବା ପାଇଁ ସର୍ବପ୍ରଥମେ ଯୋଗମ୍ୟାଟ୍‌ ଉପରେ ପେଟ ତଳକୁ କରି ଶୋଇପଡ଼ନ୍ତୁ । ଏହାପରେ ଗୋଡ଼ ଓ ହାତ ଦୁଇଟିକୁ ଫଟୋ ଭଳି ପଛୁଆ ଧୀରେ ଧୀରେ ପାରୁ ପର୍ଯ୍ୟନ୍ତ ଉପରକୁ ଟେକନ୍ତୁ । ଏହି ସମୟରେ ଯେଭଳି ଆପଣଙ୍କର ଆଣ୍ଠୁ…

ଘରେ ରୁହନ୍ତୁ ଫିଟ୍‌

ବର୍ଷା ଆସିଲେ ଲୋକମାନଙ୍କର ବାହାରେ ଯାଇ ବ୍ୟାୟାମ କରିବା ଯେପରି ବନ୍ଦ ହୋଇଯାଏ । ସେମାନେ ଆଉ ସକାଳୁ ହେଉ କିମ୍ବା ସନ୍ଧ୍ୟାର ବାହାରେ ଚାଲିବା ହେଉ କିମ୍ବା ଯୋଗ କରିବା ହେଉ ପ୍ରାୟ ସବୁ ବନ୍ଦ ହୋଇଯାଏ । ତେବେ ଏହି ସମୟରେ…

ହାଭାର୍ଡ ଡାଏଟ୍‌

ବର୍ତ୍ତମାନ ଫିଟ୍‌ ରହିବାକୁ ସମସ୍ତେ ଚାହୁଁଛନ୍ତି, ଯେଉଁ କାରଣରୁ ବିଭିନ୍ନ ପ୍ରକାର ଡାଏଟ୍‌ ସମସ୍ତେ ଫଲୋ କରୁଛନ୍ତି । ଏହି ଡାଏଟ୍‌ ତାଲିକାରେ ଅନେକ ପ୍ରକାର ରହିଛି, ଯେପରି କିଟୋଜେନିକ୍‌, ମେଡିଟେରିଆନ୍ସ, ଭେଗାନ୍‌ ଆଦି…