Browsing Category
ମନୋରଞ୍ଜନ
ବଲିଉଡରେ କାମ କରିବାକୁ ଇଚ୍ଛା ଅଛି
କାନ୍ତରା ଚାପ୍ଟର ୧କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ ଫିଲ୍ମଟି ଆସନ୍ତା ଅକ୍ଟୋବର ୨ରେ ପରଦାକୁ ଆସିବ । ଏଥିରେ ଦର୍ଶକ ରୁକ୍ମିଣି ଭସାନ୍ଥଙ୍କୁ ଦେଖିବାକୁ ପାଇବେ । ରୁକ୍ମିଣି ଏଥିରେ ରିସଭ ସେଟ୍ଟୀଙ୍କ ସହିତ…
ଟର୍ଣ୍ଣିଂ ପଏଣ୍ଟ ଫୋର୍ସ ୩
କିଛି ଦିନ ହେବ ଫୋର୍ସ ୩କୁ ନେଇ ଅନେକ ଆଲୋଚନା ଜାରି ରହିଛି । ଏଥିରେ ଦର୍ଶକ ଜନ୍ ଆବ୍ରହମଙ୍କୁ ମେଲ୍ ଲିଡରେ ଦେଖିବାକୁ ପାଇବେ । ତେବେ ସୂଚନା ଅନୁସାରେ ଏହି ଫିଲ୍ମର ଫିମେଲ ଲିଡ ମଧ୍ୟ ଫାଇନାଲ ହୋଇ ସାରିଛନ୍ତି । ଏହି…
କ୍ରାଇମ ଥ୍ରିଲରରେ କରୀନା
କରୀନା କପୁରଙ୍କୁ ଆଗକୁ ଏକ କ୍ରାଇମ ଥ୍ରିଲର ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ତାଙ୍କ ସହିତ ପୃଥୀରାଜ ସୁକୁମାରନ ସ୍କ୍ରିନ ସେୟାର କରିବେ ବୋଲି ସୂଚନା ମିଳିଛି । ସୁକୁମାରନଙ୍କ ସହିତ କରୀନାଙ୍କର ଏହା ହେଉଛି…
ସାବାସ ତ୍ରିସା
ନିକଟରେ ପ୍ରଦାନ କରାଯାଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏଥିରେ ମସସ୍ତ ବଡବଡ ଅଭିନେତାଙ୍କ ଭିତରେ ଷ୍ଟାର ପାଲଟିଥିଲେ ମାତ୍ର ୪ବର୍ଷର ଜଣେ ଶିଶୁ ତ୍ରିସା । ମାତ୍ର ୪ବର୍ଷରେ ସେ ଜିତିଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର…
ଆଗାମୀ ପ୍ରୋଜେକ୍ଟ ପାଇଁ ରେଡ଼ି
୨୦୧୧ରେ କାର୍ତ୍ତିକ ଆରିୟନଙ୍କୁ ଲଭ୍ ରଞ୍ଜନଙ୍କ ଫିଲ୍ମ ପ୍ୟାର କା ପଞ୍ଚନାମାରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ଖୁବ ହିଟ୍ ହୋଇଥିଲା, ଦର୍ଶକ ଏହାକୁ ଖୁବ ଭଲ ପାଇବା ଦେଇଥିଲେ । ତେବେ ଏହାପରେ ଉଭୟଙ୍କ ଯୋଡି ପୁଣି…
ରଶ୍ମିକାଙ୍କର ମନର ମଣିଷ
ରଶ୍ମିକା ମନ୍ଦାନା ସବୁବେଳେ ନିଜ ଲଭ୍ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କର ଏବଂ ଅଭିନେତା ବିଜୟ ଦେବରକୋଣ୍ଡାଙ୍କର ସମ୍ପର୍କକୁ ନେଇ ଫ୍ୟାନମାନେ ସବୁବେଳେ ଆଲୋଚନା କରିଥାଆନ୍ତି । ହେଲେ ଉଭୟଙ୍କ ପକ୍ଷରୁ ଏହାକୁ…
କାନ୍ଦି କାନ୍ଦି ଦେଇଥିଲେ ସଟ
ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଆଲୋଚନା ହେଉଥିବାର ଦେଖିବାକୁ ମିଳିଥାଏ । ଉଭୟଙ୍କ ସହ ସମ୍ପର୍କରେ ଥିବା ଲୋକମାନେ ବିଭିନ୍ନ ସମୟରେ ଉଭୟଙ୍କ ବିଷୟରେ କଥା ହୋଇଥାଆନ୍ତି । ସେହିକ୍ରମରେ ନିକଟରେ…
ଏମି ପୁରସ୍କାର ଦୌଡରେ ଦିଲଜିତ୍
ସିଙ୍ଗର ତଥା ଆକଫର ଦିଲଜିତ ଦୋସାଞ୍ଜାଙ୍କୁ ଫିଲ୍ମ ଅମର ସିଂ ଚମକିଲା ପାଇଁ ଏମି ଇଣ୍ଟରନ୍ୟାସନାଲ ଆଓ୍ୱାର୍ଡ ନୋମିନେସନରେ ଏଣ୍ଟ୍ରି ମିଳିଛି । ଏହି ନୋମିନେସନ ତାଲିକାରେ ଦିଲଜିତ୍ଙ୍କ ନାଁଦୁଇଟି କାଟାଗୋରୀରେ ସାମିଲ ରହିଛି ।…
ସବୁ ଶ୍ରେୟ ବାପାଙ୍କର
ନିକଟରେ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ନିଜର ୩୦ ବର୍ଷର ଅଭିନୟ ଜୀବନରେ ପ୍ରଥମଥର ପାଇଁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଯାହାପରେ ତାଙ୍କର ଅନେକ ଷ୍ଟେଟମେଣ୍ଟ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛି…
ପ୍ରିତିଙ୍କ ସାହାଯ୍ୟ
ଦେଶରେ ବର୍ତ୍ତମାନ ଅନେକ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି । ଏହି ସ୍ଥିତି ଗୁଡିକରେ ଅନେକଲୋକ ସେଠିକାର ବାସିନ୍ଦାଙ୍କୁ ସାହାଯ୍ୟର ହାତ ବଢାଉଛନ୍ତି । ଏହି ଲୋକଙ୍କ ଭିତରେ ସବୁଠାରୁ ଆଗରେ ରହୁଛନ୍ତି…