Browsing Category
ଜିଲ୍ଲା
ବେକରେ ଗାମୁଛା ଲଗାଇ ଔଷଧ ଦୋକାନୀ ଆତ୍ମହତ୍ୟା
କୋଣାର୍କ : ପ୍ରଥମେ ସୋସିଆଲ ମିଡ଼ିଆରେ ଆତ୍ମହତ୍ୟା l ବେକରେ ଗାମୁଛା ଲଗାଇ ଦୋକାନ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି l ଏଭଳି ଅଘଟଣ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ବଜାରରେ l
ସୂଚନାନୁସାରେ , ବେକରେ ଗାମୁଛା…
ମାଲକାନଗିରିରୁ ଗଡିଲା ‘ଲକ୍ଷ୍ମୀ’ ବସ,ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ ବସ । ମାଲକାନଗିରିରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଗଡିବ ୩୬ଟି ବସ୍ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ…
ସ୍କୁଲ ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା
ଭୁବନେଶ୍ୱର : ଆଜି ଯାଏ ହେଲାନାହିଁ ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ନିର୍ଦେଶ ନାହିଁ ବୋଲି ରାଜ୍ୟ ନୋଡାଲ ଅଫିସର ପିଏମ ପୋଷଣ ରଘୁରାମ ଆର ଆୟର କହିଛନ୍ତି । ବିଦ୍ୟାଳୟରେ ସପ୍ତାହକୁ ଦୁଇ ଥର ଅଣ୍ଡା ଦିଆଯାଉଛି…
ନଦୀରେ ଗାଧୋଇବା ବେଳେ ୨ ଯୁବକ ମୃତ୍ୟୁ
ଚଣ୍ଡିଖୋଲ : ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଯୁବକ l ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳାରେ l
ସୂଚନାନୁସାରେ ,ଆଜି ଗାଧେବା ବେଳେ ନଦୀରେ ୨ ଯୁବକ ବୁଡି ମୃତ୍ୟୁ l ଯାଜପୁର ଜିଲ୍ଲା ଧର୍ମଶାଳା…
ଆର ବି ଆଇ ବ୍ୟାଙ୍କ ସାମ୍ନାରେ ଉଡିଲା ଟଙ୍କା
ଭୁବନେଶ୍ୱର : ଆଜି ଏପରି ଏକ ଘଟଣା ଘଟିଛି ଯାହା କି ଲୋକଙ୍କୁ ଚକିତ କରିଦେଇଛି l ଆରବିଆଇ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ଟଙ୍କା । ଗ୍ରାହକ ରାଗି ଯାଇ ଉଡାଇଛନ୍ତି ଟଙ୍କା ଲ ଏପରି ଘଟଣା ଭୁବନେଶ୍ୱରରେ ଦେଖିବାକୁ ମିଳିଛି l…
ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲାରେ ଗଡ଼ିବ ‘ଲକ୍ଷ୍ମୀ’ ବସ୍
ଭୁବନେଶ୍ୱର : ଆଉ ୨ ଦିନ ପରେ ଦକ୍ଷିଣାଞ୍ଚଳରେ ଆରମ୍ଭ ହେବ ‘ଲକ୍ଷ୍ମୀ’ ବସ୍ ସେବା I ୧୨ ତାରିଖରୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ। ଲକ୍ଷ୍ମୀ ଯୋଜନାରେ ବସ୍ଗୁଡ଼ିକ ପଞ୍ଚାୟତରୁ ବ୍ଲକ୍…
ବାହାନଗା ଟ୍ରେନ ଟ୍ରାଜେଡି,୨୮ ଶବ ର ହେବ ସମୂହ ସଂସ୍କାର
ଭୁବନେଶ୍ୱର : ଗତ ଜୁନମାସ ୨ ତାରିଖରେ ଘଟିଥିଲା ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ସିରିଜ ଟ୍ରେନ ଦୁର୍ଘଟଣା I ଏଥିରେ ମୃତ୍ୟୁ ବରଣ କରିଥିବା ୨୮ ଜଣଙ୍କର ଶବ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହିଁ I ଏହି ଶବ ଗୁଡିକୁ…
ଗ୍ରାହକ ସେବା କେନ୍ଦ୍ର ଖୋଲି ଲକ୍ଷ ଲକ୍ଷ ଟଙ୍କା ଲୁଟ
କଳାହାଣ୍ଡି : ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି ଅଭିଯୁକ୍ତ l ଗ୍ରାହକ ସେବା କେନ୍ଦ୍ର ଖୋଲି ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ l ଏଥିରୁ ବହୁ ଟଙ୍କା ଲୁଟ କରି ଜଣେ ଅଭି ଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ କଳାହାଣ୍ଡି ଜିଲ୍ଲା…
ତଣ୍ଟି କାଟି ଯୁବକଙ୍କୁ ହତ୍ୟା
ଅନୁଗୁଳ : ଯୁବକଙ୍କ ତଣ୍ଟି କାଟି ହତ୍ୟା । ଏପରି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଅଞ୍ଚଳରେ i
ସୂଚନାନୁସାରେ , ଯୁବକଙ୍କ ତଣ୍ଟି କାଟି ହତ୍ୟା ପରେ ଅଭିଯୁକ୍ତ ଫେରାର i ପୁରୁଣାକୋଟ ଥାନା…
ଆମ୍ବୁଲାନ୍ସ ଆସିବାକୁ ରାସ୍ତାନାହିଁ ,୧ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା
କେନ୍ଦୁଝର :ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା i ୧ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହିଲା ପରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଇଯାଇଥିଲେ ଆଶାକର୍ମୀ ଓ ପରିବାର ଲୋକେ i
ସୂଚନାନୁସାରେ , ପୁଣି ଖଟିଆରେ ବୁହାହେଲେ…