Browsing Category
ଜିଲ୍ଲା
ବାରିପଦା ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ
ବାରିପଦା : ପୁଣି ସାମନାକୁ ଆସିଲା ଆଉ ଏକ ଶିଶୁ ଅଦଳବଦଳ ଘଟଣା । ଏପରି ଏକ ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ହସ୍ପିଟାଲ ବାରିପଦା ପିଆରଏମ ମେଡିକାଲରୁ । ଅିଭଯୋଗ କରିଛନ୍ତି କୁଳିଅଣା ଥାନା କିଶନଡାହି ଅଞ୍ଚଳର…
ଗାଧୋଇବା ବେଳେ ପାଣି ବୁଡ଼ିଗଲେ ଦୁଇ ନାବାଳିକାଙ୍କ ମୃତ୍ୟୁ
ବାଲେଶ୍ୱର: ଗାଧୋଇବାବେଳେ ବୁଡି ଯାଇ ୨ ନାବାଳିକାଙ୍କ ମୃତ୍ୟୁ I ବାଲେଶ୍ୱର ଜିଲ୍ଲା ଓଡ଼ଙ୍ଗି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ପୋଖରୀରେ ଗାଧୋଇବା ବେଳେ ଏଭଳି ଅଘଟଣ ଘଟିଛି। ଉଭୟଙ୍କୁ ଉଦ୍ଧାର…
ବୈତରଣୀ ନଦୀକୁ ବାପ-ଝିଅ ଡେଇଁବା ଘଟଣା ,୩୦ ଘଣ୍ଟାପରେ ମିଳିଲା ବାପାଙ୍କ ମୃତଦେହ
ଭଣ୍ଡାରିପୋଖରୀ : ବୈତରଣୀ ନଦୀ ପୋଲ ଉପରୁ ବାପ ଓ ଝିଅ ଡେଇଁ ନଖୋଜ ହେବା ଘଟଣା I ୩୦ ଘଣ୍ଟା ପରେ ଉଦ୍ଧାର ହେଲା ବାପାଙ୍କ ମୃତଦେହ I ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢାନଦୀରୁ ମିଳିଲା ମୃତଦେହ I କିନ୍ତୁ ଏପର୍ଯ୍ୟନ୍ତ ଝିଅର…
ଘାଟିରେ ଓଲଟିଲା ସ୍କୁଲ ବସ ପିଇଟି ଟିଚର ମୃତ,୨୦ ଛାତ୍ରଛାତ୍ରୀ ଆହତ
ଉମରକୋଟ : ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ ବସ I ଏଥିରେ ଖେଳ ଶିକ୍ଷକଙ୍କ ମୃତ୍ୟୁ ଘଟିବା ସହିତ ୨୦ ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି I ଘାଟିରେ ମୋଡ଼ କାଟି ନପାରି ଭାରସାମ୍ୟ ହରାଇ ବସ ଟି ଓଲଟି ପଡିଥିବା ସୂଚନା…
ଅକ୍ଟୋବର ପ୍ରଥମ ସପ୍ତାହରେ ଆସିବ ଆଉ ଏକ ବାତ୍ୟା
ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବବୋଲି କୁହାଯାଉଛି I ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କହିଛନ୍ତି । ବର୍ତମାନ ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ନାହିଁ ବୋଲି କହିଛନ୍ତି I…
ଭାରତରେ ଏକ ନୂତନ ଧରଣର ମାଛ , ଟେରିଗୋଟ୍ରିଗଲା ଇଣ୍ଟରମେଡିକା
ଭୁବନେଶ୍ୱର : ଏକ ନୂତନ ପ୍ରଜାତି ର ମାଛ I ଏହି ମାଛ କୁ ନେଇ ବର୍ତମାନ ଚର୍ଚାର ବିଷୟ ପାଲଟିଛି I ଏହା ଏକ ସାଧାରଣ ମାଛ ଠାରୁ ଭିନ୍ନ ବୋଲି ଦେଖିବାକୁ ମିଳିଛି
ସୂଚନାନୁସାରେ ,ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର…
ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୧୧ ଅସୁସ୍ଥ
ହାଟଡିହି : ଖାଦ୍ୟରେ ବିଷକ୍ରିୟା I ଗୋଟିଏ ପରିବାରରେ ୧୧ ଜଣ ଅସୁସ୍ଥ I ଘଟଣ ଘଟିଛି ଆନନ୍ଦପୁର ନନ୍ଦିପଦା ଥାନା ଅମୃତପୁର ଗାଁରେ I ଗତ ରାତିରେ ଚିକେନ ଭାତ ଖାଇ ଗୋଟିଏ ପରିବାରର ୧୧ ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କୁ…
ନୂଆଖାଇରେ ରାଜ୍ୟ ସରକାର ୪୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଦେଲେ କାଳିଆ ସହାୟତା ରାଶି
ଭୁବନେଶ୍ୱର: ଆଜି ଓଡ଼ିଶାରଗଣପର୍ବ ନୂଆଖାଇ ସବୁଠି ଧୁମ୍ଧାମରେ ପାଳିତ ହେଉଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ପୀଠ ରେ ମା ସମଲେଶ୍ୱରୀଙ୍କୁ ପୂଜା ଅର୍ଚନା ହୋଇଛି । ନିଜ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା…
ସ୍ପେସିଆଲ ମୂର୍ତ୍ତି ଗଣେଶ
ପୁରୀ : ଶ୍ରୀଗଣେଶ ପୂଜା ଅବସରରେ ଗଣେଶଙ୍କ ସ୍ପେସିଆଲ ମୂର୍ତ୍ତି। ଏହି ଉପଲକ୍ଷେ ବିଶ୍ୱବାସୀଙ୍କୁ ଶୁଭେଚ୍ଛା ଜଣାଇ ପୁରୀ ବେଳାଭୂମିରେ ଶ୍ରୀଗଣେଶଙ୍କ ଚିତାକର୍ଷକ କୁ ନିଆରା ଢଙ୍ଗରେ ବାଲୁକାକଳା ତିଆରି କରିଛନ୍ତି l ଶିଳ୍ପୀ…