Browsing Category
ଜିଲ୍ଲା
ନାରୀ ନିର୍ଯ୍ୟାତନା ପ୍ରସଙ୍ଗ,ଗୃହରେ ହୁଇସିଲ ମାରି ପ୍ରତିବାଦ କଲା କଂଗ୍ରେସ
ଭୁବନେଶ୍ୱର : ଆଜି ମଧ୍ୟ ଠିକ ଭାବରେ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ ଇ ପ୍ରଶ୍ନ କାଳ ସମୟରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ହୁଇସିଲ ମାରି ପ୍ରତିବାଦ କରିଥିଲା କଂଗ୍ରେସ । ପ୍ରଶ୍ନକାଳରେ ମନ୍ତ୍ରୀ ଉତ୍ତର ରଖୁଥିବା…
ସର୍ବ ଭାରତୀୟ ହକି ଚାମ୍ପିୟନସିପ : ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
ଭୁବନେଶ୍ବର:ଆସନ୍ତା ଏପ୍ରିଲ ୦୭ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ – ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଏହି…
ପିସିସି ସଭାପତିଙ୍କ ଅନୁରୋଧ ପରେ ଧାରଣାରୁ ଓହରିଲା କଂଗ୍ରେସ
ଭୁବନେଶ୍ବର: ବିଧାନସଭା ଗାନ୍ଧି ମୂର୍ତ୍ତି ତଳ ଧାରଣା ସ୍ଥଳରୁ ଉଠିଲେ ବିଧାୟକ। ତାରା ବାହିନୀପତିଙ୍କ ସମେତ ଅନ୍ୟ ବିଧାୟକ ଉଠିଲେ।ତାରାଙ୍କୁ ବିଧାନସଭାରୁ ୭ ଦିନ ନିଲମ୍ବନର ପ୍ରତିବାଦ କରୁଥିଲା କଂଗ୍ରେସ। ଧାରଣା ସ୍ଥଳକୁ…
ବର୍ଷିଲେ କଙ୍ଗନା
ସାନ୍ୟା ମଲହୋତ୍ରାଙ୍କ ଫିଲ୍ମ ମିସେସ୍ ବର୍ତ୍ତମାନ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ତେବେ ଏହି ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିବାରେ ଲାଗିଛି । କିଛି ଏହାକୁ ପସନ୍ଦ କରୁଥିବାବେଳେ କିଛି ଏହାକୁ ନା ପସନ୍ଦ କରୁଛନ୍ତି ।…
ବଢୁଛି ଖରା, ଶିକ୍ଷାନୁଷ୍ଠାନ ପାଇଁ ଆସିବ ଗାଇଡଲାଇନ – ମନ୍ତ୍ରୀ
ଭୁବନେଶ୍ୱର : ଫେବୃଆରୀ ଆରମ୍ଭରୁ ପ୍ରକୋପ ଦେଖାଇ ଥିଲା ଖରା I ମଝିରେ କିଛି ଦିନ ବର୍ଷା ପାଇଁ ପାଗରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ମାର୍ଚ୍ଚ ଆରମ୍ଭ ବେଳକୁ ୩୮ ଡ଼େଇଁଲାଣି ପାରଦ । ଗ୍ରୀଷ୍ମ ପ୍ରବାହ ବଢ଼ୁଥିବା ଦେଖି ଆଗୁଆ…
ବରିଷ୍ଠ ଓଡ଼ିଆ ସିନେଷ୍ଟାର ଉତ୍ତମ ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର : ଆଉ ନାହାନ୍ତି ଓଡ଼ିଆ ସିନେ ଜଗତର କିମ୍ବଦନ୍ତୀ ତାରକା ଉତ୍ତମ ମହାନ୍ତି ଇ ଗୁରୁବାର ବିଳମ୍ବିତ ରାତିରେ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ…
ରାତି ୧୦ଟାରେ ଉଠିବ ମହାଦୀପ : ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା
ଭୁବନେଶ୍ୱର:ରାତି ସାଢ଼େ ୩ଟାରୁ ପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ। ରାତି ୧୦ଟାରେ ମହାଦୀପ ଉଠିବ। ସମସ୍ତେ ସହଯୋଗ କରିବେ ବୋଲି ମତ ପ୍ରକାଶ ପାଇଛି।
ଫେବ୍ରୁଆରି ୨୬ ତାରିଖରେ ହେବାକୁ ଥିବା ମହାଶିବରାତ୍ରି…
ଏଆଇ କ୍ଷେତ୍ରରେ ଭାରତକୁ ଆଗେଇ ନେବାକୁ ଆହ୍ୱାନ
ଭୁବନେଶ୍ୱର:ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମର ୧୧୯ତମ ସଂସ୍କରଣରେ ଇସ୍ରୋର ସଫଳତା ବଖାଣିବା ସହ ଏଆଇ ଟେକ୍ନୋଲୋଜିରେ ଭାରତ ଭୂମିକା, ନାରୀ ସମ୍ମାନ ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦୁଇ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ:ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରେଖା ଗୁପ୍ତାଙ୍କ ବଡ଼ ଆକ୍ସନ।ପ୍ରଥମ କ୍ୟାବିନେଟ୍ ବୈଠକରେ ନିଆଗଲା ୨ଟି ବଡ଼ ନିଷ୍ପତ୍ତି। ଦିଲ୍ଲୀରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା।ଏନେଇ କ୍ୟାବିନେଟ୍ ବୈଠକରେ ଦିଆଗଲା…