Browsing Category
ମନୋରଞ୍ଜନ
୪୬ ବର୍ଷ ବୟସରେ ଐଶ୍ୱର୍ଯ୍ୟା, ପ୍ରେମର ୧୦ ବର୍ଷ ପରେ ପତି କରିଥିଲେ ପ୍ରପୋଜ
ସମୟ ଲାଇଭ୍,୧/୧୧: ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଏ ଅବସରରେ ପତି ଅଭିଷେକ ବଚ୍ଚନ ତାଙ୍କୁ ହାପି ବାର୍ଥ ଡ଼େ ପ୍ରିନ୍ସେସ୍ କହି ଟ୍ୱଟରରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଜନ୍ମଦିନ…
ଶୁଭୁନି ଆଉ ଦାମଙ୍କ ଗର୍ଜନ,ମଞ୍ଚ ଖୋଜୁଛନ୍ତି ଦାମ ପଣ୍ଡା
ସମୟ ଲାଇଭ,୩୧/୧୦: ଯାତ୍ରା ଜଗତର ଦୁର୍ଦ୍ଦୁଷ ଖଳନାୟକ ଦାମ ପଣ୍ଡା ଆଜି ସମସ୍ତଙ୍କ ପାଇଁ ଅଲୋଡା ଆଉ ଅଖୋଜା। କାରଣ ଆଗଭଳି ଆଉ ଶୁଭୁନି ଦାମଙ୍କ ଗର୍ଜନ କି ଖଳନାୟକର ସେ ଯାଦୁକର ଡାଇଲଗ। ଦୀର୍ଘ ୪୦ ବର୍ଷ ଧରି ଯାତ୍ରାଜଗତରେ ନିଜର…
ପୂର୍ବ ପତ୍ନୀଙ୍କ ଜନ୍ମଦିନ ପାଳିଲେ ହ୍ରିତିକ, ଜାଣନ୍ତୁ କେଉଁଠି ଓ କିପରି ?
ସମୟ ଲାଇଭ,୩୧/୧୦: ଗତ ୨୬ ତାରିଖରେ ବଲିଉଡ଼ ଅଭିନେତା ହ୍ରିତିକ୍ ରୋଶନ୍ ତାଙ୍କ ପୂର୍ବ ପତ୍ନୀ ସୁଜୈନଙ୍କ ଜନ୍ମଦିନ ପାଳିଛନ୍ତି। ଦୀପାବଳି ଅବସରରେ ସୁଜୈନ ଓ ତାଙ୍କ ପରିବାର ସହ ହ୍ରିତିକ ଗୋଆ ପହଞ୍ଚିଥିଲେ। ସେଠାରେ ସୋନାଲି…
ଅର୍ଚ୍ଚନାଙ୍କୁ ଅଗ୍ନିକାଣ୍ଡରୁ ବଞ୍ଚାଇଲେ ଶାହରୁଖ, ନିଜେ ମଧ୍ୟ ହେଲେ କ୍ଷତାକ୍ତ
ସମୟ ଲାଇଭ,୩୦/୧୦: ରିଲ୍ ଲାଇଫ୍ରେ ଷ୍ଟଣ୍ଟ କରି ଦର୍ଶକଙ୍କ ମନ ଜିଣିପାରିଥିବା ଶାହରୁଖ ଖାନ୍ ଏବେ ରିୟଲ ଲାଇଫରେ ଦେଖାଇଛନ୍ତି ଷ୍ଟଣ୍ଟ। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜୁହୁସ୍ଥିତ ବାସଭବନ ‘ଜଲସା’ରେ ଦୀପାବଳି ପାର୍ଟି…
ପ୍ୟାରିସ୍ ଯୁବକ ଗାଇଲେ କିଙ୍ଗଖାନ୍ଙ୍କ ଗୀତ
ସମୟ ଲାଇଭ୍,୨୯/୧୦: ବଲିଉଡ଼ର ବାଦଶାହ ତଥା କିଙ୍ଗ୍ ଖାନ୍ ଶାହରୁଖଙ୍କ ଫ୍ୟାନ୍ କିଏ ବା ନୁହେଁ ? ତେବେ ପ୍ୟାରିସ୍ରେ ଶାହରୁଖଙ୍କ ଏମିତି ଜଣେ ଫ୍ୟାନଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଯାହା ପୁଣିଥରେ…
ରଣବୀରଙ୍କ ସଫଳତା ମନ୍ତ୍ର
ସମୟ ଲାଇଭ୍,୨୬/୧୦: ବଲିଓଡ଼ ଅଭିନେତା ରଣବୀର ସିଂ ସଫଳ ହେବାକୁ ହେଲେ କ’ଣ କରିବାକୁ ପଡ଼ିବ ସେ ନେଇ ନିଜ ମତ ଦେଇଛନ୍ତି। ରଣବୀରଙ୍କ କହିବା ଅନୁଯାୟୀ ସଫଳତା ପାଇବାକୁ ହେଲେ କଠୋରା ପରିଶ୍ରମ ଓ ଅସଫଳତାକୁ ଭୟ ନକରି କାର୍ୟ୍ୟ…
ଦୀପାବଳି ଦୀପ ପରି ଚମକିଲେ ସେଲିବ୍ରେଟି
ସମୟ ଲାଇଭ୍,୨୫/୧୦: ଦୀପାବଳିକୁ ଆଉ ଗୋଟିଏ ଦିନ ବାକି ରହିଥିବାବେଳେ ବଲିଉଡ଼ରେ ଦେଖିବାକୁ ମିଳୁଛି ପ୍ରି-ଦିୱାଲି ସେଲିବ୍ରେସନ। ପ୍ରଯୋଜକ ରମେଶ ତୋରାନୀଙ୍କ ଦ୍ୱାରା ଆୟୋଜିତ ଦୀପାବଳି ପାର୍ଟିରେ ଅନେକ ସେଲିବ୍ରିଟିଙ୍କୁ…
କବୀର ସିଂ ଦେଖିବା ପରେ ପ୍ରେମିକାକୁ ହତ୍ୟା କରି ଆତ୍ମହତ୍ୟା କଲେ ଯୁବକ
ସମୟ ଲାଇଭ୍, ୨୪/୧୦: ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ କବୀର ସିଂ’ ଦେଖିବା ପରେ ଉତ୍ତରପ୍ରଦେଶର ଜଣେ ଯୁବକ ଚରମ ନିଷ୍ପତ୍ତି ନେଇଛଇ। ଅଶ୍ୱୀନ କୁମାର ନାମକ ଏହି ଯୁବକ ଜଣେ ଟିକଟକ ଷ୍ଟାର ହୋଇଥିବାଳେ ତାଙ୍କ ପ୍ରେମିକା…
ସବ୍ୟସାଚୀଙ୍କ ଜୀବନ ହେଇଗଲା ମାଟି
ସମୟ ଲାଇଭ,୨୩/୧୦: କଥାଟା ଶୁଣିବାକୁ ଟକେ ଅଲଗା ଲାଗୁଛିନା। ପ୍ରକୃତ କଥାଟା ହେଲା ସବ୍ୟସାଚୀ ଏଲିନାଙ୍କ ଆଗାମୀ ଚଳଚିତ୍ର ମାଲମୋହୁ ଜୀବନ ମାଟି ଫିଲ୍ମରେ ନାୟିକା ଏଲିନା ସବ୍ୟଙ୍କ ଜୀବନ କରିଦେଉଛନ୍ତି ମାଟି। ଫିଲ୍ମରେ…