Browsing Category
Feature
କାଠୁରିଆ ଓ ଜଳଦେବତା
ଜେଜେମାର କାହାଣୀପେଡିରେ ଏଭଳି ଅନେକ ଗଳ୍ପ ଥାଏ ଯାହା ଆମର ବ୍ୟବହାରକୁ ମଧ୍ୟ ମାର୍ଜିତ କରିଥାଏ । ପିଲାଦିନୁ ସମାଜରେ କିଭଳି ଚଳିବ ଏହି ଗଳ୍ପ ସବୁ ଆମକୁ ଶିକ୍ଷା ଦେଇଥାଏ । କିଭଳି ସବୁବେଳେ ସତକୁ ପାଥେୟ କରି ଚଳିଲେ ଆମକୁ…
ମିଠାରେ ମିଠାରେ ଦୀପାବଳି
ଦୀପାବଳିର ପାଳନ ବିନା ମିଠାରେ ଅସମ୍ଭବ । ତେବେ ଆଜିକାଲିର ବ୍ୟସ୍ତ ବହୂଳ ଜୀବନରେ ସମସ୍ତଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଯେଉଁକାରଣରୁ ମନ ମାରି ରହିବାକୁ ପଡୁଛି । ତେବେ ଏଥର ଦୀପାବଳିରେ ଘରେ ବନାନ୍ତୁ…
ଘରକୁ ରଖନ୍ତୁ ସକରାତ୍ମକ
ବାସ୍ତୁ ଅନୁସାରେ ଘରକୁ ସଜାଇବା ସହ ବ୍ୟବସ୍ଥିତ ରଖିବା ଜରୁରୀା ଅପରିଷ୍କାର ଅସଜଡା ଘର ବ୍ୟକ୍ତିଙ୍କର ମାନସିକ ଅଶାନ୍ତିର କାରଣ ହୋଇଥାଏା ଅବ୍ୟବସ୍ଥିତ ଘରେ ନକରାନିକତା ବଢିଥାଏା ଯାହାଫଳରେ ଘରେ ରହୁଥିବା ବ୍ୟକ୍ତିଙ୍କୁ ରୋଗ,…
ନିଶରୁ ପୋଷାକ
ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଭାଇରାଲ ହୋଇଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଅଷ୍ଟ୍ରେଲିଆର ଜଣେ ଭିଜୁଆଲ ଆର୍ଟିଷ୍ଟ ନିଶ କେଶରୁ ଏକ…
ଚନ୍ଦ୍ରରେ କାଚର ଘର
ଚନ୍ଦ୍ରରେ ଘର ପ୍ରସ୍ତୁତ କରିବା ପାଇଁ ପୃଥିବୀରୁ ଆଉ ସାମଗ୍ରୀ ନେବାକୁ ପଡିବ ନାହିଁ । ଆମେରିକାର କମ୍ପାନୀ ସ୍କାଇପୋର୍ଟସ ଓ ନାସା ମିଶି ଏକ ନୂଆ ଧରଣର ଘର ନିର୍ମାଣ କରିଛନ୍ତି । ଏହି ଘରକୁ ଧୂଳିରୁ ପ୍ରସ୍ତୁ ହେଉଥିବା…
ରକ୍ତରୁ ଗହଣା
ଫ୍ୟାଶନ ଦୁନିଆରେ ବିଭିନ୍ନ ଜୁଏଲାରୀ ସବୁବେଳେ ଟ୍ରେଣ୍ଡରେ ରହିଥାଏ । ସେହିଭଳି ଏକ ଟ୍ରେଣ୍ଡ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହାର ଏକ ନାଁ ମଧ୍ୟ ଯୁବଗୋଷ୍ଠୀ ଦେଇଛନ୍ତି, ବ୍ଲଡ ପ୍ରିଜଭïର୍ ଜୁଏଲାରୀ । ଏଥିରେ…
ମସ୍ତିଷ୍କରୁ କମ୍ପ୍ୟୁଟର ନିର୍ମାଣ !
ସୁଇଜରଲାଣ୍ଡର ଏକ କମ୍ପାନୀ ଫାଇନାଲ ସ୍ପାର୍କ ଲାବ ମଣିଷ ମସ୍ତିଷ୍କର ନ୍ୟୁରୋନ୍ସକୁ ବ୍ୟବହାର କରି କମ୍ପ୍ୟୁଟରର ନିର୍ମାଣ କରୁଥିବା ସୂଚନା ମିଳିଛି । ବୈଜ୍ଞାନିକଙ୍କ ମତରେ ମସ୍ତିଷ୍କର କାର୍ଯ୍ୟଦକ୍ଷତା ସମସ୍ତ କମ୍ପ୍ୟୁଟର…
ବୁଝି ହେବ ଗଛର ଭାଷା
ସାଧାରଣତ ଗଛ ମାନଙ୍କର ଭାଷା ବୁଝିବା ମଣିଷର କଳ୍ପନା ବାହାରର କାର୍ଯ୍ୟ । ହେଲେ ନିକଟରେ ଏଆଇକୁ ବ୍ୟବହାର କରି ଏଭଳି କିଛି ପ୍ରୋଜେକଫର ଆରମ୍ଭ କରାଯାଇଛି, ଯାହା ଏହି କଳ୍ପନାକୁ ବାସ୍ତବରେ ପରିଣତ କରିବ । ସୂଚନା ଅନୁସାରେ…