Browsing Category

ମନୋରଞ୍ଜନ

ସୁନ୍ଦରତା ପାଇଁ ହୁନ୍ଦର

ଶେଫାଳୀ ଜରିଓ୍ୱାଲାଙ୍କ ଭଳି ଅନେକ ସେଲିବ୍ରିଟିଙ୍କ ହଠାତ୍‌ ହୃଦଘାତ ଜନିତ ମୃତ୍ୟୁ ସବୁବେଳେ ଆମ ଜୀବନଶୈଳୀ ଉପରେ ପ୍ରଶ୍ନ ଉଠାଇଥାଏ । ସଧାରଣତଃ ଫିଟ୍‌ ରହୁଥିବା ଏହି ସେଲିବ୍ରିଟିଙ୍କ ଶରୀର କଣ ସତରେ ଏତେ ଫିଟ୍‌, ଯାହା…

ୱେବସିରିଜ୍ କୁଇନ

ନିଜର ଅଭିନୟର ଯାଦୁରେ ସେ ତିଆରି କରିଛନ୍ତି ନିଜ ପାଇଁ ଏକ ସ୍ୱତନ୍ତ୍ର ଫ୍ୟାନ୍‌ବେଶ୍‌ । ପଞ୍ଚାୟତ ୱେବସିରିଜ୍ ରେ ତାଙ୍କର ନିଖୁଣ ଅଭିନୟ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ୟାଗ୍‌ ମିଳିଛି ୱେବସିରିଜ୍ କୁଇନ୍‌ ସାନ୍‌ଭିକା…

ନୂଆ ଅବତାରରେ ସଲମାନ

ସଲମାନଙ୍କର ଅପକମିଂ ଫିଲ୍ମ ବ୍ୟାଟଲ୍‌ ଅଫ ଗଲବାନ୍‌ର ମୋଶନ ପୋଷ୍ଟର ନିକଟରେ ରିଲିଜ୍‌ ହୋଇଛି, ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ସଲମାନ ନିଜ ସୋସିଆଲ ମିଡିଆରେ ଏହି ପୋଷ୍ଟରଟି ପୋଷ୍ଟ କରିଛନ୍ତି । ଏଥିରେ ସଲମାନଙ୍କର ଏକ…

ସୀତାରେ ଜମିନ୍‌ ପରକୁ ପ୍ରଶଂସା

ବର୍ତ୍ତମାନ ଅନେକ ଫିଲ୍ମ ହଲଛାଡି ଓଟିଟିରେ ରିଲିଜ୍‌ ହେଉଛନ୍ତି । ଏଥିରେ ଫିଲ୍ମମେକରଙ୍କର ଲାଭ ହେଉଥିବା ନେଇ ଚର୍ଚ୍ଚା ହେଉଛି, ଯେଉଁ କାରଣରୁ ସେମାନେ ହଲଠାରୁ ଦୂରେଇ ଓଟିଟି ମୁହାଁ ହେଉଛନ୍ତି । ହେଲେ ଏହି ଧାରାରେ ସାମିଲ…

କରୀନାଙ୍କୁ ଦେଖନ୍ତି ଝିଅ ଭଳି

କରୀଶ୍ମା ଓ କରୀନାଙ୍କ ଭଲପାଇବା ସବୁବେଳେ ଚର୍ଚ୍ଚା ସାଉଁଟିଥାଏ । ଉଭୟ ସମ୍ପର୍କରେ ଭଉଣୀ ହେଲେ କରୀଶ୍ମା କରୀନାଙ୍କୁ ଝିଅ ଭଳି ଭଲ ପାଇବା ଦେଇଥାଆନ୍ତି । ଏହାର ଅନେକ ଉଦାହରଣ ବିଭିନ୍ନ ସାକ୍ଷାତକାରରେ ଚର୍ଚ୍ଚା ହୋଇଥାଏ ।…

ଶୋ’ ଛାଡୁନାହାନ୍ତି ବବିତା

ତାରକ ମେହତା କା ଉଲଟା ଚଷମା ଧାରାବାହିକ ବେଶ୍‌ ଲୋକପ୍ରିୟ ଅଟେ । ଏହା ଅନେକ ବର୍ଷଧରି ଦର୍ଶକଙ୍କ ହୃଦୟରେ ରାଜ କରି ଆସୁଛି । ତେବେ ଏହି ଶୋ ବର୍ତ୍ତମାନ କିଛି ଦିନ ଧରି ଚର୍ଚ୍ଚାରେ ରହି ଆସିଛି । ଅନେକ ଲୋକପ୍ରିୟ କଳାକାର…

ପ୍ରେମ ସମ୍ପର୍କରେ ମୋହର

ଖୁବଶୀଘ୍ର ତ୍ରିପ୍ତି ଡିମ୍‌ରିଙ୍କର ଫିଲ୍ମ ଧଡକ ୨ ପରଦାକୁ ଆସିବ । ଏହା ଆଗରୁ ତ୍ରିପ୍ତି ନିଜର ସମୟ ଗୋଆରେ କାଟୁଛନ୍ତି । ତେବେ ଏଠିକାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନିଜେ…

ନୂଆ ସିନେମାରେ ସାରା

ସାରା ଅଲ୍ଲୀ ଖାନ୍‌ ନିଜର ନିଖୁଣ ଅଭିନୟ ଓ ଚୁଲ୍‌ବୁଲି ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କୁ ଅନେକ ହିଟ୍‌ ସିନେମାରେ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସାରା ନିଜର ନୂଆ ପ୍ରୋଜେକଫକୁ ନେଇ…

ଫେରିଲେ ପରେଶ

ବିଗତ କିଛି ଦିନ ଧରି ପରେଶ ରାଓ୍ୱଲ ଫିଲ୍ମ ହେରାଫେରୀ ୩କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ପରେଶ ଏହି ଫିଲ୍ମରେ ଅଭିନୟ କରିବେ ନାହିଁ ବୋଲି କହିବା ପରେ ବିବାଦ ଦେଖିବାକୁ ମିଳିଥିଲା । ଏପରିକି କଥା କୋର୍ଟକୁ ମଧ୍ୟ ଯାଇଥିଲା ।…

ଇଲିଆନାଙ୍କୁ ଶୁଭେଚ୍ଛା

ବଲିଉଡ ଅଭିନତ୍ରୀ ଇଲିଆନା ଡିକ୍ରୁଜଙ୍କୁ ବର୍ତ୍ତମାନ ଶୁଭେଚ୍ଛା ମିଳିବାରେ ଲାଗିଛି । ଏହା ପଛରେ ଏକ ଖୁସି ଖବର କାରଣ ରହିଛି । ସୂଚନା ଅନୁସାରେ ଇଲିଆନା ନିକଟରେ ପୁଣିଥରେ ମାଆ ହେବାର ସୌଭାଗ୍ୟ ପାଇଛନ୍ତି । ଦ୍ୱିତୀୟ…