Browsing Category

ଅପରାଧ

ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ପରେ ଅମଲା ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର : ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ । ଆନ୍ଦୋଳନ ପ୍ରତ୍ୟାହୃତ କଲେ ଓଏଏସ ସଂଘ । ଏନେଇ ସୂଚନା ଦେଇଛନ୍ତି ଓଏଏସ ସଂଘ ସଭାପତି ଜ୍ୟୋତି ମିଶ୍ର । ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗତ ୩ ଦିନ ହେଲା…

ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦେଶକ ଦୟାନିଧି ବାଗ ଗିରଫ

ଭୁବନେଶ୍ୱର : ରାଜ୍ୟ ଜଳ ବିଭାଜିକା ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ଗିରଫ ହୋଇଛନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

ବାଲିଗୁଡା : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ। ବୁଡ଼ାଗୁଡ଼ା ସଂରକ୍ଷିତ ଜଙ୍ଗଲରେ କୁମ୍ବିଂବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ହୋଇଥିଲେ ମୁହାଁମୁହିଁ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁମୁକିଆ ପଞ୍ଚାୟତ…

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ଦୟାନିଧିଙ୍କର…

ମୁହଁ ଖୋଲିଲେ ଟ୍ରାଭେଲ ବ୍ଲଗର ଲବ,ଫିଟିବ ବାନ୍ଧବୀଙ୍କ ମୃତ୍ୟୁ ଗୁମର

ଭୁବନେଶ୍ୱର : ବାନ୍ଧବୀଙ୍କ ମୃତ୍ୟୁର ଦେଢ଼ ମାସ ପରେ ମୁହଁ ଖୋଲିଛନ୍ତି ବହୁଚର୍ଚ୍ଚିତ ଟ୍ରାଭେଲ ବ୍ଲଗର ଲବ ହାଁସଦା । ଏନେଇ ସେ ୟୁ ଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ମୁଁ କୌଣସି ନିର୍ଯାତନା ଦେଇନି । ମୋ ବିଷୟରେ ସେ…

ଗୋଷ୍ଠୀ ସଂଘର୍ଷରେ ୪ ଗୁରୁତର

ବାରିପଦା : ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଆକ୍ରମଣରେ ମା' ଓ ପୁଅ ଗୁରୁତର । ମା'କୁ ଖଣ୍ଡାରେ ହାଣି ଗୁରୁତର କରିଥିବାବେଳେ ପୁଅ ଛାତିକୁ ଗୁଳିମାଡ଼ କରିଛନ୍ତି । ୧୫ରୁ ୨୦ଜଣ ଯୁବକ ଏକତ୍ରିତ ଭାବେ ଆସି…

ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଙ୍ଗନଓ୍ବାଡ଼ି କର୍ମୀ ନିଯୁକ୍ତି ମାମଲାରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା…

୨ ଦିନିଆ ରିମାଣ୍ଡରେ ଯିବେ ୬ ଦୁଷ୍କର୍ମ ଅଭିଯୁକ୍ତ

ବ୍ରହ୍ମପୁର : ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୨ ଦିନିଆ ରିମାଣ୍ଡରେ ଯିବେ ୬ ଅଭିଯୁକ୍ତ । ରିମାଣ୍ଡ ରେ ନେବା ପାଇଁ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଲେ କୋର୍ଟ । ଆଜି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ CAW…

ଲୁଟ ପାଇଁ ଯୁବକଙ୍କୁ ଗୁଳିମାଡ଼,ହସ୍ପିଟାଲରେ ଭର୍ତି

ବାରିପଦା : ଟଙ୍କା ଲୁଟ ପାଇଁ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଗୁଳିମାଡ । ଘଟଣା ଘଟିଛି ବାରିପଦା ଏନଏଚ୍ ୧୮ ଅସନଯୋଡା ନିକଟରେ । ବାଇକରେ ଆସି ୩ ଜଣ ଦୁର୍ବୁତ୍ତ ଗୋଡାଇ ଗୋଡାଇ ଯୁବକଙ୍କୁ ୫ ରାଉଣ୍ଡ ଗୁଳି କରି…

ଗାଁ ଦାଣ୍ଡରେ ଆଶା କର୍ମୀଙ୍କୁ ଅସଦାଚରଣ,ରକ୍ଷା କରିବାକୁ ଯାଇ ଯୁବକ ଗୁରୁତର

ନୟାଗଡ଼ : ଗାଁ ଦାଣ୍ଡରେ ଆଶା କର୍ମୀଙ୍କୁ ଅସଦାଚରଣ କରି ମାଡ଼ ମାରିବା ଅଭିଯୋଗ । ଆକ୍ରମଣର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପାର୍ବତୀପୁର ଗାଁରେ ଆଶାକର୍ମୀ ଟୁନି ମହାପାତ୍ର । ଗାଁରେ ଝାଡ଼ାବାନ୍ତି…